Latest Odisha News

BREAKING NEWS

Yearly Archives

2022

[ଭିଡ଼ିଓ] ମାଣିକେଶ୍ୱରୀ ଓ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ଓ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦୃର୍ବୁତ ମାନେ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିନେଇଥିବା ବେଳେ ମନ୍ଦିରରେ ଥିବା ଅଳଙ୍କାର ମଧ୍ୟ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି । ଆଜି ମନ୍ଦିର ପୂଜକ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେପିକୁ ଶକ୍ତ ଝଟକା, ଇସ୍ତଫା ଦେଲେ ବହୁ ନେତା

ଭଦ୍ରକ : ପଞ୍ଚାୟତ ନିର୍ବଚନ ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେପିକୁ ଲାଗିଛି ଶକ୍ତ ଝଟକା । ଆଜି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ, ଦଳ ଛାଡିଛନ୍ତି ନେତା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନେକ ନେତା । ଇସ୍ତଫା ଦେଇଥିବା ବିଜେପି ନେତାଙ୍କ ମଧ୍ୟରେ ଭଦ୍ରକ ବ୍ଲକର ୩ ଥର ସଭାପତି,…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଅଫିସରଙ୍କୁ ଚୌକିରେ ପିଟିଲେ !

ବାରିପଦା: ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ନାମରେ ଗୁରୁତର ଅଭିଯୋଗ । ଦୁଇ ସରକାରୀ ଅଫିସରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ମାଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷକ କେନ୍ଦ୍ରର ଦୁଇ କର୍ମଚାରୀ ଗୁରୁତର ଆହତ…

ସୁନ୍ଦରଗଡ଼ ସ୍କାନ୍ ଷ୍ଟିଲରେ ଅଘଟଣ, ଫର୍ଣ୍ଣେସ ବିସ୍ଫୋରଣରେ ୩ କର୍ମଚାରୀ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଗଙ୍ଗାଜଳ ଠାରେ ଥିବା ସ୍କାନ ଷ୍ଟିଲ କାରଖାନାରେ ଅଘଟଣ । ଫର୍ଣ୍ଣେସ ବିସ୍ଫୋରଣରେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…

ବିଜେପି ଛାଡିଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ

ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ପୁତ୍ର ଉତ୍ପଳ ବିଜେପି ଛାଡିଛନ୍ତି । ପାଣାଜୀରୁ ସେ ବିଜେପି ପକ୍ଷରୁ ଟିକେଟ ପାଇବେ ବୋଲି ଆଶା କରିଥିଲେ । ମାତ୍ର ଏହା ନ ମିଳିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସ୍ୱାଧୀନ ଭାବେ ଉକ୍ତ ଆସନରୁ ସେ ଲଢ଼ିବେ ।…

ମିଜୋରାମରେ ଭୟଙ୍କର ଭୂମିକମ୍ପ ଝଟକା,ରେକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ

ଚମ୍ପାଇ :ଭୂକମ୍ପ ଝଟକାରେ ଥରି ଉଠିଲା ମିଜୋରାମ । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫-୬ ଥିଲା । ମିଜୋରାମର ଚମ୍ପାଇ ଠାରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପ ଏତେ ଜୋରରେ ହୋଇଥିଲା ଯେ ମିଜୋରାମ ସମେତ ମଣିପୁର ,ଆସାମରେ ମଧ୍ୟ ଝଟକା ଅନୁଭବ ହୋଇଛି । ସୂଚନା ଅନୁସାରେ…

ଇଜିପ୍ଟ ଶାଗୁଣା ଚୋରା ଚାଲାଣ, ଜଣେ ଗିରଫ

ଭୋପାଳ: ଶାଗୁଣା ଚୋରା ଚାଲାଣ ର୍ୟାକେଟର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶ ପୋଲିସ । ଏହି ର୍ୟାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶର ଉନ୍ନାଓର ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜଣକ ସୁଲତାନପୁର-ମୁମ୍ବାଇ ଏକ୍ସପ୍ରେସ୍…

ଢ଼ିଙ୍କିଆରୁ ପ୍ରତ୍ୟାହାର କର ପୋଲିସ ବାହିନୀ, ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜଗତସିଂହପୁର : ଏରସମା ବ୍ଲକ ଢିଙ୍କିଆରୁ ପୋଲିସ ବାହିନୀ ପ୍ରତ୍ୟାହାର କର । ଢିଙ୍କିଆ ବାସିନ୍ଦାଙ୍କ ଉପରେ ପୋଲିସର ଦମନ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ଲୋକଙ୍କ ଜମି, ଜୀବନ, ଜୀବିକା ଓ ଭିଟାମାଟି ସୁରକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି…

ସାଇ ଜାତୀୟ ସେଂଟରରେ ୩୧ ହକି ଖେଳାଳି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବାଙ୍ଗାଲୋରରେ ଥିବା ସାଇ ଜାତୀୟ ସେଂଟରେ ପ୍ରଶିକ୍ଷଣ ନେଉଥିବା ୩୧ ହକି ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିରେ ୧୫ ମହିଳା ଓ ୧୬ ପୁରୁଷ ଖେଳାଳି ସାମିଲ । ଏମାନଙ୍କ ବ୍ୟତୀତ ଜଣେ କୋଚ ମଧ୍ୟ ସଂକ୍ରମିତ ହୋଇଛନ୍ତି । ୧୨୮ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଦକ୍ଷିଣ…

[ଭିଡ଼ିଓ ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଥିଲା ଶେଷ ଦିନ । ଏଥିପାଇଁ କୋଭିଡ୍ କଟକଣାରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ମାନେ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ନାମାଙ୍କନପତ୍ର ଦାଖଲ…