Latest Odisha News

BREAKING NEWS

Yearly Archives

2022

ପଞ୍ଚାୟତ ନିର୍ବାଚନ ପାଇଁ କଟକରେ ସରିଲା ନାମାଙ୍କନ

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ । ଆଜି ଶେଷ ଦିନ ଥିବାରୁ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହି କ୍ରମରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର…

ସଦିୟାଲା ଉତ୍ସବ: ମଶାଲ ଜଳାଇ ଅଶ୍ରାବ୍ୟ ଭାଷାରେ ଗାଳି ଦିଅନ୍ତି ଗ୍ରାମବାସୀ

କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଶୁକ୍ରବାର ନିଆରା ଢ଼ଙ୍ଗରେ ସଦିୟାଲା ଉତ୍ସବ ପାଳିତ ହୋଇଛି । ଗଡସା ଘାଟି ଅଂଚଳରେ ଥିବା ସମସ୍ତ ଗ୍ରାମର ପ୍ରତ୍ୟେକ ଘରୁ ଗୋଟିଏ ଲେଖାଁଏ ମଶାଲ ଧରି ଘରୁ ବାହାରିଥାନ୍ତି । ବାଟଯାକ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଗ୍ରାମଠାରୁ ଦୂରରେ ଥିବା…

ଦିନେ ସମ୍ଭ୍ରାନ୍ତ ତଥା ସାହୁକାର ପଣିଆର ମୁଖ୍ୟ ପରିଚୟ ଥିଲା ଶଗଡ଼, ଏବେ ବିଲୁପ୍ତ ପ୍ରାୟ

ଭୁବନେଶ୍ୱର: ପ୍ରାଚୀନ କାଳରେ ପରିବହନକୁ ସହଜ ଓ ସରଳ କରିବା ପାଇଁ ଏକମାତ୍ର ମାଧ୍ୟମ ଥିଲା ଶଗଡ଼ । ମଣିଷ ନିଜର ବୁଦ୍ଧି ଖଟାଇ ବନ୍ୟଜାତ ଦ୍ରବ୍ୟର ବ୍ୟବହାର କରି ନିଜ ହାତରେ ନିର୍ମାଣ କରିଥିବା ବିନା ଇନ୍ଧନ ଯୁକ୍ତ ପରିବେଶ ଉପଯୋଗୀ ଏହି ଶଗଡ଼ ଗାଡ଼ି ବିଲୁପ୍ତ ପାଦ ଦେଶରେ ଏବେ ଦଣ୍ଡାୟମାନ । ଦିନେ…

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ,କେଜ୍ରିୱାଲଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଦିଲ୍ଲୀ : କେଜ୍ରିୱାଲ ସରକାରଙ୍କୁ ଝଟକା । ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଶେଷ କରିବା ପ୍ରସ୍ତାବକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ପ୍ରତ୍ୟାଖାନ କରିଛନ୍ତି ।କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରସ୍ତାବ ପଠାଇଥିଲେ । ହେଲେ ଗଭର୍ଣ୍ଣର ଦୁଇଟି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି…

ମେହାଙ୍କ ସହ ସମ୍ପନ୍ନ ହେଲା କ୍ରିକେଟର ଅକ୍ଷର ପଟେଲଙ୍କ ନିର୍ବନ୍ଧ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ମେହାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଭଲ ପାଇ ଆସୁଥିଲେ । ମେହା ପେଶରେ ଡାଇଟିଶିୟନ ଓ ନ୍ୟୁଟ୍ରିଶିୟନ ଅଟନ୍ତି । ଅକ୍ଷର ତାଙ୍କ ୨୮ତମ ଜନ୍ମଦିନ ଅବସରରେ ମେହାଙ୍କୁ…

ଟିକାକରଣରେ ମାଇଲ ଖୁଣ୍ଟ ଅତିକ୍ରମ କଲା BMC ,ଏପର୍ଯ୍ୟନ୍ତ ୨୯ ଲକ୍ଷ ୨୩୦୯ ଡୋଜ ଟିକା ଦିଆଯାଇଛି

ଭୁବନେଶ୍ୱର :ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ବିଏମସି। ୨୦ ତାରିଖ ସୁଦ୍ଧା ମୋଟ ୨୯ଲକ୍ଷ ୨୩୦୯ ଡୋଜ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୫ ଲକ୍ଷ ୮ହଜାର ୮୮୪ ପ୍ରଥମ ଡୋଜ। ଓ ୧୩ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡୋଜ।ବର୍ତ୍ତମାନ ସୁଦ୍ଧା ୪୪ ହଜାର ୯୫୫ଜଣ ୧୫ରୁ ୧୮ବର୍ଷ କିଶୋର ବର୍ଗ…

ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହେଲା ‘ଅମର ଯବାନ ଜ୍ୟୋତି’

ନୂଆଦିଲ୍ଲୀ : ୫୦ ବର୍ଷ ପରେ ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିକୁ ଆଜି ସମାରୋହ ପୂର୍ବବ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଦେଶର ବୀର ଯବାନମାନଙ୍କ ବଳିଦାନର ପ୍ରତିକ ଭାବେ ଏହି ଜ୍ୟୋତି ଦୀର୍ଘ ୫୦ ବର୍ଷ ହେବ ଇଣ୍ଡିଆ ଗେଟ ନିକଟରେ ଜଳୁଥିଲା । ଶୁକ୍ରବାର ଦିନ…

ଚିରାଗ କହିଲେ ବିହାରରେ ହେବ ମଧ୍ୟବର୍ତୀକାଳୀନ ନିର୍ବାଚନ !

ପାଟନା: ବିହାରରେ ଖୁବ୍ ଶୀଘ୍ର ମଧ୍ୟବର୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି ବୋଲି ଏନଡିଏର ପୂର୍ବ ସହଯୋଗୀ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାସୱାନ ଆଜି ଭବିଷ୍ୟବାଣୀ କରିଛନ୍ତି । ଲିକ୍ୟୁର ବ୍ୟାନକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀ ନୀତିଶ…

ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବାରୁ ଅଧାବାଟରୁ ଫେରିଗଲା ବିମାନ

ୱାସିଂଟନ୍: ଜଣେ ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବାରୁ ଅଧାବାଟରୁ ଫେରିଗଲା ବିମାନ । ଗୁରୁବାର ଆମେରିକୀୟ ଏୟାରଲାଇନର ଏକ ଯାତ୍ରୀବାହୀ ଜେଟ୍ ବିମାନ ମିଆମାରରୁ ଲଣ୍ଡନ ଅଭିମୁଖେ ଯାଉଥିବା ସମୟରେ ଅଧାବାଟରୁ ଫେରିଯାଇଛି । ଏୟାରଲାଇନ୍ ବିବୃତି ଅନୁସାରେ ଜଣେ ଯାତ୍ରୀ ‘ଫେଡେରାଲ ମାସ୍କ…

ପୋଲିସ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟିନେଲେ ସାଇବର ଲୁଟେରା

ଭୁବନେଶ୍ୱର :ରାଜଧାନୀରେ ପୁଣି ମାତିଛନ୍ତି ସାଇବର ଠକ ।ସାଇବର ଲୁଟେରା ମାନେ ପୋଲିସ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା ଲୁଟି ନେଇଥିବା ହୋଇଥିବା ଅଭିଯୋଗ ହୋଇଛି । କ୍ରାଇମବ୍ୟୁରୋ ସବ ଇନିସ୍ପେକ୍ଟର ବିଜୟ ମହାଳୀଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।…