Latest Odisha News

BREAKING NEWS

Yearly Archives

2022

ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବେଶୀ

ଭୁବନେଶ୍ୱର: ଧୀରେଧୀରେ କରୋନା ଆକ୍ରନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ୧୦ ହଜାର ୮୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୩୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ୍ ହଷ୍ଟେଲରେ କରୋନା

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ବଢି ବଢି ଚାଲିଛି । ଏଥିପାଇଁ ରାଜଧାନୀବାସୀ ଚିନ୍ତାରେ ଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ ହଷ୍ଟେଲ୍ରେ କରୋନା ସଂକ୍ରମଣ ଚିହ୍ନଟ ହେବା ରାଜଧାନୀବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ବିଏମସି ସଂକ୍ରମଣ…

ସାଇ ଇଣ୍ଟରନାସନାଲ୍ ସ୍କୁଲରେ ଇ-ଅନୱାଇଣ୍ଡ ୨୦୨୧

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଇ-ଅନୱାଇଣ୍ଡ ।୨୦୨୧ ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ନେବାର କୌଶଳ ଶିକ୍ଷାର ପ୍ରୟୋଗଶାଳା ଇ-ଅନୱାଇଣ୍ଡ । ରବିବାର ସାଇ ଇଣ୍ଟରନାସନାଲ୍ ସ୍କୁଲରେ ଇ-ଅନୱାଇଣ୍ଡ-୨୦୨୧ ଦ୍ୱାଦଶତମ ସଂସ୍କରଣ ଥ୍ରିଡି ଭର୍ଚୁଆଲ ପ୍ଳାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅନ୍…

[ଭିଡ଼ିଓ] ୩୦ ଦିନ ଧରି ଚିକିତ୍ସା ପରେ ଶେଷରେ ଜଙ୍ଗଲକୁ ଫେରିଲା ଆହତ ଅହିରାଜ

ଭୁବନେଶ୍ୱର: ୩୦ ଦିନ ଧରି ଚିକିତ୍ସା ପରେ ଶେଷରେ ଜଙ୍ଗଲକୁ ଗଲା ଅହିରାଜ । ଶୁକ୍ରବାର ଅହିରାଜର ପ୍ଲାଷ୍ଟର୍ ଖୋଲାଯାଇଥିିବା ବେଳେ ସାପଟି ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିଲା । ୩ ଦିନ ଅବଜରଭେସନରେ ରଖିବା ପରେ ଆଜି ସ୍ନେକ ହେଲ୍ପ ଲାଇନର ଏକ ୪ ଜଣିଆ ଟିମ ବାଲୁଗାଁ ରେଞ୍ଜ ଅଫିସକୁ ସୁସ୍ଥ…

ଥାନାରେ ହଙ୍ଗାମା: ଲୋକଙ୍କୁ ବନ୍ଧୁକ ଦେଖାଇଲା ପୋଲିସ

ବାଲେଶ୍ୱର: ଖାକି ବର୍ଦ୍ଦିର ଧାକ୍ । ଲୋକଙ୍କୁ ଥାନା ସମ୍ମୁଖରେ ବନ୍ଧୁକ ଦେଖାଇଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ଖନ୍ତପଡା ଥାନାକୁ ହରିଆଣା ପୋଲିସ କୌଣସି ଏକ…

ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ପଞ୍ଜାବ ଲୋକ କଂଗ୍ରେସ, ପଟିଆଲାରୁ ଲଢ଼ିବେ କ୍ୟାପଟେନ୍

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ପଞ୍ଜାବ ଲୋକ କଂଗ୍ରେସ । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଆଜି ଏହି ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଥମ…

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ସଂକ୍ରମିତ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ହେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରବିବାର ସେ କୋଭିଡ୍ ପଜିଟିଭ୍ ହେବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା…

ସୟଦ ମୋଦି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ: ପିଭି ସିନ୍ଧୁ ଚାମ୍ପିୟନ୍

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ସୟଦ ମୋଦି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିୟନ୍ ସିନ୍ଧୁଙ୍କର ଏହା ଦ୍ୱିତୀୟ ସୟଦ ମୋଦି ଟାଇଟଲ୍ । ଫାଇନାଲରେ ସିନ୍ଧୁ ନିଜ ଦେଶର ମାଳବିକା ବନସୋଡଙ୍କୁ ୨୧-୧୩, ୨୧-୧୬ ଗେମରେ…

[ଭିଡ଼ିଓ] ସ୍ମୋକ ଆର୍ଟ ମାଧ୍ୟମରେ ଚିତ୍ର ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି

ମୟୂରଭଞ୍ଜ : ସ୍ମୋକ ଆର୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ଆଜି ହେଉଛି ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ । ଆଉ ଏହି ଅବସରରେ ବିଭିନ୍ନ ସ୍ଥାନରେ ପୁଷ୍ପମାଲ୍ୟ ଦେବା ସହିତ ସଭା ସମିତି ମାନ କରାଯାଇଛି । ହେଲେ ଏହି ଅବସରରେ ମୟୂରଭଞ୍ଜର ଜଣେ ଚିତ୍ର ଶିଳ୍ପୀ ସମରେନ୍ଦ୍ର ବେହେରା ତାଙ୍କର ନିଆରା ଚିତ୍ର…

ସରଗରମ ହେଲା ୟୁପି ରାଜନୀତି : ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓଓ୍ବେସି କଲେ ଅଜବ ଘୋଷଣା

ଉତ୍ତରପ୍ରଦେଶ : ସରଗରମ ହେଉଛି ଉତ୍ତରପ୍ରଦେଶ ରାଜନୀତି । କିଏ କ୍ଷମତାକୁ ଆସିବ ତାକୁ ନେଇ ପୂରା ରାଜନୀତି ଚଳଚଞ୍ଚଳ । ଏହାରି ଭିତରେ ଉତ୍ତରପ୍ରଦେଶ ରାଜନୀତିକୁ ଆହୁରି ରୋମାଞ୍ଚକର କରିଦେଇଛନ୍ତି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସିଙ୍କ । କାରଣ ନିର୍ବାଚନ ଲାଗି ଓଓ୍ବେସି କରିଛନ୍ତି ଏବ…