Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଚାହୁଁଚାହୁଁ ବୁଡିଗଲା ଡଙ୍ଗା, ୧୦ ମଧ୍ୟରୁ ୨ ନିଖୋଦ

ଭୁବନେଶ୍ୱର: ମୋବାଇଲ କ୍ୟାମେରାରେ କଏଦ ହୋଇଛି ଛାତି ଥରାଇ ଦେଲାଭଳି ଘଟଣା । ଆଖି ସାମ୍ନାରେ ଚାହୁଁଚାହୁଁ ବୁଡିଗଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ୧୦ ଜଣ ସବାର ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନିଖୋଜ ଥିବା ଜଣାପଡିଛି । ଗତ ଶୁକ୍ରବାର ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏପରି ଅଭାବନୀୟ…

ନିଶା ନିବାରଣ କେନ୍ଦ୍ର ନାଁରେ ନିର୍ଯାତନା, ୪୯ ଅନ୍ତେବାସୀ ଫେରାର

ବାରିପଦା : ନିଶା ନିବାରଣ କେନ୍ଦ୍ର ନାଁରେ ଅନ୍ତେବାସୀଙ୍କୁ ଅକଥନୀୟ ଅତ୍ୟାଚାର । ଯାହାର ସୁଯୋଗ ନେଇ ନିଶା ନିବାରଣ କେନ୍ଦ୍ରରୁ ଫେରାର ହୋଇଯାଇଛନ୍ତି ୪୯ ଜଣ ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ବାରିପଦା କାଳିକାପୁର ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ…

ଉପାନ୍ତ ଅଞ୍ଚଳରେ ଅଫଲାଇନରେ ହେବ ପାଠପଢ଼ା

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ କେମିତି ହେବ ପାଠପଢ଼ା ସେନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନଲାଇନରେ ପାଠ ପଢ଼ାକୁ ନେଇ ଚିନ୍ତାରେ ପଡିଛି ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ । ତେବେ ପରୀକ୍ଷା ପୂର୍ବରୁ ପିଲା କେମିତି ପଢିବେ ସେ ଦାୟିତ୍ବ ଶିକ୍ଷକ ନେବେ ବୋଲି ଉଚ୍ଚ ମାଧ୍ୟମିକ…

ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ

କେନ୍ଦୁଝର :ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ଘଟଗାଁ ଢିଙ୍କିକୋଟ ୮ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସାନ୍ତରାପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦୀ ସିଂ । ତାଙ୍କୁ ବୟସ ୫୯ ବର୍ଷ ହେବ । ସେ…

ଦିନକୁ ଦିନ ଘନୀଭୂତ ହେଉଛି ୟୁକ୍ରେନ୍ କ୍ରାଇସିସ୍

ମସ୍କୋ : ଦିନକୁ ଦିନ ଘନୀଭୂତ ହେଉଛି ୟୁକ୍ରେନ କ୍ରାଇସିସ । ଋଷ ଓ ଆମେରିକା ନେତୃତ୍ବାଧୀନ ନାଟୋ ବାହିନୀ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ । ସେପଟେ ଆଫଗାନିସ୍ତାନ ସ୍ଥିତି ପରି ସମସ୍ୟା ଉପୁଜିବା ଆଶଙ୍କା କରି ଭାରତ ପକ୍ଷରୁ ନିଆଯାଇଛି ଆଗୁଆ ପଦକ୍ଷେପ । ୟୁକ୍ରେନରେ ରହୁଥିବା ପ୍ରାୟ ୧୮…

ବିଶ୍ବରେ ଆତଙ୍କ ରଚିଥିବା ନିଓକୋଭକୁ ନେଇ ପୁଣି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ : ବିଶ୍ବରେ ଆତଙ୍କ ରଚିଥିବା ନିଓକୋଭକୁ ନେଇ ପୁଣି ବଢ଼ିଲା ଚିନ୍ତା । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ଏହି ନୂଆ ଭୂତାଣୁ ମଣିଷ ଲାଗି ଅଧିକ ବିପଦ । ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଚୀନର ଉହାନ୍ ଗବେଷକମାନେ ଏହି ଭାଇରସକୁ ଚିହ୍ନଟ କରିବା ପରେ ବିଶ୍ବବ୍ୟାପୀ…

ତାମିଲ ସୁପରହିଟ ସୋରାରଇ ପେଟରୁ ହିନ୍ଦୀ ରିମେକରେ ଅକ୍ଷୟ !

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଭିନୀତ ସୁରିୟାଙ୍କ ତାମିଲ ସୁପରହିଟ ଫିଲ୍ମ ସୋରାରଇ ପୋଟରୁ ହିନ୍ଦୀ ରିମେକରେ ଅକ୍ଷୟ କୁମାର ହୀରୋ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ମେକର୍ସ କିମ୍ବା ଅକ୍ଷୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ଏହି ଫିଲ୍ମ କ୍ୟାପ୍ଟେନ ଜିଆର…

ଅଭିଯୁକ୍ତ ମାଡ଼ରେ ଘାଇଲା ପୋଲିସ୍

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ଖସିଜିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ଧରିନେଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କପିଳେଶ୍ୱର ଅଞ୍ଚଳର ଟିକୁ ମାଲିଆ । ଅଭିଯୁକ୍ତ ପାଖରୁ କାଠ ପଟା ଜବତ କରିବା ସହ ପୋଲିସ ଟିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।…

କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ହଟିବ ନାଇଟ କର୍ଫ୍ୟୁ ,ସୋମବାର ଠାରୁ ଖୋଲିବ ସ୍କୁଲ ଓ କଲେଜ

କର୍ଣ୍ଣାଟକ : କର୍ଣ୍ଣାଟକରେ ହଟିବ ନାଇଟ କର୍ଫ୍ୟୁ । କର୍ଣ୍ଣାଟକ ସରକାର ସୋମବାର ୩୧ ତାରିଖ ରାତିରୁ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  ।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭିନ୍ନ ମନ୍ତ୍ରୀ , ବରିଷ୍ଠ ଅଧିକାରୀ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ପରେ ଏହି ବୈଠକରେ…

ଅଷ୍ଟ୍ରେଲିଆନ ଓପନ: ୪୪ ବର୍ଷ ପରେ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଟାଇଟଲ ଜିତିଲେ ବାର୍ଟି

ମେଲବୋର୍ଣ୍ଣ: ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ଜିତିଛନ୍ତି ଆଶଲେ ବାର୍ଟି । ଫାଇନାଲରେ ସେ ଆମେରିକାର ଡାନିୟଲ କଲିନ୍ସଙ୍କୁ ୬-୩, ୭-୬ ସେଟରେ ପରାସ୍ତ କରିଥିଲେ । ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ସେ ୨୦୧୯ରେ ଫ୍ରେଂଚ ଓପନ…