ଭାଷା ଭାଗବତ : ଶବ୍ଦମୟ ଘର
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୪
ବହିରେ ଯେତେ ଶବ୍ଦ ଦେଖ
ସଂସାରେ ତହିଁରୁ ଅଧିକ
ଘର ଓ ଜିନିସ ପତର
ନାମରୁ ଲିପି ଶିକ୍ଷା କର
ଖଟ ଓ କଂବଳ ପଲଂକ
ମାତ୍ରା ନ ଥିବା ଶବ୍ଦ ଯାକ
ଘର ଓ ପଥର ଅବନା
ଚଟାଣ କାଂଥ ଛାତ ଠଣା
କବାଟ ଝରକା ଶବ୍ଦରେ
ଆ-କାର…