Latest Odisha News

BREAKING NEWS

Yearly Archives

2022

ଅନୁବାଦ କବିତା : ମଧ୍ୟରାତ୍ରିର ପୋଷ୍ଟମ୍ୟାନ

ମୂଳ ବାଂଲା : ଶାମସୁର ରାହମାନ ଏଇ ଅଧରାତିରେ ଏତେ ଜୋରରେ କିଏ କବାଟ କଡ଼ା ହଲେଇଲା ? ଶବ୍ଦଟା ଶୁଣିବା ପରେ ମୋ ଛାତି ଭିତରେ ଯେମିତି ଏକ ପେଚା ଡାକି ଉଠିଲା । ମୁଁ ଅବଶ୍ୟ ଶୋଇ ପଡ଼ିନଥିଲି, କିଛି ଦିନ ହେଲା ଉଚ୍ଚାକାଂକ୍ଷୀ ରକ୍ତଚାପଟା ମୋତେ ଖୁବ୍ କଷ୍ଟ ଦେଉଛି । ଧଡ଼ ଧଡ଼…

ଦେଖନ୍ତୁ ଭିଡିଓ] କିମ୍ବଦନ୍ତୀ ଗାୟକ ଗୋଲଡେନ୍ ମ୍ୟାନ୍ ବାପି ଦା’ : ଓଲିଉଡ଼ରେ ବି ସଙ୍ଗୀତର ଛାପ

ମୁମ୍ବାଇ: କିମ୍ବଦନ୍ତୀ ଗାୟକ ଗୋଲଡେନ୍ ମ୍ୟାନ୍ ବାପି ଦା’  ସଙ୍ଗୀତ ଜଗତରେ ତାଙ୍କର ଦବଦବା ଜାହିର କରିଥିବା ବେଳେ ପ୍ରତିଟି ଗୀତରେ ମତୁଆଲା ଦର୍ଶକ। ସେ କେବଳ ବଲିଉଡ଼ ପାଇଁ ନୁହେଁ ହିନ୍ଦୀ , ପଞ୍ଜାବୀ ବ୍ୟତୀତ ବଙ୍ଗାଳୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଗୁଜରାଟୀ, ମରାଠୀ,…

କଟକଣା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ପ୍ରତ୍ୟେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ କମିବାରେ ଲାଗିଛି । ତଥାପି କିଛି ରାଜ୍ୟରେ କଟକଣା ବଳବତ୍ତର ରହିଛି । ଏହି କଟକଣାକୁ ଉଠାଇବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି । ଗତ ସପ୍ତାହ ପାଖରୁ କରୋନା ସଂକ୍ରମଣ କମ୍…

[ଭିଡିଓ] ଆକାଶରୁ ମରି ଖସିଲେ ଶତାଧିକ ପକ୍ଷୀ, ମେକ୍ସିକୋରେ ଆତଙ୍କ

ଭୁବନେଶ୍ୱର: କ୍ୟାମେରରେ କଏଦ ହେଲା ତାଜୁବକର ଘଟଣା । ଆକାଶରୁ ମରି ଖସିଲେ ଶତାଧିକ ପକ୍ଷୀ । ମେକ୍ସିକୋର କ୍ୱାଓଟେମକ୍ ସହରରେ ଘଟିଥବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ହୋଇଥିବା ଭିଡିଓରେ ଅନେକ ପକ୍ଷୀ ଆକାଶରୁ ତଳକୁ ଖସିପଡିବାରେ…

ଆସନ୍ତୁ ଜାଣିବା ପୃଥିବୀର କେଉଁ ନଦୀ ଜଳ ସବୁଠାରୁ ଅଧିକ ପ୍ରଦୂଷିତ

ନୂଆଦିଲ୍ଲୀ: ଆମେରିକା ଏକ ଗବେଷଣା ସଂସ୍ଥା ପୃଥିବୀର ବିଭିନ୍ନ ନଦୀ ଜଳର ପ୍ରଦୂଷଣସ୍ତର ଉପରେ ଅନୁଧ୍ୟାନ କରିଛି । ଏଥିରେ ପାକିସ୍ତାନର ରାବୀ ନଦୀ ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ଜଣାପଡିଛି । ଏହା ନିକଟରେ ରହୁଥିବା ଜନବସତି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେମାନେ ଚେତାଇ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କୋଟିପତି ଡାକ୍ତର

