Latest Odisha News

BREAKING NEWS

Yearly Archives

2022

ଦେଶରେ କମୁଛି ବେକାରି, ଏହି ଦୁଇ ରାଜ୍ୟରେ ସବୁଠୁ କମ୍ ଲୋକ ବେରୋଜଗାର

ନୂଆଦିଲ୍ଲୀ: ଦେଶରେ କମୁଛି ବେକାରି । କୋଭିଡ ମହାମାରୀ ଦୁର୍ବଳ ହେବା ପରେ ଦେଶର ଅର୍ଥନୀତିର ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ବେକାରି ହାର ମଧ୍ୟ ହ୍ରାସ ପାଉଛି। ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ରିପୋର୍ଟରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଯୋଗମାୟା ସ୍ୱରୂପ ନୀଳସରସ୍ବତୀ (ବେଦଜ୍ଞାନ ଦାୟିନୀ )ଯାହାଙ୍କୁ ଆମେ ମା ଉଗ୍ରତାରା ରୂପେ ବର୍ତମାନ ବିବେଚନା କରୁଛେ ; ତାଙ୍କର ଉପସ୍ଥିତି ଶ୍ରୀମନ୍ଦିରରେ ବା…

ଭାଷା ଭାଗବତ : ଦେହ ଆମର ଶବ୍ଦଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୫  ଦେହରେ ବହୁ ଶବ୍ଦ ଅଛି ତହିଁରୁ କେତେଗୋଟି ବାଛି ବର୍ଣରେ ସ୍ବରଯୋଗ ଜ୍ଞାନ ପିଲାଂକୁ କରିବା ଅର୍ପଣ ନଖ ଓଠ ଓ ଚମ ଲେଖ ମାତ୍ରା ନୁହଇ ଆବଶ୍ଯକ ଏପରି ଅବନା ଅକ୍ଷର ଶିଶୁ ଲେଖିବା ଶିଖୁ ଶୀଘ୍ର ହାତ ପାଦ ଓ କାନ…

ରେଭ୍ ପାର୍ଟିରେ ରେଡ୍: ଭିଭିଆଇପି, ଅଭିନେତା ଏବଂ ରାଜନେତାଙ୍କ ପରିବାର ଲୋକେ ଅଟକ

ହାଇଦ୍ରାବାଦ: ମୁମ୍ବାଇ ଡ୍ରଗ୍ସ ପାର୍ଟି ଖବର ପରେ ଏବେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ରବିବାର ହାଇଦ୍ରାବାଦ ପୋଲିସର ଟାସ୍କଫୋର୍ସ ଟିମ୍ ବନଜାରା ହିଲରେ ଥିବା ଏକ ପଞ୍ଚ ତାରକା ହୋଟେଲର ଏକ ପବରେ ରେଭ୍ ପାର୍ଟି ଚାଲିଥିବା ବେଳେ ଅଚାନକ ରେଡ୍ କରିଛି। ଏହି ପାର୍ଟିରେ ଭିଭିଆଇପିଙ୍କ ପୁଅ…

ବିପ୍ଲବର ବୀଜମନ୍ତ୍ର : ବିନା ଗୁଳିର ଗଣତନ୍ତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଧର୍ମରୁ ସଂସ୍କୃତି ଓ ରାଜନୀତି ପର୍ଯ୍ୟନ୍ତ ସାରାପୃଥିବୀରେ ବିଭିନ୍ନ ବିପ୍ଲବର କଥା ଇତିହାସ କହିଆସିଛି । ଆଜି ବି ବିପ୍ଲବର କଥା କୁହାଯାଉଛି ପୋଷ୍ଟର୍‌ରେ, ପ୍ଲାକାର୍ଡ୍‌ରେ, ସ୍ଲୋଗାନ୍‌ରେ, ଭାଷଣବାଜିରେ , ସଭାରେ, ସଙ୍ଗଠନରେ,…

ଇମ୍ରାନ ଖାନ ଆଉ ପାକିସ୍ତାନର ‘କ୍ୟାପଟେନ’ ନୁହଁନ୍ତି, ଏବେ ସରକାର କାହା ହାତରେ?

ଇସଲାମାବାଦ: ପାକିସ୍ତାନ ସରକାର ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି, ଇମ୍ରାନ ଖାନ ସରକାରୀ ଭାବେ ପାକିସ୍ତାନର ଆଉ ପ୍ରଧାନମନ୍ତ୍ରୀ ନୁହଁନ୍ତି । ଏହି ବିଜ୍ଞପ୍ତି ପୂର୍ବରୁ କିନ୍ତୁ ଇମ୍ରାନ ସରକାରର ମନ୍ତ୍ରୀ ଫାୱାଦ ଚୌଧୁରୀ କହିଥିଲେ ଯେ ଇମ୍ରାନ ଖାନ ଧାରା ୨୨୪ ଅନୁଯାୟୀ…

‘ମୁଖ୍ୟମନ୍ତ୍ରୀ ହେବାକୁ ଯଦି ଇଚ୍ଛା ଧର୍ମେନ୍ଦ୍ର ରାଜ୍ୟ ବିଜେପିରେ ରୁହନ୍ତୁ’

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ଦିଲ୍ଲୀ ଯାଇ ଫେରିଛନ୍ତି ରାଜ୍ୟ ବିଜେପିର ପ୍ରମୁଖ ନେତା । ନିର୍ବାଚନ ଫଳାଫଳରେ ଶାସକ ଦଳ ବିଜେଡି ଆଗରେ ବିଜେପି ମୁଣ୍ଡ ନଟେକିପାରିବା ରାଜ୍ୟ ବିଜେପିର ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଛିଡା କରିଛି । ତେଣୁ ରାଜ୍ୟ ବିଜେପିର ନେତୃତ୍ୱ ଜଣେ ବଡ…

ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆଂକାଉଟ ହ୍ୟାକ ହୋଇଛି । ସେ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମୋ ଆକାଂଉଟ ହ୍ୟାକ ହୋଇଥିବାରୁ ଆପଣମାନେ ଏହାର ଗତିବିଧି ଉପରେ ନଜର ରଖିଥିବେ ବୋଲି ସେ ପ୍ରଶଂସକମାନଙ୍କୁ କହିଛନ୍ତି । ଟେକ୍ନିକାଲ ଟିମ ଖୁବ ଶୀଘ୍ର ଏହି…

ଭାରତର ଆଉ ଏକ ପଡୋଶୀ ଦେଶର ସରକାର ଭାଙ୍ଗିବ !

କଲମ୍ବୋ: ଶ୍ରୀଲଙ୍କାର ଆର୍ଥୀକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଭାରତର ଏହି ପଡୋଶୀ ଦେଶର ସରକାର ଆଉ ମାତ୍ର ହାତଗଣତି ଦିନ ରହିବ ବୋଲି ଅନୁମାନ କରାଯାଉଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବୋଲି ଚର୍ଚ୍ଚା…

ଇମ୍ରାନଙ୍କୁ ଝଟକା, ବିରୋଧୀଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ବିରୋଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଦାଖଲ ହୋଇଥିବା ଆବେଦନ ମାମଲାରେ ଶୁଣାଣି ଆସନ୍ତାକାଲି ହେବ ବୋଲି ପାକିସ୍ତାନର ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ…