Latest Odisha News

BREAKING NEWS

Yearly Archives

2022

ପଞ୍ଜାବରେ ଆପ୍ ପ୍ରାର୍ଥୀ, କମେଡି କିଙ୍ଗରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ପଂଜାବ : ପଂଜାବରେ ରେକର୍ଡ କରିଛି ଆମ ଆଦମି ପାର୍ଟି । ପୂର୍ବର ରାଜନେତାଙ୍କୁ ବହୁ ପଛରେ ପକାଇ ବିଜୟ ଧ୍ୱଜା ଉଡାଇଛନ୍ତି ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍ । ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ବିଜୟୀ ହୋଇଛନ୍ତି। ଧୁରି ଆସନରୁ ଭଗଓ୍ୱନ୍ତ ମାନ୍ ଜିତିଛନ୍ତି। ବିପୁଳ…

୧୮ ହଜାର ଭୋଟରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବିଜୟ ଲାଭ

ମଣିପୁର : ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଆଶିଂକ ଫଳା ଫଳ ଆସିଛି । ଏଥିରେ ୪ ଟି ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଉଛି । ଏହି କ୍ରମରେ ମଣିପୁରରେ ବି ବିଜେପି ଭଲ ପ୍ରଦର୍ଶନ କରିଛି । । ମଣିପୁର ବିଜେପିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିରେନ…

ୟୁପିରେ ପୁଣି ଯୋଗୀ ରାଜ୍ : ୩୭ ବର୍ଷ ପରେ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ  ୩୭ ବର୍ଷ ପରେ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ…

ଆସନ୍ତା ୨୬ରେ ଓକିଲ ସଂଘ ନିର୍ବାଚନ : କ୍ୟାମ୍ପେନ୍ ଜୋରଦାର ,ସଭାପତି ପଦ ପାଇଁ ଲଢିବେ ୫ ଜଣ ପ୍ରାର୍ଥୀ

ଭୁବନେଶ୍ୱର : ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା । ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଚୁଡାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପାଇଛି । ଚଳିତ ଥର ବାର୍ ନିର୍ବାଚନରେ ୫ ଜଣ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ସାଧାରଣ…

ପଞ୍ଜାବ ପରୀକ୍ଷାରେ କ୍ୟାପଟେନ ଫେଲ: ପଟିଆଲା ଆସନରୁ ପରାଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଞ୍ଜାବ: ପଞ୍ଜାବ ପରୀକ୍ଷାରେ ଫେଲ ମାରିଲେ କ୍ୟାପଟେନ୍ । ପରାଜିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ପଟିଆଲା ସହରାଞ୍ଚଳ ଆସନରୁ ପରାଜିତ ହେଲେ ଅମରିନ୍ଦର । କଂଗ୍ରେସ ହାତ ଛାଡିବା ପରେ ନିଜେ ଦଳ ଗଢି ନିର୍ବାଚନ ମୈଦାନକୁ ଓହ୍ଳାଇଥିଲେ ଅମରିନ୍ଦର । କିନ୍ତୁ ପଞ୍ଜାବ…

[ଦେଖନ୍ତୁ ଭିଡିଓ] ୫ଟି ରାଜ୍ୟରେ ଭୋଟ୍‌ ଗଣନା : ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି

ଦିଲ୍ଲୀ: ଆଜି ୫ଟି ରାଜ୍ୟରେ ଭୋଟ୍‌ ଗଣନା ଚାଲିଥିବା ବେଳେ ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି ଜଣାପଡ଼ିଛି । ପଞ୍ଜାବରେ ‘ଆପ୍‌’ ସଂଖ୍ୟାଗରିଷ୍ଠତା ହାସଲ ଦିଗରେ ଅଗ୍ରସର ହେଉଥିବା ଟ୍ରେଣ୍ଡ୍‌ରୁ ଆଭାସ ମିଳୁଛି । ସେହିପରି ଉତ୍ତର ପ୍ରଦେଶରେ ବିଜେପି ଆଗୁଆ ରହିଛି ।…

ପିପିଲି ଟୋଲ୍ ଗେଟ ନିକଟରେ ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ପିପିଲି : ପିପିଲି ଟୋଲଗେଟ୍ ନିକଟରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ କଟାମୁଣ୍ଡ ସହ ମୃତଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି  ।ଏନେଇ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି କିଛି ସମୟ ପାଇଁ ଅଟକି ଯାଇଥିଲା । ପିପିଲି…

ମେଲବୋର୍ଣ୍ଣରେ ହେବ ୱାର୍ଣ୍ଣେଙ୍କ ଅନ୍ତିମ ସଂସ୍କାର, ଉପସ୍ଥିତ ହେବ ୧ ଲକ୍ଷ ଲୋକ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେଙ୍କ ପାର୍ଥୀବ ଶରୀରକୁ ଅଷ୍ଟ୍ରେଲିଆ ଅଣାଯାଉଛି । ଥାଇଲାଣ୍ଡର କୋହ ଦ୍ୱୀପରୁ ପ୍ରଥମେ ସୁରତ ଥାନୀ ଏବଂ ପରେ ବ୍ୟାଙ୍କକ ଅଣାଯାଇଥିଲା । ମେଲବୋର୍ଣ୍ଣରେ ହେବାକୁ ଥିବା ୱାର୍ଣ୍ଣେଙ୍କ ଅନ୍ତିମ ସଂସ୍କାରରେ ୧ ଲକ୍ଷରୁ ଅଧିକ ବ୍ୟକ୍ତି…

ମୋଦୀ, ଯୋଗୀଙ୍କ ଆଗରେ ହାର ମାନିଲା ଅନ୍ଧବିଶ୍ୱାସ !

ଲକ୍ଷ୍ନୌ: ୟୁପି ରାଜନୀତିର ଗୋଟିଏ ଅନ୍ଧବିଶ୍ୱାସ ଏବେ ମିଛ ବୋଲି ପ୍ରମାଣିତ ହେବାକୁ ଯାଉଛି । ଯେଉଁ ମୁଖ୍ୟମନ୍ତ୍ରୀ ନୋଏଡାକୁ ବୁଲିବାକୁ ଆସନ୍ତି ସିଏ ନିର୍ବାଚନ ହାରିବେ । ହେଲେ ଏବେ ଏହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । କାରଣ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ନୋଏଡା ଯାଇଥିଲେ…

[ଭିଡିଓ] ବିଜେପିର ବିଜୟ ନେଇ ଚାଲିଛି ”ମିର୍ଚି ଯଜ୍ଞ”

ଅମୃତସର : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରୁଛି ଭାରତୀୟ ଜନତା ପାର୍ଟି । ଟ୍ରେଣ୍ଡ ଅନୁସାରେ ବିଜେପି ଆଗୁଆ ମଧ୍ୟ ରହିଛି ।ଏନେଇ ଦଳର ନେତା ଓ କର୍ମୀମାନେ ଉତ୍ସାହିତ ଥିବା ସହ ''ମିର୍ଚି ଯଜ୍ଞ'' ଆୟୋଜନ କରିଛନ୍ତି । ୧୧ ଜଣ ପୁରୋହିତ ବସି ଏହି ଯଜ୍ଞ କରଛନ୍ତି ।…