Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଏମିତି ସାଧାରଣ ଭାବରେ କେହି ପରଂବ୍ରହ୍ମ କହିନାହାନ୍ତି, ସ୍କନ୍ଦ ପୁରାଣ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛି " ଦାରବୀ ମୂର୍ତ୍ତିରେ ଷେତି ପ୍ରତିମା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୩ ଏପଟେ ଅଫିସର ପ୍ରୋବ୍ଲମ୍ କଣ୍ଟ୍ରୋଲ ବାହାରକୁ ଚାଲିଯାଉଛି । କିଛି ସମୟ ରିଲାକ୍ସ ହେବା ପାଇଁ, ଏଇ ଥିଲା ଗୋଟିଏ ବାଟ । ସେ ବି ବନ୍ଦ । ସେ ପେଗ୍ ପରେ ପେଗ୍ ପି’ ଚାଲିଲା । ସିଗାରେଟ୍ ଧୁଆଁରେ ତା’ କାଉଣ୍ଟରେ…

ଭାଷା ଭାଗବତ : ହେଉଁ ଭାଷାଭକ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୦  ଶବ୍ଦଗଠିତ ଲେଖାମାନ କରିଲେ ସୂକ୍ଷ୍ମ ଅଧ୍ୟୟନ ତହିଁରୁ ଭାଷାଂଶ ଲକ୍ଷଣ କରିପାରିବା ବିଶ୍ଳେଷଣ ସର୍ବାଂଚଳରୁ ସଂଗୃହୀତ କଥିତ ଭାଷାର ଦୃଷ୍ଟାଂତ ମିଳିଲେ ଦିଶେ ଯେଉଁ ରୂପ ତାହା ହିଁ ଭାଷାର ସ୍ବରୂପ ଶୃଂଗରୁ ମୁହାଣ ପର୍ଯଂତ…

ଦେଉଳ ଦେହରେ କ୍ଷୁଦ୍ର ଦେଉଳ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀବତ୍ସ ଖଣ୍ଡଶାଳ ଭାବେ ନାମିତ ଶ୍ରୀମନ୍ଦିରର ବିମାନ ଆପାଦମସ୍ତକ କାରୁକାର୍ଯ୍ୟମଣ୍ଡିତ ହୋଇ ଶୋଭା ପାଉଅଛି । କଳିଙ୍ଗ ଶୈଳୀର ଏହି ବିଶାଳ ସ୍ଥାପତ୍ୟରେ ଶିଳ୍ପୀମାନେ ପାରମ୍ପରିକ ଜ୍ଞାନ କୌଶଳ ଅବଲମ୍ବନରେ ଖଞ୍ଜି ଦେଇଛନ୍ତି…

ଅଶୋକାଷ୍ଟମୀ

ସୁକାନ୍ତ ପଣ୍ଡା  ହିନ୍ଦୁ ଧର୍ମୀୟ ପରମ୍ପରାରେ ରଥଯାତ୍ରା ଏକ ଅନନ୍ୟ ଉତ୍ସବ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାରା ବିଶ୍ବର ଏକ ପ୍ରମୁଖ ଲୋକପ୍ରିୟ ଧର୍ମୀୟ ଉତ୍ସବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ଦେଶର ଅନେକ ଭାଗରେ ବିଶେଷତଃ ଦକ୍ଷିଣାଞ୍ଚଳ ରାଜ୍ୟ ମାନଙ୍କର ଅନେକ…

ସଙ୍ଗାତ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କିଛି ଦିନ ତଳେ ଆମେରିକାରୁ ଭିଡିଓ କଲ୍ କରି ମୋ ସାଙ୍ଗରେ କଥା ହେଉଥିଲେ ସଙ୍ଗାତ ବାପା। ସଙ୍ଗାତ ମାଆ ଚାଲିଯିବା ପରେ, ସେ ଏବେ ପୁଅ ପାଖରେ ରହୁଛନ୍ତି ଆମେରିକାରେ। ଗୋଟିଏ ପୁଅ। ଦୀର୍ଘ ବର୍ଷ ହେଲାଣି ସେ ଗାଁରୁ ବାହାରେ ହିଁ ରହୁଛି।…

କୃଷି ବିଜ୍ଞାନ ପାଠ୍ୟକ୍ରମ : ଏକ ବୃହତ୍ତର ସୁଯୋଗ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ଶିକ୍ଷା ମଣିଷ ଜୀବନର ଏକ ସ୍ୱତନ୍ତ୍ର ଅନୁଭବ ଯାହା ମୁକ୍ତି ପ୍ରଦାନ କରେ । ଯିଏ ସାରସ୍ୱତ ଜ୍ଞାନର ବିକାଶ କରେ । ଚାକିରୀ ଜୀବନର ସବୁଠୁ ବଡ ଆଶା - ଏହାକୁ ଅସ୍ୱୀକାର କରାଯାଇନପାରେ । ଟଙ୍କା ହିଁ ମୋହ ସର୍ବସ୍ୱ ଦୁନିଆର…

ହିନ୍ଦୀ ଜାତୀୟ ଭାଷା ନୁହେଁ କି ସଂଯୋଗୀକରଣ ଭାଷା ମଧ୍ୟ ନୁହେଁ: ସିଦ୍ଧାରମେୟା

ବେଙ୍ଗାଲୁରୁ: ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାଷା ରୂପେ ବ୍ୟବହାର କରାଯାଉ । ଗୃହମନ୍ତ୍ରୀ ଅମିତ ଶାହା ଏହି ମନ୍ତବ୍ୟ ଦେବା ପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଦେଶ ସାରାରୁ ବିରୋଧୀ ସମାଲୋଚନା ତ କରିଛନ୍ତି । ଭାଷାବିତ୍ ମାନେ ମଧ୍ୟ କଟୁ ସମାଲୋଚନା କରିଛନ୍ତି । ସେପଟେ…

ଶ୍ରୀଲଙ୍କାରେ ଭାରତୀୟ ହାଇ କମିଶନ ଦେଲେ ଇଫତାର ପାର୍ଟି, କହିଲେ ଭାରତର ସାହାଯ୍ୟ ଚାଲୁ ରହିବ

କଲମ୍ବୋ: ଅତି ଘଡ଼ିସନ୍ଧି ବେଳରେ ଗତି କରୁଛି ଶ୍ରୀଲଙ୍କା । ଅଭାବ ଅନଟନ ପାଇଁ ସରକାର ତ ସରକାର ପୁରା ଦେଶ ଦୋହଲିଗଲା । ବିଭିନ୍ନ ବନ୍ଧୁ ଦେଶ ସାହାଯ୍ୟ କରୁଥିବା ବେଳେ, ଭାରତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଲାଇନ ଅଫ କ୍ରେଡିଟ ଜରିଆରେ ସମସ୍ତ ସାହାଯ୍ୟ କରୁଛି । ଶୁକ୍ରବାର…

ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବ ମାଇଣ୍ଡ ୱାରସ

ଭୁବନେଶ୍ୱର : ଓଡ଼ିଶାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ପ୍ରାୟ ୬୪,୦୦୦ରୁ ଅଧିକ ବିଦ୍ୟାଳୟକୁ ପରିଚାଳନା କରୁଥିବା ଓସେପା ‘ମାଇଣ୍ଡ ୱାରସ’ ସହଯୋଗିତାରେ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି। ଜିଇ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡର…