ଚୀନରେ କରୋନାର ନୂଆ ଲହର ଆତଙ୍କ , ଲକ୍ଷ ଲକ୍ଷ ଲୋକ ଲକଡାଉନରେ
ଦିଲ୍ଲୀ : କରୋନାର ନୂଆ ଲହର ଚାଇନାରେ ଦ୍ରୁତ ଗତୀରେ ମାଡିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦୁନିଆରେ ୧୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସେହିଭଳି୩୫୭୯ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଚୀନରେ ରବିବାର ପ୍ରାୟ ୩୧୦୦ ମାମଲା ସାମ୍ନାକୁ ଆସିଛି ।
ଏହା ଗତ ଦୁଇ ବର୍ଷରେ …