Latest Odisha News

BREAKING NEWS

Yearly Archives

2022

ମାନସ ହତ୍ୟାକାଣ୍ଡ: ଗୁମର ଖୋଲିବ କ୍ରାଇମବ୍ରାଞ୍ଚ, ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ କରିବ ଆବେଦନ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ମାମଲାରେ ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ ୫ ଦିନିଆ ରିମାଣ୍ଡ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ।…

ଆଗକୁ ଚିନ୍ତା ବଢ଼ାଇପାରେ ନୂଆ ଭାରିଆଣ୍ଟ :୧୦ ଗୁଣ ଅଧିକ ସଂକ୍ରାମକ

କରୋନାକୁ ନେଇ ଏବେ ଚିନ୍ତା । ମାର୍ଚ୍ଚ ଶେଷ ସପ୍ତାହରେ ସାରାବିଶ୍ୱରେ ହ୍ରାସ ପାଇଛି କରୋନା ସଂକ୍ରମଣ । ମାର୍ଚ୍ଚ ପ୍ରଥମ ସପ୍ତାହରେ ୟୁରୋପ, ଚୀନ ଓ ଦକ୍ଷିଣ କୋରିଆ ସମେତ ବିଶ୍ୱର କେତେକ ଭାଗରେ କରୋନା ମାମଲା ବଢିବାରେ ଲାଗିଥିଲା । ହେଲେ ମାର୍ଚ୍ଚ ୨୧ରୁ ୨୭ରେ ଶେଷ ହୋଇଥିବା ସପ୍ତାହରେ…

ଶ୍ରୀମନ୍ଦିର ରୋଷ ଘରେ ଭାଙ୍ଗିଲା ୪୦ ଚୁଲା

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି । ମହାପ୍ରଭୁଙ୍କ ରୋଷଘରେ ଦୁର୍ବୃତ୍ତ ଘଟାଇଛନ୍ତି ହିଂସା କାଣ୍ଡ । ରୋଷଘରର ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଶ୍ରୀମନ୍ଦିର…

ଶ୍ରୀଲଙ୍କା ସ୍ଥିତି ସାଂଘାତିକ: ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ

କଲମ୍ବୋ: ଲଙ୍କା ଜଳୁଛି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁ ଅସ୍ଥିରତା ବ୍ୟାପକ ହିଂସାର ରୂପ ନେଇଛି । ସ୍ଥିତି ଅଣାୟତ୍ତ ହୋଇଛି । ଏହାର ମୁକାବିଲା ପାଇଁ ସରକାର ଜରୁରୀ ପରିସ୍ଥିତି ସତ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଛନ୍ତି । କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ…

ଶର୍ମିଷ୍ଠାଙ୍କ ବେଡରୁମରୁ ମିଳିଲା ନିରଞ୍ଜନଙ୍କ ଡାଏରୀ, ମେମୋରୀ ଚିପ୍ କେଉଁଠି ?

ଭୁବନେଶ୍ୱର: ତଦନ୍ତ ବଢୁଛି । ଫିଟୁଛି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାର ଗୁମର । କ୍ରାଇମବ୍ରାଞ୍ଚ ରହସ୍ୟ ଭେଦୁଛି । ରିମାଣ୍ଡରେ ନେଇ ଜେରା ବେଳେ ୪ ଅଭିଯୁକ୍ତ ବଖାଣିଛନ୍ତି ମାନସ ଅପହରଣ ଓ ହତ୍ୟାର ସତ । ଗତକାଲି ରିମାଣ୍ଡରେ ଶେଷ ଦିନରେ ତଦନ୍ତକାରୀ ଟିମ୍ ହାତରେ ବଳିଷ୍ଠ ତଥ୍ୟ ପ୍ରମାଣ…

ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଆସୁଛି ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ପ୍ରଧାନମନ୍ତ୍ରୀ ଚୌକି ରହିବ ନା ଗାଦିଚ୍ୟୁତ ହେବେ ସ୍ପଷ୍ଟ ହେବ । ଶେଷ ବଲ ଯାଏ ଲଢ଼େଇ କରିବାକୁ ଚାହୁଁଥିବା ପୂର୍ବତନ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣର ଦିନ । ଆଜି ପାକିସ୍ତାନ…

୧୩ ଦିନରେ ୮ ଟଙ୍କା ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ୍ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଆଜି ପୁଣି ବଢ଼ିଛି । ଦିଲ୍ଲୀରେ ୮୦ ପଇସା ଲେଖାଏ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଦିଲ୍ଲୀରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପ୍ରତି ଦାମ୍ ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୪ଟଙ୍କା ୬୭…

‘ଶୁଭପଲ୍ଲବ ଶିଶୁ ରାଇଜ’ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ : ଶିଶୁ କିଶୋରେ ପତ୍ରିକା 'ଶୁଭପଲ୍ଲବ ଶିଶୁ ରାଇଜ'ର ଦ୍ଵିତୀୟ ସଂସ୍କରଣ ଆଭାସୀ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ଏହି ପତ୍ରିକାରେ କୁନି କୁନି ପିଲାମାନଙ୍କ ପାଇଁ ବିଭିନ୍ନ ଗପ ଓ କବିତା ସହ ପିଲାମାନଙ୍କ ଦ୍ୱାରା ଅଙ୍କନ କରାଯାଇଥିବା ବିଭିନ୍ନ ଚିତ୍ରାଙ୍କନ ସ୍ଥାନିତ ହୋଇଛି । ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୧ ଜୟ ଜଗନ୍ନାଥ, ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ସର୍ବଶକ୍ତିମାନ )ଓ ପରମାଶକ୍ତି (ଯୋଗମାୟା )ଙ୍କ ବିଷୟରେ ଅନେକ ଆଲୋଚନା କରିସାରିଛେ । ତନ୍ତ୍ରବାଦ ଅନୁସାରେ ଆଲୋଚନା କରି ଜଗନ୍ନାଥଙ୍କୁ ଦକ୍ଷିଣକାଳିକା ରୂପେ…