Latest Odisha News

BREAKING NEWS

Yearly Archives

2022

ମଲାଇକା ଆରୋରା ପିନ୍ଧିଲେ ଗୋଲ୍ଡ ହିଲ୍, ଡ୍ରେସ୍ ଦାମକୁ ନେଇ ଫ୍ୟାନ୍ ତାଜୁବ୍

ମୁମ୍ବାଇ : ବଲିଉଡ୍ ବିୟୁଟି ମଲାଇକା ଆରୋରା ଖାନ୍ ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ଥାନ୍ତି ।ସେ ବଲିଉଡ୍ ଫ୍ୟାଶନ୍ ଦୁନିଆର ଆଇକନ୍ ଅଟନ୍ତି । ନିକଟରେ ମଲାଇକାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି । ଏହି ଫଟୋରେ ମଲାଇକା ଗ୍ରୀନ୍ ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି ।…

ନୂଆପଡାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଡଲି ମାଝୀ

ନୂଆପଡା : ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଡଲି ମାଝୀଙ୍କ ନାଁରେ ମୋହର ଲାଗିଛି । ଲଗାତାର ଚତୁର୍ଥ ପାଇଁ ଜିଲ୍ଲା ପରିଷଦ ଆସନ ଦଖଲ କରିଛି ବିଜେଡି । ଆଜି ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ନମ୍ବର ଜୋନର ଡଲି ମାଝି ନିନ୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।…

୩୦ଟି ଜିଲ୍ଳା ପରିଷଦରେ ବିଜେଡ଼ିର ସଂଖ୍ୟା ଗରିଷ୍ଠତା ହାସଲ

ଭୁବନେଶ୍ୱର: ଆଜି ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଗଠନ ପାଇଁ ନିର୍ବାଚନ ହୋଇଛି । ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି କବଜାରେ ରହିଛି ୭୬୬ଟି ଜୋନ୍ । ବିଜେଡି ଦଳ ୩୦ଟି ଜିଲ୍ଳା ପରିଷଦରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ତେବେ ଏହାରି ମଧ୍ୟରେ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ତେବେ…

ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ପ୍ରଶାନ୍ତ ଜଗଦେବ, ବିଜେଡିରୁ ବହିଷ୍କାର କରାଯାଉ : ସମ୍ବିତ ପାତ୍ର

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁରରେ ଲୋକମାନଙ୍କୁ ଗାଡି ଚଢାଇଦେବା ଘଟଣା ।ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଧାୟକ ମଦପିଇ ଗାଡି ଚଳାଇବା ସହ ବିଜେପିର କର୍ମୀମାନଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି ଏବଂ ଗଣତନ୍ତ୍ରକୁ ହତ୍ୟା…

ଭାଷା ଉପରେ ଦକ୍ଷତା ନ ରହିଲେ ସାହିତ୍ୟ ସର୍ଜନା ସମ୍ଭବ ନୁହେଁ : ସୁଜାତା ମିଶ୍ର

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁଜାତା ମିଶ୍ର । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ କବିତାର ବିଭବ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ…

ରୁଷ, ଜର୍ମାନୀ ଆର ପାରିରେ: ଆମେରିକା, ଆଫ୍ରିକା ଜାପାନ ବଂଚିଛନ୍ତି

ପାଟନା:ବିହାର ଚମ୍ପାରଣ ଜିଲ୍ଲାରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତ୍ୟେକ ଦିନ ୫ଟି ବଡ ଦେଶଙ୍କ ସମ୍ପର୍କରେ ଆଲୋଚନା ହୋଇଥାଏ । କିଛି ବୁଝିପାରିଲେ ବୋଧେ.... ଆସନ୍ତୁ ଜାଣିବା ଏ ସମ୍ପର୍କରେ । ଏହି ଗ୍ରାମରେ ଏକ ପରିବାରର ୫ ଭାଇଙ୍କ ନାମ ତାଙ୍କ ବାପା ରୁଷ, ଜର୍ମାନୀ, ଆମେରିକା, ଆଫ୍ରିକା…

ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ, ହେଲେ ବଞ୍ଚିପାରିଲେନି ଯାତ୍ରୀ

ଭୁବନେଶ୍ୱର:  ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ ।ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଏସିଆ ବିମାନ ଆଜି ଜରୁରୀ ଅବତରଣ କରିଛି ।କୋଲକାତାର ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା । ସୂଚନା ଅନୁସାରେ ବାଙ୍ଗୋଲୋରରୁ ବିମାନଟି ସକାଳ ୬ଟା…

ଦି କଶ୍ମୀର ଫାଇଲ୍ସ: ବିବେକ, ଅନୁପମଙ୍କ ଯୋଡି ଲୁଟି ନେଲେ ପ୍ରଶଂସକଙ୍କ ମନ

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲ୍ସ ଫିଲ୍ମ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛନ୍ତି । ଅନୁପମ ଖେର ଓ ମିଥୁନ ଚକ୍ରବର୍ତିଙ୍କ ଅଭିନୟ ଆଖିରୁ ଲୁହ ବନ୍ଦ କରୁନି । କଶ୍ମୀର ପଣ୍ଡିତଙ୍କ ଊପରେ ୯୦ ଦଶକରେ ହୋଇଥିବା ଅମାନୁଷିକ ଅତ୍ୟାଚାର କାହାଣୀ ପରଦା ଉପରେ…

ଅନୁଗୁଳରେ କାର ଧକ୍କାରେ ସାମ୍ବାଦିକ ମୃତ୍ୟୁ ଘଟଣା: କାରଟି ପୂର୍ବତନ ବିଜେଡି ସରପଞ୍ଚଙ୍କ ସୂଚନା

ଅନୁଗୁଳ : ଅନୁଗୁଳ କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ବଜ୍ରକୋଟ ଗାଁରେ କାର ଧକ୍କାରେ ସାମ୍ବାଦିକ ମୃତ୍ୟୁ ଘଟଣା । ଏହି ଘଟଣାରେ ଉତ୍ୟକ୍ତ ଲୋକମାନେ ପୋଡିଦେଇଥିବା କାରଟି ଜଣେ ପୂର୍ବତନ ବିଜେଡି ସରପଞ୍ଚଙ୍କ ବୋଲି ଜଣାପଡିଛି । ଗତକାଲି ବାଣପୁରରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ…

ଜମୁଛି ପ୍ରଚାର , ୟୁନିଟ-୪ ମାର୍କେଟ ବୁଲି ଭୋଟଭିକ୍ଷା କଲେ କଂଗ୍ରେସ ମେୟର ପ୍ରାର୍ଥୀନୀ ମଧୁସ୍ମିତା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଭୁବନେଶ୍ୱର ମହାନଗର ନିଗମ ପାଇଁ କଂଗ୍ରେସ ମେୟର ପ୍ରାର୍ଥୀ କରିଥିବା ମଧୁସ୍ମିତା ଆଚାର୍ଯ୍ୟ ଜୋରଦାର ପ୍ରଚାର ଜାରି ରଖିଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଅଭିନବ ପ୍ରୟାସ । ଆଜି ସକାଳୁ ସକାଳୁ ୟୁନିଟ୍ ୪ ମାଛ ମାର୍କେଟ…