Latest Odisha News

BREAKING NEWS

Yearly Archives

2022

[ଭିଡ଼ିଓ] ବର୍ଷିଆନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କ ସଙ୍ଗୀତ ଯାତ୍ରା …

ଭୁବନେଶ୍ୱର : ସେ ଭକତ ଭାବରେ ବନ୍ଧା .. .ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ତାଙ୍କରି ନାଁରେ ଏହି ଭବସାଗର ପାରି ହେବ । ଆଜି ଯାହା ବି ସଫଳତା ମିଳିଛି ସବୁ ସେଇ ଜଗନ୍ନାଥଙ୍କ ପାଇଁ। ନିଜ ଜୀବନର ସମସ୍ତ ସଫଳତାର ପଦ୍ମଶ୍ରୀ ସମ୍ମାନ ପାଇଁ ମଧ୍ୟ ସମସ୍ତ ଶ୍ରେୟ ଦେଇଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ…

[ଭିଡ଼ିଓ] କଟକରୁ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଧଳାଜହର

କଟକ: ମାତିଛନ୍ତି ମାଫିଆ । ଜମୁଛି ନିଶା କାରବାର । ବେଧଡକ ଭାବେ ଦିନ ଦିପହରରେ ନିଶା କାରବାର ହେଉଥିବା ବେଳେ ଏବେ ପୁଣି ପୁଲିସ ହାବୁଡରେ ପଡିଛନ୍ତି କିଛି ନିଶା ବେପାରୀ । କଟକରୁ ପୁଣି ଥରେ ଜବତ ହେଲା ଧଳାଜହର । ୧୦୬ ଗ୍ରାମ ବ୍ରାଉନସୁଗର ଜବତ କଲା ଲାଲବାଗ ଥାନା ପୋଲିସ । ଯାହାର…

ଖୋଲିପାରେ ଶ୍ରୀମନ୍ଦିର ! ଆସନ୍ତାକାଲି ବସିବ ବୈଠକ

ପୁରୀ : ଖୋଲିପାରେ ଶ୍ରୀମନ୍ଦିର । ଆସନ୍ତା କାଲି ଶ୍ରୀମନ୍ଦିର ଖୋଲିବା ନେଇ ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ବୈଠଳରେ ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି…

ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର :ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବରଗଡ , ଭିଡେନ ବ୍ଲକ ଏବଂ ଅତାବିରାରେ ରେ ପଞ୍ଚାୟତ ନିର୍ବାଚନ…

୧୧ ବର୍ଷ ପୁନର୍ବାର ଏକତ୍ର ଅଭିନୟ କରିବେ ସୁନୀଲ, ସଞ୍ଜୟ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଭେଟେରାନ ଆକ୍ସନ ହୀରୋ ସଞ୍ଜୟ ଦତ ଓ ସୁନୀଲ ସେଟ୍ଟୀ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ଶେଷ ଥର ଉଭୟ ନୋ ପ୍ରୋବ୍ଲେମ ଫିଲ୍ମରେ ଅଭିନୟ କରିଥିଲେ । ୟମଲା ପଗଲା ଦିୱାନା ଫେମ ସମୀର କର୍ଣ୍ଣିକ ଏହି ଫିଲ୍ମର…

ଜୟପୁରରେ ଏହି ମନ୍ଦିରରେ ପୂଜା ପାଇଥାନ୍ତି ମାଙ୍କଡ

ଜୟପୁର: ଆମେ ଭାରତର ବିଭିନ୍ନ ମନ୍ଦିରରେ ମାଙ୍କଡଙ୍କୁ ଦେଖିଥାଏ । ତେବେ ଜୟପୁରରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାରେ ମାଙ୍କଡମାନେ ପୂଜା ପାଇଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ମାଙ୍କଡଙ୍କ ପାଇଁ ଉତ୍ସର୍ଗୀକୃତ । ଏହାର ନାମ ହେଲା ଗଲତାଜି ମନ୍ଦିର ।…

ଇଂଲଣ୍ଡରେ କରୋନା କଟକଣା ହଟାଇଲେ ସରକାର

ଇଂଲଣ୍ଡ : ଇଂଲଣ୍ଡରେ ହଟିଲା କରୋନା କଟକଣା । ମୁହଁରେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ନୁହେଁ ବୋଲି ଇଂଲଣ୍ଡ ସରକାର କହିଛନ୍ତି । ଇଂଲଣ୍ଡରେ କୋରନା ସଂକ୍ରମଣ ହ୍ରାସ ଘଟିଛି । ଏଥିପାଇଁ ବିଭିନ୍ନ ଭ୍ୟାକ୍ସିନ ମଧ୍ୟ ଦିଆଯାଉଛି ।ହସ୍ପିଟାଲାଇସେନ ହାର ମଧ୍ୟ କମ ରହିଛି ତେଣୁ ବ୍ରିଟେନ ସରକାର…

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ…

ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି ।…

5G ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି, ୨୦ ଲକ୍ଷ ଟଙ୍କା ଜରିମାନାକୁ ୨ ଲକ୍ଷ କଲେ ହାଇକୋର୍ଟ

ଦିଲ୍ଲୀ :୫ଜି ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି ।୫ ଜି ନେଟୱାର୍କିଂ ମାମଲାରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଉପରେ କରାଯାଇଥିବା ୨୦ ଲକ୍ଷ ଟଙ୍କା ଜରିମାନାକୁ ହ୍ରାସ କରିଛନ୍ତି ହାଇକୋର୍ଟ । ଏହି ଜରମାନାକୁ ଦିଲ୍ଲୀ ହାଇକୋର୍ଟ ୨ ଲକ୍ଷ ଟଙ୍କାକୁ ହ୍ରାସ କରିଛନ୍ତି । ଏହା ସହିତ କିଛି…