Latest Odisha News

BREAKING NEWS

Yearly Archives

2022

ବାହା ହେବା ପାଇଁ କାର୍ତିକଙ୍କୁ ୨୦ କୋଟି ଟଙ୍କାର ଅଫର !

ମୁମ୍ବାଇ: ବଲିଉଡର ଉଦୀୟମାନ ଏବଂ ଲୋକପ୍ରିୟ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ତାଙ୍କର ଏକ ମହିଳା ପ୍ରଶଂସିକା ବାହା ହେବା ପାଇଁ ୨୦ କୋଟି ଟଙ୍କାର ଅଫର ଦେଇଛନ୍ତି । ଏହାର ଉତରରେ କାର୍ତିକ ଲେଖିଛନ୍ତି କେବେ ? ଏହା ପରେ ପ୍ରଶଂସିକା ଜଣଙ୍କ ହସର ଇମୋଜି ଶେୟାର କରିଛନ୍ତି । କାର୍ତିକ ଏକ…

ଉତ୍ତରାଖଣ୍ଡରେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ଉତ୍ତରାଖଣ୍ଡରେ ବିଜେପି ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସତ୍ତ୍ବେ ଏକ ଝଟକାର ସମ୍ମୁଖୀନ ହୋଇଛି । ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ମୋବାଇଲ ମେକାନିକ ଲାଭ ସିଂ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍‌’) ସପକ୍ଷରେ ଯାଉଥିବା ‌ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନି ନିର୍ବାଚନ ଲଢ଼ୁଥିବା ଉଭୟ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ଚମକୌର ଏବଂ ଭଦୌରରୁ ଚନ୍ନି ହାରିଥିବା ବେଳେ…

ବାହାଘରରେ ପିନ୍ଧିଥିବା ଶାଢ଼ୀ ବି ଫେରାଇବେ ସାମନ୍ଥା !

ମୁମ୍ବାଇ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଗତ ବର୍ଷ ଅକ୍ଟୋବରରେ ଘଟିଥିଲା । ସାମନ୍ଥା ବିବାହ ଏବଂ ନାଗା ଚୈତନ୍ୟଙ୍କ ପରିବାର ସହ ଜଡିତ ସମସ୍ତ ସାମଗ୍ରୀ ଫେରାଇବାରେ ଲାଗିଛନ୍ତି । ଏପରିକି ପ୍ରକାଶିତ ରିପୋର୍ଟ ଅନୁସାରେ ବିବାହ ଦିନ ସେ…

ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍

ଡେରାଡୁନ: ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ୧୪ହଜାର ଭୋଟ ବ୍ୟବଧାନରେ ହେଲେ ପରାସ୍ତ । ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭାରତୀୟ ଜନତା ପାର୍ଟି ୪୫ଟି ଆସନରେ ଆଗୁଆ ରହିଛି । ଏହାସହ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ…

କେରଳର କିସ୍‌ବୁ, ବେଲୁନ୍ ବିକାଳିରୁ ସୁପର୍ ମଡେଲ୍‌

ଭୁବନେଶ୍ୱର: ଏ କଥା କାହାକୁ ଅଛପା ନାହିଁ ଯେ, ସୋସିଆଲ୍ ମିଡିଆ ରାତାରାତି କୌଣସି ବ୍ୟକ୍ତି ବିଶେଷଙ୍କର ସ୍ଥିତି ବଦଳାଇବାରେ ବେଶ ସକ୍ଷମ । ଏହି ଧାରାରେ ଅନେକ ହୃଦୟସ୍ପର୍ଶୀ ଘଟଣା ଅତୀତରେ ସାମ୍ନାକୁ ଆସିଛି । କେରଳର ଜଣେ ବେଲୁନ୍ ବିକାଳି କିସ୍‌ବୁ । ରାତାରାତି ଏହି ଯୁବତୀ ଜଣକ ଏବେ ଜଣେ…

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜୟୀ

ଗୋଆ: ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି । ସେ ତାଙ୍କ ସାଙ୍କେଲିମ୍ ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠରୁ ମାତ୍ର ୧ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ଏଯାଏ ବିଜେପି ୧୫ଟି ଆସନରେ ଜୟଯୁକ୍ତ ହୋଇସାରିଥିବା ବେଳେ…

ମହିଳା ବିଶ୍ୱକପ କ୍ରିକେଟ: ବେକାର ଗଲା ହରମନପ୍ରୀତଙ୍କ ବ୍ୟାଟିଂ, ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ କ୍ରିକେଟରେ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଭାରତ ୬୨ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି । ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା ଓଭରାଲ ୧୦ମ ପରାଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୯…

[ଭିଡିଓ] ଋଷିଆ ବୋମାକୁ ଖାଲି ହାତରେ ପାଣି ପକାଇ ନିଷ୍କ୍ରିୟ କରୁଛନ୍ତି ୟୁକ୍ରେନ୍ ବିଶେଷଜ୍ଞ

ଭୁବନେଶ୍ୱର: ଗତ ଦୁଇ ସପ୍ତାହ ଧରି ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ସେଥିମଧ୍ୟରେ ଖାସ୍ କରି ୟୁକ୍ରେନ୍ ବାସିନ୍ଦା ତଥା ସୈନ୍ୟମାନଙ୍କର ସାହସ, ବୀରତ୍ୱ ଓ ବଳିଦାନ ସମଗ୍ର ବିଶ୍ୱକୁ ଗଭୀର ଭାବେ ପ୍ରଭାବିତ କରିପାରିଛି । ଋଷିୟ ସେନାର ଟ୍ୟାଙ୍କ…

”ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର” , ଆମ୍ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଲେ ନବଜୋତ୍ ସିଦ୍ଧୁ

ଦିଲ୍ଲୀ : ପଞ୍ଜାବ ନିର୍ବାଚନରେ ରେକର୍ଡ କରିଛି ଆମ୍ ଆଦମୀ ପାର୍ଟି । ଏନେଇ ଆମ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ । ନବଜୋତ ଟ୍ୱିଟ କରି ଲେଖିଛନ୍ତି ''ଜନସାଧାରଣଙ୍କ ସ୍ୱର ହେଉଛି ଇଶ୍ୱରଙ୍କ ସ୍ୱର'' । ପଞ୍ଜାବବାସୀଙ୍କ ଜନମତକୁ ମୁଁ ସ୍ୱିକାର କରିଛି…