Latest Odisha News

BREAKING NEWS

Yearly Archives

2022

ପଳାଶୁଣିରେ ସିରିଜ ଦୁର୍ଘଟଣା, କାରକୁ ପଛପଟୁ ଧକ୍କା ଦେଲା ହାଇୱା ,ଡ୍ରାଇଭର ମୃତ

ଭୁବନେଶ୍ୱର  : ଭୁବନେଶ୍ୱର ପଳାଶୁଣିରେ ସିରିଜ୍ ଦୁର୍ଘଟଣ। । କାରକୁ ପଛପଟୁ ଧକ୍କାଦେଲା ହାଇୱା । ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା । କାରଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ହାଇୱା ଟ୍ରକଟି କେବଳ କାରକୁ ଧକ୍କା ଦେଇନଥିଲା ବରଂ ଆହୁରୀ ୩ ଟି ଗାଡିକୁ…

୨୪ ଘଣ୍ଟାରେ ବାହାରିଲେ ୫ କରୋନା ପଜିଟିଭ୍

ଭୁବନେଶ୍ୱର  : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୪୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…

ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା,୯ରୁ ଅଧିକ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର : ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୫ରେ…

ଓଡ଼ିଶାର ସିବିଆଇ ଅଧିକାରୀ ଗିରିଶ ପ୍ରଧାନଙ୍କୁ ସମ୍ମାନୀତ କଲା କେନ୍ଦ୍ର

ଭୁବନେଶ୍ୱର : ସମ୍ମାନୀତ ହେଲେ ଓଡ଼ିଶାର ସିବିଆଇ ଅଧିକାରୀ । ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଇନସପେକ୍ଟର ଭାବେ ନିୟୋଜିତ ଗିରିଶ କୁମାର ପ୍ରଧାନ ସମ୍ମାନୀତ ହୋଇଛନ୍ତି । ବରଗଡର ଏହି ସିବିଆଇ ଅଧିକାରୀଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନମନ୍ତ୍ରୀ…

ମାସକ ଭିତରେ ବଦଳିଗଲା ବେକାରି ଚିତ୍ର: ରାଜ୍ୟରେ ବଢ଼ିଲା, ଦେଶରେ କମିଲା

ଭୁବନେଶ୍ୱର: ମାସକ ଭିତରେ ବଦଳିଗଲା ଓଡ଼ିଶାର ବେକାରି ଚିତ୍ର । ଫେବୃଆରୀ ମାସରେ ବେକାରୀ ହାର ରାଜ୍ୟରେ କମିଥିବା ନେଇ ସରକାର ପ୍ରଶଂସା ସାଉଁଟିଥିଲେ । ହେଲେ ଏହାକୁ ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ମାସକ ଭିତରେ ଏହି ବେକାରି ହାର ୧ ପ୍ରତିଶତରୁ ବଢ଼ି ୯ ପ୍ରତିଶତ…

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରମୁହାଁ, ଆଜି କେତେ ବଢ଼ିଲା ?

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ତେଲ କଂପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪୦ ପଇସା ବୃଦ୍ଧି  କରିଛନ୍ତି। ଗତ ୧୪ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮.୪୦ ଟଙ୍କା ବୃଦ୍ଧି ପାଇଛି।ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର…

ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭ କାଳରେ ଇଂରେଜମାନଙ୍କ ଓଡ଼ିଶା ଭୂଖଣ୍ଡକୁ ଅକ୍ତିଆର କରିବା ସହିତ ଶାସନାଧୀନ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ଅଞ୍ଚଳ ରୂପେ ଓଡ଼ିଶାର ସ୍ଥିତି ସେଭଳି କିଛି ନଥିଲା । ବିଶେଷ କରି ଗଞ୍ଜାମ, କୋରାପୁଟ ଓ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୮ )

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୮  ଏଥର ଫୁଲ୍ ପ୍ଳିଜେଣ୍ଟ୍ ଟାଇମ୍ କଟିଲା । ଠିକ୍ ନା ବିଭୁ? ଇଏସ୍ ଆଲିଆ । ଇଟ୍ ୱାଜ ଏ ମେମୋରିବଲ୍ ଟାଇମ୍ ଫର୍‌ ଅସ୍ । ଏ ଦିନ ମାନଙ୍କରେ ବୈଭବ କୌଣସି କଥା ମୁଣ୍ଡକୁ ନେଇନାହିଁ । ଡ଼୍ରିଙ୍କସ୍ ଓ…

ଶ୍ରୀଲଙ୍କାର ସମ୍ପୂର୍ଣ୍ଣ କ୍ୟାବିନେଟ୍ ଦେଲା ଇସ୍ତଫା

କଲୋମ୍ବୋ: ସବୁଠୁ ବଡ ଅର୍ଥନୀତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମ୍ପୂର୍ଣ୍ଣ କ୍ୟାବିନେଟ ଇସ୍ତଫା ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି।…

କବିତା : ସତ୍ୟଧ୍ଵନି

ତେଜସ୍ୱିନୀ ପଣ୍ଡା  ଦୂର ଆକାଶର ଚନ୍ଦ୍ରମା ତୁମେ ଯେ ମୁଁ ଅପହଞ୍ଚ ଇଲାକାର ତାରା କେଉଁଠି ହଜିଲ ବନ୍ଧୁ ? ମୋ ଆଖି ଭିଜେ ରାତିସାରା । ତୁମ ନାଁ ଯେପରି ‘ସତ୍ୟ’ ସେହି ସତ୍ୟର ଛାତିରେ ସଜାଥିବା ଅନେକ କଥା ଆଜି ସ୍ମୃତି ଓ ବିିସ୍ମୃତିର ଢେଉରେ। ଭୁଲିଗଲି ଆଜି ମୁଁ ତୁମ ଅତୀତର…