ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ବାନ୍ଧିଲା ପୋଲିସ
ପୁରୀ: କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବାଦଲ ଗ୍ରାମ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣ ଗିରଫ । ସେମାନଙ୍କ ନାଁରେ ଆଇପିସିର ଧାରା ୩୪୧, ୩୨୩, ୩୨୫, ୨୯୪, ୫୦୬, ୩୦୭, ୩୯୫, ୩୪ରେ ସଙ୍ଗୀନ ଦଫା ଲାଗିଛି । ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସଡିପିଓ କିଶୋର…