Latest Odisha News

BREAKING NEWS

Yearly Archives

2022

ଜଲପାଇଗୁଡିରୁ ଆହତ ଅବସ୍ଥାରେ ୩ କଙ୍ଗାରୁ ଜବତ

ଜଲପାଇଗୁଡି: ପଶ୍ଚିମବଙ୍ଗର ଜଲପାଇଗୁଡି ଜଙ୍ଗଲରୁ ଜବତ ହୋଇଛନ୍ତି ୩ ଆହତ କଙ୍ଗାରୁ । ଏହି କଙ୍ଗାରୁ ଏଠାକୁ କିପରି ଆସିଲେ ଓ ଆହତ ହେଲେ ତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଫରବାରୀ-ନେପାଳୀ ଅଂଚଳରୁ ଗୋଟିଏ ଏବଂ ଗାଜୋଲଡବାରୁ ୨ଟି କଙ୍ଗାରୁଙ୍କୁ ଜଙ୍ଗଲ ବିଭାଗ ଅଧିକାରୀମାନେ ଉଦ୍ଧାର କରିଥିଲେ ।…

ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସ ସିଲ କଲା କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା । କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିିଛି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସମ୍ପୁର୍ଣ୍ଣା ୱେବ ପୋର୍ଟାଲ ଅଫିସକୁ ସିଲ୍ କରିଛି । କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲ ଅଫିସରେ ପହଁଞ୍ଚି ଖୋଳତାଡ ଆରମ୍ଭ କରିଥିଲା । ଶର୍ମିଷ୍ଠା ଓ…

୪୧ ବର୍ଷରେ ପାଦ ଦେଲେ କମେଡି କିଙ୍ଗ୍ କପିଲ ଶର୍ମା

ମୁମ୍ବାଇ: ଭାରତର ଅନନ୍ୟ ହାସ୍ୟ ଅଭିନେତା କପିଲ ଶର୍ମା । ଏହି କମେଡିଆନଙ୍କ ଗୁଣଗାନ କେବଳ ଭାରତରେ ସୀମିତ ନାହିଁ । ପଡୋଶୀ ଦେଶମାନଙ୍କରେ ବି କପିଲଙ୍କର ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ଭୁବନେଶ୍ୱର ଆସିଥିବା ଏହି ହାସ୍ୟ ଅଭିନେତା ଆଜି ନିଜର ୪୧ତମ ଜନ୍ମଦିନ ପାଳନ କରିଛନ୍ତି । ଅପ୍ରେଲ୍…

ଆବଶ୍ୟକ ସ୍ଥଳେ ଶ୍ରୀଲଙ୍କାକୁ ଆକାଶପଥରେ ସାହାଯ୍ୟ ଯୋଗାଇବ ଭାରତ

କଲମ୍ବୋ: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି । ରନ୍ଧନ ଗ୍ୟାସ୍‌, ତୈଳ ଇନ୍ଧନ ଆଉ ଏବେ ଖାଦ୍ୟ ସଙ୍କଟ । ଉଦାର ପଡ଼ୋଶୀ ହିସାବରେ ଭାରତ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଚାଲିଛି । ଏଭଳି ଘଡ଼ିସନ୍ଧି ବେଳାରେ ଭାରତ ଆଶ୍ୱସ୍ତ କଲା ଭଳି ଖବର ଦେଇଛି । ପରିସ୍ଥିତି ଅଣାୟତ ହେବାରୁ ଭାରତ…

ଆସୁଛି “ଆନିମଲ୍‌”, ଏକାଠି ଦେଖାଦେବେ ରଶ୍ମିକା ଓ ରଣବୀର କାପୁର

ମୁମ୍ବାଇ: ବଲିଉଡରେ ପୁଣି ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅର୍ଜୁନ୍ ରେଡ୍ଡୀ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଏଥର ତାଙ୍କ ଫିଲ୍ମରେ ରଣବୀର କାପୁର, ଅନୀଲ କାପୁର ଓ ବବି ଦିଓଲ ମଧ୍ୟ ନଜର ଆସିବେ । ଫିଲ୍ମର ଟାଇଟଲ ଆନିମଲ୍ ରହିଥିବାବେଳେ ଷ୍ଟାରକାଷ୍ଟ ଲିଷ୍ଟରେ ଜଣେ ଚର୍ଚ୍ଚିତା…

