ଗାଡିରେ ଲାଗିଛି ନାଲିବତୀ, ବୁଲୁଛନ୍ତି ଗୁଣୁପୁର ଉପଜିଲ୍ଲାପାଳ
ରାୟଗଡା: ଦେଶରେ ଗାଡିରେ ନାଲିବତୀ ବ୍ୟବହାର ନେଇ ଭିନ୍ନଭିନ୍ନ ଆଦେଶ ଜାରି ହୋଇଛି । ତଥାପି ନାଲିବତୀ ପ୍ରତି କିଛି ସରକାରୀ ଅଫିସରଙ୍କ ମୋହ ତୁଟିନାହିଁ । ରାୟଗଡା ଜିଲ୍ଲାରେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ୍ ଖୁଲମଖୁଲା ଗାଡିରେ ନାଲିବତୀ ବ୍ୟବହାର କରୁଥିବା ଜଣାପଡିଛି ।
ମାନ୍ୟବର…