Latest Odisha News

BREAKING NEWS

Yearly Archives

2022

ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ, ୧୨ ବାଲିଷ୍ଟିକ୍ ମିସାଇଲ୍ ମାଡ଼

ୱାଶିଂଟନ: ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୂତାବାସ ଉପରେ ୧୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଛି । ଇରବିଲ୍ ସ୍ଥିତ ଦୂତାବାସ ଉପରେ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ରହିଛି । ଏହି ମିସାଇଲ୍ ମାଡ଼ ଇରାନରୁ କରାଯାଇଛି । ତେବେ ମିସାଇଲ୍ ମାଡ଼ରେ କୌଣସି କ୍ଷତି…

ସରକାର ବଦଳାଇଲେ ନିୟମ, ଏଥର ଅନଲାଇନରେ ହୋଇପାରିବ ଜନଗଣନା

ନୂଆଦିଲ୍ଲୀ: କୋଭିଡ ମହାମାରୀ ପାଇଁ ପ୍ରତି 10 ବର୍ଷ ହେଉଥିବା ଜନଗଣନା କାର୍ଯ୍ୟକ୍ରମ ହୋଇପାରିନଥିଲା। ଯଦିଓ କୋଭିଡ ଏବେ ବି ଯାଇନାହିଁ କିନ୍ତୁ ପୂର୍ବ ଅପେକ୍ଷା ଅନେକ ସୁଧାର ଆସିଥିବାରୁ ସରକାର ଖୁବଶୀଘ୍ର ଜନଗଣନା କରାଇପାରନ୍ତି। ତେବେ ଏଥର ଜନଗଣନା ପାଇଁ ସରକାର ନିୟମରେ ପରିବର୍ତନ…

କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ, ଘଟଣା ସ୍ଥଳରେ ଉତ୍ତେଜନା

ଅନୁଗୁଳ : କାର ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ବଜ୍ରକୋଟ ଗାଁରେ କାର ଧକ୍କାରେ ଜଣେ ସାମ୍ବାଦିକଙ୍କ ଅକାଳରେ ଜୀବନ ଚାଲିଯାଇଛି । ଘଟଣା ସ୍ଥଳରେ ଅନ୍ୟଜଣେ ଗୁରୁତର ହୋଇପଡିଛନ୍ତି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ।…

ପୁରୀରେ ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ:  ଶ୍ରୀମନ୍ଦିରରେ ସପ୍ତାହ ଧରି ଦୋଳ ଉତ୍ସବ ଆରମ୍ଭ ହେବ। ଏନେଇ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ  । ଆଜି ଫଗୁ ଦଶମୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ…

ଋଷର ସାଙ୍ଘାତିକ ଅଭିଯୋଗ, ଯୁଦ୍ଧରେ ୟୁକ୍ରେନକୁ ବାୟୋ ୱିପନ ଯୋଗାଉଛି ଆମେରିକା

ଦିଲ୍ଳୀ: ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ  ପରସ୍ପର  ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଉଭୟ ରାଷ୍ଟ୍ର ପରସ୍ପରର ସୈନ୍ୟଙ୍କୁ ମାରିଥିବା ନେଇ ଦାବି କରୁଥିବା ବେଳେ ଏହାରି ମଧ୍ୟରେ ଏକ ବିସ୍ଫୋରକ ବୟାନ ଜାରି କରିଛି ଋଷିଆ । ଯୁଦ୍ଧ ସଙ୍କଟ ମଧ୍ୟରେ…

ଥମୁନି ଋଷ –ୟୁକ୍ରେନ ଯୁଦ୍ଧ: ଋଷ ସେନାର ଆଖିବୁଜା ଗୁଳିଚାଳନା , ୭ମୃତ

ଦିଲ୍ଲୀ: ଋଷ –ୟୁକ୍ରେନ ଯୁଦ୍ଧ ଥମିବା ବଦଳରେ ବଢିବାରେ ଲାଗିଛି । ଋଷ ସେନା ଲଗାତାର ଆକ୍ରମଣ କରିବାରେ ଲାଗିଛି । ୟୁକ୍ରେନର ଏକାଧିକ ସହର ଜଳୁଛି । ଗୁଳିମାଡ , ବିସ୍ଫୋରଣ ଭିତରେ ୟୁକ୍ରେନର ସମସ୍ତ ସରକାରୀ କାର୍ଯ୍ୟାଳୟ ମାଟିରେ ମିଶିଯାଇଛି । ଯୁଦ୍ଧକୁ ୧୮ ଦିନ ହେଲାଣି । ଯୁଦ୍ଧ ବନ୍ଦ…

ଯାତ୍ରା ଦେଖାରୁ ଶେଷଯାତ୍ରା: ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ

ସୋର(ବାଲେଶ୍ୱର): ଯାତ୍ରା ଦେଖି ଯିବା ବାଟରେ ଛକିଥିଲା ମୃତ୍ୟୁ । ଯାତ୍ରା ଦେଖାରୁ ଶେଷ ଯାତ୍ରା । ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ନିକଟ କାନପୁର ଛକ ନିକଟରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ…

ଯୁଦ୍ଧରେ ମଲେଣି ରୁଷର ୧୨ ହଜାର ସୈନ୍ୟ, ୟୁକ୍ରେନ୍ ୧୩ ଶହ ନିହତ

ଓଡ଼ିସା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ପାଇଁ ବଢୁଛି ରୁଷ୍ ସେନା । କିଭରେ ଶୁଭୁଛି ରେଡ୍ ସାଇରନ୍ । ରାଜଧାନୀଠାରୁ ଆଉ ୨୫ କିଲୋମିଟର ଦୂରରେ ରହିଛି ପୁଟିନ୍ ସେନା । ତିନି ପଟରୁ ଘେରୁଛନ୍ତି । ସୁମି, ଚେର୍ଣ୍ଣିହିଭ୍ ଓ ବେଲାରୁଷ ପଟରୁ ଘେରି ରହିଛନ୍ତି । ଟ୍ୟାଙ୍କ ଯୋଗେ ଘନ…

ଆଗକୁ ବଢିବ ତାତି, ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନରେ ରାଜ୍ୟରେ ବଢିବ ତାପମାତ୍ରା  । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ଡିଗ୍ରୀ ଉପରେ ରହୁଥିବା‌ ବେଳେ ଆସନ୍ତା ୨ଦିନ ଭିତରେ ଆଉ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ମାର୍ଚ୍ଚ ୧୫ ତାରିଖରେ…

ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ଭିତରେ ୧୮ ଦିନ ହେବ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଘମାଘୋଟ ଲଢ଼େଇ ଚାଲିଛି . ଆକାଶରୁ ମିସାଇଲ୍ ଓ ରକେଟ୍ ଖସୁଛି । ଜନବସତି ବି ଧ୍ୱଂସସ୍ତୁପ ପାଲଟିଲାଣି । ବଡ଼ ବଡ଼ ଅଟ୍ଟାଳିକା ଖଣ୍ଡ…