ଓଡିଶା ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର

ଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଓଡିଶା ପାଇଁ ବଡ ଘୋଷଣା । ଦୁଇଟି ଜାତୀୟ ରାଜପଥ ସମ୍ପ୍ରସାରଣ ଏବଂ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର ଷଡକ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ  ଶନିବାର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ନିତୀନ…

[ଦେଖନ୍ତୁ ଭିଡିଓ] ମାତିଛନ୍ତି ଦଲାଲ : କ୍ଷତିରେ ମହୁଲ ଫୁଲ ଗୋଟାଳି

ନୂଆପଡ଼ା : ବସନ୍ତ ରୁତୁରେ ନୂଆପଡ଼ାର ଜଙ୍ଗଲ ଗୁଡ଼ିକରେ ମହୁଲ ଫୁଲ ଫୁଟିଥାଏ । ଘଂଚ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ଏହାକୁ ଶୁଖାଇ କିଛି ରୋଜଗାର କରିଥାଆନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକେ । କିନ୍ତୁ ମହୁଲ ଫୁଲ ବିକ୍ରି କରିବା ପାଇଁ ବ୍ୟବସ୍ଥା ନଥିବାରୁ କମ୍ ଦାମରେ ବେପାରୀଙ୍କୁ ବିକ୍ରି…

କଳ୍ପନା ଦାସ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲା : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । କଳ୍ପନା ଦାସ ଓ ଝିଅ ବବଲି ହତ୍ୟା କାଣ୍ଡ ମାମଲାରେ କାରାଦଣ୍ଡ । ଛତିଶଗଡର ରାୟଗଡ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଥିଲେ ଅନୁପ ସାଏ ।୨୦୧୬ରେ କଳ୍ପନା ଓ ଝିଅ ବବଲିଙ୍କୁ ହତ୍ୟା…

[ଭିଡିଓ] ଖାଦ୍ୟ ପ୍ଲେଟରେ ଜିଅନ୍ତା ମାଛ ସର୍ଭ ,ଖାଇଲା ବେଳେ ଆଁ କରିଲା ମାଛ , ଗ୍ରାହକ ଛାନିଆ

ଭୁବନେଶ୍ୱର : ରେଷ୍ଟୁରାଣ୍ଟରେ ଜିଅନ୍ତା ମାଛର ଡିମାଣ୍ଡ । ଆମେ ସାଧାରଣତଃ ରେଷ୍ଟୁରାଣ୍ଟକୁ ଗଲେ ଆମେ ଭେରାଇଟି ଫୁଡ ଖାଇବାକୁ ପସନ୍ଦ କରୁ । ଭଲ ଭଲ ଖାଦ୍ୟ ଅର୍ଡର କରିଥାଉ ।  ହେଲେ ରେଷ୍ଟୁରାଣ୍ଟ ପକ୍ଷରୁ ଯେତେବେଳେ ଖାଦ୍ୟକୁ ଗାର୍ନିସିଂ କରିକି ଦିଆଯାଏ । ତାହା ଖାଦ୍ୟର ଟେଷ୍ଟ ଆହୁରି ବଢାଇ…

ଦଶପଲ୍ଲାରେ ବସ୍-ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା , ଟ୍ରକ ଡାଇଭର ମୃତ ,୧୫ ଆହତ

ନୟାଗଡ : ଦଶପଲ୍ଲା ଘାଟିଲେ ବସ ଓ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ।୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।ନୟାଗଡ ଦଶପଲ୍ଲା ଟାକରା ଘାଟିରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଓଏସଆରଟିସି ବସଟି କଣ୍ଟମାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଏପରି…