Latest Odisha News

BREAKING NEWS

Yearly Archives

2022

ଦୁଇ ଦିନରେ ତାତିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି । ଆଗାମୀ ଦୁଇ ଦିନରେ ଆହୁରି ବଢ଼ିବ । ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ମାର୍ଚ୍ଚରୁ କଲବଲ କରିବ ଖରା । ଏବେ ଦିନର ତାପମାତ୍ରା ୩୭ ଡିଗ୍ରୀ ରହୁଥିବା ବେଳେ ୧୫ ତାରିଖରୁ ୪୦ ଡିଗ୍ରୀ ଛୁଇଁପାରେ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ…

ଅନୁବାଦ ଗଳ୍ପ : ବିଦାୟ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୭  ମୂଳ ବଙ୍ଗଳା: ସମରେଶ ବସୁ ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗକରି ପୁଲିସ ଜିପ୍‍ଟା ଭିକ୍ଟୋରିଆ ପାର୍କକୁ ଅତିକ୍ରମ କରିଗଲା । ଆଗ ରାସ୍ତା ମୋଡ଼ରେ ଖୁବ୍‍ ବେଗରେ ଅଦୃଶ୍ୟ ହୋଇଗଲା । ସାର ସହରରେ ୧୪୪ଧାରା ସାଙ୍ଗକୁ କର୍ଫ୍ୟୁ ଲାଗୁ ହୋଇଚି…

ଗଞ୍ଜେଇ ଚୋରା ଚାଲାଣରେ ପୋଲିସ: ଏଏସଆଇ ସମେତ ୪ ଗିରଫ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣରେ ପୋଲିସ କରୁଥିଲା ସହଯୋଗ । ଗଞ୍ଜେଇ ଚାଲାଣରେ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ପୋଲିସ ଏଏସଆଇ ଗିରଫ । ମାଲକାନଗିରି ଜିଲ୍ଲା ମାଥିଲି ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଗିରଫ ହୋଇଛନ୍ତି । ତାଙ୍କ ସହ ଆଉ ୩ ଗଞ୍ଜେଇ ମାଫିଆ ବି ଗିରଫ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୬ ଛାତିରେ ଚାଉଁ କିନା ଲାଗିଲା । ଓକିଲ ଜେରା କଲାପରି ପଚାରିଦେଲେ । ତାଙ୍କ ଆଖିରେ ଏ କି ପ୍ରଶ୍ନବାଚୀ! କ'ଣ ଅନୁମାନ କଲେ ଯେ, ଏମିତି ପଚାରିଲେ ଡକ୍ଟର ? ତା’ ପରେ ସେ କ’ଣଟା ଜାଣିନି ତାଙ୍କ ବିଷୟରେ!…

ଶିଶୁ ଗଳ୍ପ : ଗୁରୁଜୀଙ୍କ ପରୀକ୍ଷା

ସୁନିତା ପ୍ରଧାନ  ଅନେକ ଦିନ ତଳର କଥା। ସେତେବେଳେ ଏବେପରି ବିଦ୍ୟାଳୟ ନଥିଲା। ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଋଷି ଆଶ୍ରମକୁ ଯାଉଥିଲେ। ସେଠାରେ ନିଜର ସମସ୍ତ ଶିକ୍ଷା ସମାପ୍ତ ହେବା ପରେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ସେମିତି ଏକ ଘନ ଜଙ୍ଗଲ ମଧ୍ୟରେ ଜଣେ ଋଷିଙ୍କ…

ଭାଷା ଭାଗବତ : କଥାମୟ ଦେଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୩  ଆତ୍ମବିଶ୍ୱାସଧାରୀ ଲୋକ ନ ଖୋଲି ସୁଦ୍ଧା ନିଜ ମୁଖ କରେ ନିଜର କାମତକ ତହିଁରୁ ପାଇଥାଏ ସୁଖ ଅଯଥା ଖୋଲିଦେଲେ ପାଟି ନାନା ବିଭ୍ରାଟ ଯାଏ ଘଟି ଅନ୍ୟ କେହି ସେ କଥା କାଟି ଚର୍ଚାକୁ କରିଦିଏ ମାଟି ଶବ୍ଦ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୦ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ମା ଯୋଗମାୟାଙ୍କ ବିଷୟରେ ଆଲୋଚନା ସମୟରେ ଆମେ ଶ୍ରୀକ୍ଷେତ୍ରରେ ମା ବିମଳାଙ୍କୁ ଭୈରବୀ ଓ ଶ୍ରୀଜଗନ୍ନାଥଙ୍କୁ ଭୈରବ ଭାବରେ ବର୍ଣନା କଲେ। ଏହା ଶାକ୍ତ…

ଶପଥ ସମାରୋହକୁ ପଞ୍ଜାବବାସୀଙ୍କୁ ନିମନ୍ତ୍ରଣ କଲେ ମାନ୍

ଚଣ୍ଡିଗଡ: ଶନିବାର ପଞ୍ଜାବର ଭାବି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ରାଜ୍ୟପାଳ ବନଓ୍ୱାରୀ ଲାଲ ପୁରୋହିତଙ୍କୁ ଭେଟିଛନ୍ତି । ଏଥିସହ ଆମ୍ ଆଦାମୀ ପାର୍ଟିର ବିଧାୟକ ଦଳର ନେତା ଭାବେ ସରକାର ଗଢିବା ପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,…

ୟୁକ୍ରେନ ସହ ପୁଟିନ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି

କିଭ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଶେଷ କରିବାକୁ ଚାହୁଁ ନାହାନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ ଜର୍ମାନୀ ଚାନସେଲର ଓଲାଫ ସ୍କୋଲ୍ଜଙ୍କୁ ପୁଟିନ ଏପରି କହିଥିବା ସୂଚନା ରହିଛି । ଉଭୟ ଦେଶର ମୁଖିଆ ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କୁ…

ସୋନମ କପୁରଙ୍କ ଶଶ୍ୱରଙ୍କର ୨୭ କୋଟି ଲୁଟିନେଲେ ସାଇବର ଠକ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁର ହରିଶ ଅହୁଜାଙ୍କୁ ଲୁଟିଦେଲେ ସାଇବର ଠକ । ପ୍ରାୟ 27 କୋଟି ଟଙ୍କା ସାଇବର ଠକ ସୋନମଙ୍କ ଶ୍ୱଶୁରକୁ ଠକି ଦେଇଛନ୍ତି। ହରିଶ ଅହୁଜାଙ୍କ ଫରିଦାବାଦ ସ୍ଥିତ କମ୍ପାନୀ ଶାହି ରପ୍ତାନି ଫ୍ୟାକ୍ଟରରୁ ଏହି 27 କୋଟିରୁ ଅଧିକ ଟଙ୍କା ଠକେଇ…