Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବିଷ୍ଣୁ ସ୍ୱରୂପତା ସର୍ବୋତ୍ତ ଭାବେ ଗ୍ରହଣୀୟ। ଶ୍ରୀମନ୍ଦିର ଚୂଡାରେ ଅଙ୍କିତ ରମାନନ୍ଦୀ ଚିତା ମଧ୍ୟ ସାର୍ବଜନିନ ଭାବେ ଏହାକୁ ବିଷ୍ଣୁ ଆରାଧିତ ମନ୍ଦିର…

ହକି ଇଣ୍ଡିଆର ମୁଖ୍ୟ ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ କରୁଛି ସିବିଆଇ, ଅଭିଯୋଗ କ’ଣ ?

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଏବଂ ହକି ଇଣ୍ଡିଆ (ଏଚ୍ଆଇ)ର କିଛି ଅଧିକାରୀଙ୍କ ବିରୋଧରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ପୂର୍ବତନ ଏଚଆଇ ସଭାପତିଙ୍କ ବିରୋଧରେ ରହିଛି ଦୁର୍ନୀତି ଅଭିଯୋଗ । ବ୍ୟକ୍ତିଗତ ଲାଭ ପାଇଁ…

୧୪ ଦିନିଆ ରିମାଣ୍ଡରେ ଜଗନ୍ନାଥ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଜଗନ

ପୁରୀ: ପୁରୀ ଶ୍ରୀମନ୍ଦିର ରୋଷେଇ ଘର ଚୁଲି ଭାଙ୍ଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ ମହାପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଏହାପରେ ପୁରୀ ଏସଡିଜିଏମ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତ ଜଣକ କହିଛନ୍ତି, ରୋଷେଇ ଘରେ ସବୁଠି ପ୍ରସାଦ ଏଣେ…

ଅଧ୍ୟାଦେଶ ରୋକ୍ ପରେ ତେଜିଲା ରାଜନୀତି, ବିଜେଡି କହିଲା କେନ୍ଦ୍ର କରୁଛି ପକ୍ଷପାତିତା

ଭୁବନେଶ୍ୱର: କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଲିଙ୍ଗରାଜ ଅଧ୍ୟାଦେଶ ଉପରେ ରୋକ୍ ଲଗାଇବା ପରେ ଏହାକୁ ନେଇ ରାଜନୀତି ତେଜିଛି । ଶାସକ ଦଳ ବିଜେଡି କହିଛି ଏ ପ୍ରସଙ୍ଗରେ ଆଇନ ମନ୍ତ୍ରାଳୟ ଦୁଇ ଥର ସ୍ପଷ୍ଚିକରଣ ରଖିସାରିଛି । କିନ୍ତୁ ଏବେ ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ଆଲୋଚନା ନକରି…

ଭାଷା ଭାଗବତ : ଜ୍ଞାନ ସଂଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୮  ସ୍ମୃତି ସୂଚନା ତଥ୍ଯ କଥା ଇତ୍ୟାଦି ମନରେ ସାଇତା ଅନୁଭୂତି ଓ ଅନୁମାନ କଳ୍ପନା ନୁହେ ଶୁଦ୍ଧ ଜ୍ଞାନ ଏହି ସବୁର ସମାହାର ଯେପରି କରୁଁ ବ୍ୟବହାର ତାହା ହିଁ ଅଟେ ନିଜ ଜ୍ଞାନ କରୁଛୁଁ ତହିଁର ସଂଧାନ ଥରେ ହୋଇଲେ…

ସମ୍ବଲପୁରରେ ଆଇଓସିଏଲ ଏକ୍ସପି-୧୦୦ ତେଲ ବିକ୍ରି ଆରମ୍ଭ କଲା

ସମ୍ବଲପୁର: ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ପ୍ରଥମ ଥର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ସ୍ୱତନ୍ତ୍ର ପେଟ୍ରୋଲର ବିକ୍ରି ଆରମ୍ଭ କରାଯାଇଛି । ‘ଏକ୍ସପି-୧୦୦’ ନାମରେ ବୁଢ଼ାରଜା ସ୍ଥିତ ‘ସମ୍ବଲପୁର ଫୁଏଲ୍ସ’ ପେଟ୍ରୋଲ ପମ୍ପରେ ବିକ୍ରି ଆରମ୍ଭ କରାଯାଇଛି । ବିଶ୍ୱସ୍ତରୀୟ ଏହି ପେଟ୍ରୋଲ ଭାରତରେ…

ପେଟ୍ରୋଲ ପମ୍ପରେ ୫୦ଟଙ୍କାରୁ ତଳକୁ ତେଲ ମନା

ନାଗପୁର: ୫୦ ଟଙ୍କାରୁ କମ୍ ମାତ୍ରାର ତେଲ ମିଳିବନି । ସିଧାସିଧା ମନା । ବିନା କିଛି ଆଲୋଚନା, ଯୁକ୍ତି ତର୍କରେ ଫେରି ଆସିବେ । ମହାରାଷ୍ଟ୍ର ନାଗପୁରର ଗୋଟିଏ ପେଟ୍ରୋଲ ପମ୍ପରେ ୫୦ ଟଙ୍କାରୁ କମ୍ ମାତ୍ରାର ତେଲ ଦେବାକୁ ମନା କରିଦେଇଛନ୍ତି ଟାଙ୍କି ମାଲିକ । ତେଲ ଭରୁଥିବା ସ୍ଥାନରେ ଏକ କାଗଜରେ…

ସିକେ ନାୟୁଡୁ ଟ୍ରଫି: ଓଡିଶା ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟ ପରେ ସ୍ଥିତି ସୁଧାରିଲା ହାଇଦ୍ରାବାଦ

ଭୁବନେଶ୍ୱର: ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ହାଇଦ୍ରାବାଦ ୬ ୱିକେଟ ବିନିମୟରେ ୨୨୬ ରନ ସଂଗ୍ରହ କରିନେଇଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏକଦା ୧୨୪ ରନରେ ୬ ୱିକେଟ ହରାଇ…

‘ପଣା’ ପିଇ ପ୍ରାଣ ହରାଇଲେ ଦୁଇ ଜଣ, ଅନେକ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର: ପଣା ପିଇବା ପରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାଖରାକାଟା ଗାଁରେ ଏପରି ଘଟଣା ସାମ୍ନାକୁ ଆସିଛି। ପଣା ପିଇବା ପରେେ ବାଖରାକାଟା ଗାଁର ଲୋକେ ପେଟ ଯନ୍ତ୍ରଣାର ସମସ୍ୟା ସାମ୍ନା କରିଥିଲେ।…

ଦେଶରେ ୧୨୫୩ ଆଦର୍ଶ ରେଳ ଷ୍ଟେଶନ ଯୋଜନା, ସଂସଦରେ ତଥ୍ୟ ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳ ଷ୍ଟେଶନ ଗୁଡ଼ିକରେ ଯାତ୍ରୀଙ୍କ ଅଧିକ ସୁବିଧା ଓ ଆରାମଦାୟକ ସେବା ଯୋଗାଇବା ପାଇଁ ଆଦର୍ଶ ଷ୍ଟେଶନ କାର୍ଯ୍ୟକ୍ରମ ଚାଲୁଛି । ଏହି ଯୋଜନାରେ ୧୨୫୩ଟି ଷ୍ଟେଶନର ଉନ୍ନତିକରଣ ପାଇଁ ଚିହ୍ନଟ କରାଯାଇଛି । ଲୋକସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଅଶ୍ୱିନୀ…