ଭୁବନେଶ୍ୱର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋଟିପତି ଡାକ୍ତର । ଡାକ୍ତରଙ୍କ ନାଁ ହେଉଛି ସୁକାନ୍ତ ଜେନା । ଡାକ୍ତର ଜଣକ କଣାସ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟକରୁଥିଲେ । ସେ ଅପରେସନ ପାଇଁ ରୋଗୀଙ୍କ ଠାରୁ ୮…

ହ୍ୱାଟ୍ସଆପ୍‌ରେ ରେଡ୍ ହାର୍ଟ୍ ଇମୋଜି ପଠାଉଛନ୍ତି କି? ହୋଇପାରେ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ହ୍ୱାଟ୍ସଆପ୍ ଭଳି ବାର୍ତ୍ତାବାହକ ଆପ୍ଲିକେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ ଏହାର ଭୁଲ ବ୍ୟବହାର ଆପଣଙ୍କୁ ସମସ୍ୟାରେ ପକାଇପାରେ । ହ୍ୱାଟ୍ସଆପ୍‌ରେ ଯଦି ଆପଣ କାହାକୁ ରେଡ୍ ହାର୍ଟ ଇମୋଜି ପଠାଉଛନ୍ତି, ତେବେ ବେଳ ଥାଉଥାଉ ସାବଧାନ…

ରୁଷ ସେନାର ମୁକାବିଲା ପାଇଁ ହାତରେ ଏକେ୪୭ ଧରିଲେ ୭୯ ବର୍ଷର ବୃଦ୍ଧା

ମସ୍କୋ: ରୁଷ ଏବଂ ୟୁକ୍ରେନ ବିବାଦ ଚରମସୀମାରେ ପଂହଚିଯାଇଛି । ୟୁକ୍ରେନକୁ ଆମେରିକା ସମେତ ନାଟୋ ଦେଶଗୁଡିକ ସମର୍ଥନ କରୁଛନ୍ତି । ଶକ୍ତିଶାଳୀ ରୁଷ ବିରୋଧରେ ଲମ୍ବା ଲଢ଼େଇ ପାଇଁ ୟୁକ୍ରେନ ନାଗରିକମାନେ ମଧ୍ୟ ସେନାକୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ୭୯ ବର୍ଷୀୟ ବୃଦ୍ଧା ଭାଲେନଟିନା…

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା : ପିସିସି ସଭାପତି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ତଥ୍ୟ…

ଏଲଆଇସି ପାଖରେ ପଡି ରହିଥିବା ୨୧,୫୩୯ କୋଟି ଟଙ୍କାର କେହି ନାହାନ୍ତି ଦାବୀଦାର

ନୂଆଦିଲ୍ଲୀ:ଏଲଆଇସି ପାଖରେ ପଡି ରହିଥିବା ୨୧,୫୩୯ କୋଟି ଟଙ୍କାର କେହି ଦାବୀଦାର ନ ଥିବା ଜଣାପଡିଛି । ଏଲଆଇସି ସେବି ନିକଟରେ ଜମା କରିଥିବା ଆଇପିଓ କାଗଜପତ୍ରରୁ ଏହି ତଥ୍ୟ ଜଣାପଡିଛି । ମାର୍ଚ୍ଚ ୨୦୧୯ରେ ୧୩,୮୪୩.୭୦, ୨୦୨୦ରେ ୧୬,୦୫୨.୬୫ ଓ ମାର୍ଚ୍ଚ ୨୦୨୧ରେ ୧୮,୪୯୫ କୋଟି ଟଙ୍କା ପଡି ରହଛି…