[ଭିଡ଼ିଓ] ଚିତ୍ରକଳାରେ ଜାତୀୟ ବାଳିକା ଶିଶୁ ଦିବସ ଶୁଭେଚ୍ଛା
ଭୁବନେଶ୍ୱର: ଆଜି ହେଉଛି ଜାତୀୟ ବାଳିକା ଶିଶୁ ଦିବସ । ଦେଶରେ ଏବେ ଏମାନଙ୍କ ସୁରକ୍ଷା ନେଇ ବଢିଛି ଚିନ୍ତା । ସେମାନଙ୍କ ଲାଳନ ପାଳନରୁ ନେଇ ଶିକ୍ଷା ପର୍ଯ୍ୟନ୍ତ। ତା ସହିତ ସମାଜରେ ସେମାନଙ୍କର ଅଧିକାର ପାଇଁ ସଚେତନତା ସୃଷ୍ଟି କରାଯାଉଛି ।
ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନେଇ ସେମାନଙ୍କୁ…