Latest Odisha News

BREAKING NEWS

Yearly Archives

2022

୯୦ ଦିନ ମଧ୍ୟରେ ପାକିସ୍ତାନରେ ହେବ ନିର୍ବାଚନ

ଇସଲାମବାଦ: ପାକିସ୍ତାନରେ ଆଗାମୀ ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତି ଆରିଫ ଅଲ୍ଲୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କୂଟନୀତିରେ ବିରୋଧୀମାନେ ମାତ ଖାଇଛନ୍ତି । ସମ୍ବିଧାନର ଧାରା ୫୮ ଅନ୍ତର୍ଗତ ନିର୍ବାଚନ ପୁନର୍ବାର କରାଇବା ପାଇଁ ଇମ୍ରାନ…

ଯୌତୁକ ଜୁଇରେ ବଳି ପଡିଲା ବଧୂ , ହତ୍ୟା ଅଭିଯୋଗ ନେଇ ଥାନାରେ ଏତଲା

ସାଲେପୁର  : ଯୌତୁକ ନେଇଗଲା ଜୀବନ । ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ମିଶିକରି ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପ ଘର ପକ୍ଷ । ସାଲେପୁର ନଇଗୁଆ ଗ୍ରାମରେ ଏପରି ଅଘଟଣ ଘଟିଛି । ଏହି ଘଟଣା ଘଟିବା ପରେ ସାଲେପୁର ପୋଲିସ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।…

[ଦେଖନ୍ତୁ ଭିଡିଓ] ଶ୍ରମିକଙ୍କୁ ଆକ୍ରମଣର ପ୍ରତିବାଦ : କାର୍ଯ୍ୟାନୁଷ୍ଠାନ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଭଦ୍ରକ : ଶ୍ରମିକଙ୍କୁ ଆକ୍ରମଣର ପ୍ରତିବାଦ। ଏହ।ର ପ୍ରତିବାଦ କରିବା ସହିତ ରାଜରାସ୍ତାରେ ଟାୟାର ଜାଳି ବସିଛନ୍ତି ଲୋକେ । ଭଦ୍ରକରେ ଘଟିଛି ଘଟଣା। ଭଦ୍ରକ ରାନ୍ଧିଆରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟର କିଛି ଶ୍ରମିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ବେଦାନ୍ତରେ କାର୍ଯ୍ୟରତ…

ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ

ଭୁବନେଶ୍ୱର : ବିଜେଡିରେ ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ। ସେ ବିଜେଡି ଟିକେଟ ନ ପାଇବାରୁ ୬୦ ନମ୍ବର  ୱାର୍ଡରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସ୍ୱାଧୀନ ଲଢ଼ିଥିବା ସତ୍ତ୍ୱେ ଦଳ ତାଙ୍କୁ ନିଲମ୍ବନ କରି ନଥିଲା। ବର୍ତ୍ତମାନ ସେ ଭୁବନେଶ୍ୱର…

ଇମ୍ରାନଙ୍କ ବିରୋଧରେ ଅନାସ୍ଥ ପ୍ରସ୍ତାବ ଖାରଜ

ଇସଲାମବାଦ: ନାଟକୀୟ ଢ଼ଙ୍ଗରେ ଆଜି ପାକିସ୍ତାନ ବିଧାନସଭାରେ ପ୍ରଧାମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଆଗତ ଅନାସ୍ଥ ପ୍ରସ୍ତାବ ଖାରଜ ହୋଇଯାଇଛି । ବୈଦେଶିକ ଷଡଯନ୍ତ୍ର ଦର୍ଶାଇ ଉପବାଚସ୍ପତି କାସିମ ଖାଁ ଏହାକୁ ଖାରଜ କରିଥିଲେ । ଗୃହରେ ବିରୋଧୀମାନେ ଏ ନେଇ ପ୍ରତିବାଦ କରିଥିଲେ । ଏହା ପରେ…

କବିତା ହେଉଛି ସାହିତ୍ୟର ଆଦ୍ୟ ସୃଜନ : ପିନାକୀ ମିଶ୍ର

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପିନାକୀ ମିଶ୍ର । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ…

[ଦେଖନ୍ତୁ ଭିଡିଓ] ୮ଜଣିଆ ଲୁଟେରା ଗ୍ୟାଙ୍ଗର ଲୁଟପାଟ୍ : ହତ୍ୟା ଧମକ ଦେଇ ଲୁଟିନେଲେ ସୁନା ଗହଣା

ରାୟଗଡା : ରାୟଗଡା ସାଇପ୍ରିୟା ନଗର ତୃତୀୟ ଲାଇନରେ ହୋଇଛି ବଡ ଧରଣର ଡକାୟତି । ରେଳବାଇରେ ଗୁଡ୍ସ ଟ୍ରେନ୍ ଗାର୍ଡ ଭାବେ କାର୍ଯ୍ୟରତ ଏମ.ଭେଙ୍କେଟ ରାଓଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଲୁଟପାଟ ହୋଇଛି । ୮ଜଣିଆ ଏକ ଡକାୟତି ଗ୍ୟାଙ୍ଗ ରାତିଅଧରେ ଘରର ଝରକା ଓ ଲୁହା ଗ୍ରୀଲ ଭାଙ୍ଗି ଘରେ ପଶି…

୧୦ କୋଟିରୁ ଅଧିକ ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ବିଭାଗର ରେଡ

ରାଉରକେଲା :ଟିକସ ଫାଙ୍କିବା ପଡିଲା ମହଙ୍ଗା , ଚଢାଉ କଲା ଜିଏସଟି ବିଭାଗ । ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ବିଭାଗ ଚଢାଉ କରିଛି ।କୁଆଁରମୁଣ୍ଡା ଟପ୍ ଟେକ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଜିଏସଟି ବିଭାଗ ରେଡ କରିଛି । ୧୦ କୋଟି ଟଙ୍କାରୁ ଅଧିକ ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି…

ସିକ୍ରେଟ୍ ବିବାହ କଲେ ରଣବୀର କପୁର-ଆଲିଆ ! ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ଵାଇ : ବଲିଉଡରେ ଏବେ ଚର୍ଚ୍ଚାରେ ରଣବୀର ଓ ଆଲିଆଙ୍କ ଯୋଡିା ପ୍ରଫେସନାଲ ଲାଇଫ ଠାରୁ ଆରମ୍ଭ କରି ପର୍ସିନାଲ ଲାଇଫରେ ଚର୍ଚ୍ଚାରେ ଆଲିଆ ଓ ରଣବୀର । ଏହି ଦୁଇ ଯୋଡି ଅପକିମଂ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିବେ ବୋଲି ଶୁଣିବାକୁ ମିଳିଛି ।ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏବେ ସୋସିଆଲ…

ସୋମବାର ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ , ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ  : ଶ୍ରୀମନ୍ଦିରରେ ହେବ ଖସାପଡା ନୀତି । ବନ୍ଦ ରହିବ ସାଧାରଣ ଦର୍ଶନ । ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏନେଇ ସାଧାରଣ ଦର୍ଶନ ବନ୍ଦ ରହିବ ।ଅପରାହ୍ନ ୪ ଟାରୁ ରାତି ୮ ଯାଏଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…