Latest Odisha News

BREAKING NEWS

Yearly Archives

2022

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶାହବାଜ ଏବଂ ପୁଅ ହମଜା ମନି ଲଣ୍ଡରିଂ ମାମଲାରେ ହାଜର ହେବେ !

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଆଜି ଶାହବାଜ ସରିଫ ନାମାଙ୍କନ ଭରିବେ। ଏହା ପୂର୍ବରୁ ସେ ଏବଂ ତାଙ୍କ ପୁଅ ହମଜା ଶାହବାଜ ଆଜି ମନି ଲଣ୍ଡରିଂ ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇପାରନ୍ତି। ଶାହବାଜଙ୍କ ଓକିଲ ଅମଜାଦ ପରଭେଜ କହିଛନ୍ତି ଯେ, ତାଙ୍କ ମହକିଲ ସୋମବାର…

ରାମନବମୀରେ ‘ଆମିଷ’ ଖାଦ୍ୟକୁ ନେଇ ବିବାଦ, ଜେଏନୟୁରେ ଦୁଇ ଛାତ୍ର ସଙ୍ଗଠନ ମୁହାଁମୁହିଁ

ନୂଆଦିଲ୍ଲୀ: ପବିତ୍ର ରାମ ନବମୀ ଅବସରରେ ହଷ୍ଟେଲରେ ଆମିଷ ଖାଦ୍ୟ ପରିବେଷଣକୁ ନେଇ ଦିଲ୍ଲୀସ୍ଥିତ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ । ଏବିଭିପି ଛାତ୍ର ଏବଂ ବାମପନ୍ଥୀ ଛାତ୍ରଙ୍କ ମଧ୍ୟରେ ଏ ନେଇ ବିବାଦ ବଢିଛି । ପରସ୍ପର ଉପରକୁ ଢେଲା, ପଥର ମାଡ କରିଥିବା ସୂଚନା ରହିଛି । ଏଥିରେ…

ରଥଯାତ୍ରା: ଦୁଇ ବର୍ଷ ପରେ ରଥ ଟାଣିବେ ଭକ୍ତ

ପୁରୀ: କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି । ତେଣୁ ଦୁଇ ବର୍ଷ ପରେ ଚଳିତଥର ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରିବା ସହିତ ରଥଯାତ୍ରାରେ ରଥ ଟାଣିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଏହା ପୂର୍ବରୁ ହେବାକୁ ଥିବା ଚନ୍ଦନ ଯାତ୍ରା ଏବଂ ସ୍ନାନଯାତ୍ରା ମଧ୍ୟ ଦେଖିବାକୁ ଭକ୍ତଙ୍କୁ…

ବଦଳିବେ ପିସିସି ସଭାପତି, ନୂଆ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର: ବଦଳିବେ ପିସିସି ସଭାପତି । ଦିନେ ଦୁଇ ଦିନ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି ଏନେଇ ମନୋନୟନ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ରହିଛି । ତେଣୁ ପିସିସି ସଭାପତି ଆସନରେ କିଏ ବସିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ପ୍ରଦେଶ କଂଗ୍ରେସ ସଭାପତି ଦଳର ଅଧ୍ୟକ୍ଷା…

ପାରମ୍ପରିକ ନୀତିରେ ମହା ବିଷୁବ ସଂକ୍ରାନ୍ତି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ…

କବିତା : ମୁଁ ଜଣେ ଓଡ଼ିଆ କହୁଛି

ଆରତୀ ପଟ୍ଟଯୋଷୀ ଶୁଣ, ମୁଁ ଜଣେ ଓଡ଼ିଆ କହୁଛି ବାପାଙ୍କୁ ଡାକେ ମୁଁ "ଡାଡି" ବୋଲି ଆଉ ମାଆଙ୍କୁ "ମମି" ମୁଁ ଡାକୁଛି ମୋ ଦେହେ ଉତ୍କଳ ବହୁଛି ମୁଁ ଜଣେ ଓଡ଼ିଆ କହୁଛି। ଦାଦା-ଖୁଡି ମାମୁ-ମାଇଁ ଡାକୁନାହିଁ ଅଙ୍କଲ ଆଣ୍ଟିରେ ଚଳୁଛି ଆତ୍ମୀୟ ସ୍ୱଜନ ଭୁଲି ମୁଁ ଗଲିଣି ମୁଖ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୫)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୫ “ ଏ ଶଃଳା କଣ୍ଟ୍ରାକ୍ଟର ଆମକୁ ପାଞ୍ଚ ମାସ ହେଲା ଠିକରେ ମଜୁରୀ ଦେଉନି । କାମ ବନ୍ଦ ହବନି ? ଆଜି କାଲି କହିକି, ଗଲା ଧନ୍ଦା ଚଲେଇଛି । ଆମେ ତ’ ମୁଲ ଲାଗି ଚଳିବା ଲୋକ, ପିଲା ମାଇପ କେମିତି ପୋଷିବା ? ଘରେ…

ଭାଷା ଭାଗବତ : ପୁସ୍ତକର ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୨ ସରଳରୈଖିକ ଚିଂତନ ଯୋଗୁଁ ସୁସ୍ଥିର ରହେ ମନ ଚକ୍ରବତ୍‌ ଘୂରି ବାରଂବାର ହୁଏନି କିଛି ଉପକାର ଜନ୍ମରୁ ମରଣ ପର୍ଯଂତ ଏଠୁ ଆରଂଭ ସେଠି ଅଂତ ଏହି ଗତିରେ ବ୍ୟତିକ୍ରମ ଜଗାଇଥାଏ ମନେ ଭ୍ରମ ଯାହାର ଯେପରି ସଂସ୍କୃତି ଚଳାଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟଭି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ତଥା ଶ୍ରୀବିଗ୍ରହମାନଙ୍କରେ ଥିବା ସ୍ୱତନ୍ତ୍ରତା ଆମେ ବିଚାରକୁ ନେଇ ଗତକାଲି ବାଇଶି ପାହାଚ ଉପରେ କିଛି ପ୍ରଶ୍ନ କରିଥିଲେ ।…

ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ, ଜଗନ୍ନାଥ ଖୁଣ୍ଟିଆ ମିଷ୍ଟର ଓଡ଼ିଶା

ଭୁବନେଶ୍ୱର: ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ଏନପିସି ଓପନ ବଡି ବିଲ୍ଡିଂରେ ଓଡ଼ିଆ ବଡି ବିଲ୍ଡରଙ୍କ କମାଲ। ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ ହେଲେ ମିଷ୍ଟର ଓଡ଼ିଶା। ରନର୍ସପ ହୋଇଛନ୍ତି ସନ୍ତୋଷ କୁମାର ନାଥ। ଏହା ସହ ୱମେନ୍ସ ଫିଜିକ କ୍ୟାଟେଗୋରୀରେ ଓଡ଼ିଆ ଝିଅ ଜୋଷ୍ଣାରାଣୀଙ୍କୁ ମିଳିଲା ଗୋଲଡ଼…