ଲଟେରୀ ଟିକେଟ କିଣିବା ବେଳେ ଧକ୍କା ଯୋଗୁ ଜଣେ ମହିଳାଙ୍କ ବଦଳି ଗଲା ଭାଗ୍ୟ
ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରେ ଜଣେ ମହିଳା ରାତାରାତି କୋଟିପତି ହୋଇ ଯାଇଛନ୍ତି । ଲାକୱାର୍ଡା ଏଡୱାଡ୍ର୍ସ ନାମକ ମହିଳା ଏକ ସୁପର ମାର୍କେଟରେ ଲଟେରୀ ଟିକେଟ କିଣିବାକୁ ଯାଇଥିଲେ । ସେ ତାଙ୍କ ମନପସନ୍ଦର ନମ୍ବରର ଟିକେଟ ଆଣିବାକୁ ଗଲା ବେଳେ ପଛ ପଟୁ ତାଙ୍କୁ କିଏ ଜଣେ ଧକ୍କା ଦେଇଥିଲା । ତାଙ୍କ…