Latest Odisha News

BREAKING NEWS

Yearly Archives

2022

[ଭିଡ଼ିଓ] ହାର୍ ମାନିଛି ବୟସ, ନିର୍ବାଚନୀ ମୈଦାନରେ ୭୫ ବର୍ଷୀୟା ମୀନତି

ଭଦ୍ରକ : କୌଣସି କାମ ନେଇ ବୟସ ମହତ୍ତ୍ୱ ରଖେନି। ମନରେ ଇଚ୍ଛା ଥିଲେ ସବୁ କାମ ସହଜ ହୋଇଯାଏ । ସେହିଭଳି ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଜଣେ ୭୫ ବର୍ଷୀୟା ମହିଳା । ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ…

ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି, ଚାଷ ଜମି କ୍ଷତିଗ୍ରସ୍ତ

ସମ୍ବଲପୁର: ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି । ସମ୍ବଲପୁର ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ମିହିର ଦାସଙ୍କ ପ୍ରଥମ ଫିଲ୍ମ ‘ସ୍କୁଲ ମାଷ୍ଟର୍’

ଭୁବନେଶ୍ୱର: ଭେଟେରାନ ଓଡ଼ିଆ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ OTT ପ୍ଲାଟଫର୍ମ AAO NXT ତାଙ୍କର ଡ଼େବ୍ୟୁ ଫିଚର ଫିଲ୍ମ ‘ସ୍କୁଲ ମାଷ୍ଟର୍’ ମୁକ୍ତିଲାଭ କରିଛି । ୧୯୭୦ ଦଶକର ଚଳଚ୍ଚିତ୍ର ଏକ ମଧ୍ୟବିତ୍ତ ପରିବାରର ଅଭିଳାଷ, ସଂଘର୍ଷ ଓ ଉତଥାନକୁ ନେଇ ଚିତ୍ରଣ ହୋଇଛି ।…

ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଗୁଜୁରାଟର ସୋମନାଥ ମନ୍ଦିର ଠାରେ ନୂତନ ସର୍କିଟ ହାଉସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ଶୁକ୍ରବାର ମୋଦି ଏହାର ଉଦଘାଟନ କରିଛନ୍ତି । ଏହି ଅବସରର ଉଦବୋଧନ ଦେଇ ମୋଦି କହିଛନ୍ତି ,ଯେଉଁ ପରିସ୍ଥିତିରେ ସୋମନାଥ ମନ୍ଦିର ନଷ୍ଟ ହୋଇଯାଇଥିଲା ଏବଂ…

ଢ଼ିଙ୍କିଆରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ପୋସ୍କର ବିଫଳତା ପାଇଁ ଢ଼ିଙ୍କିଆବାସୀଙ୍କ ଉପରେ ରାଗ…

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ନାମରେ ସରକାର ରାଜ୍ୟକୁ ବ୍ୟବସାୟୀଙ୍କ ହାତରେ ଟେକିଦେବାରେ ଲାଗିଛନ୍ତି । ଆଇନ ଯାହା କହୁଛି ଜମି ଅଧିଗ୍ରହଣ କରିବାର ୫ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ କରାଯାଇଥିବ ସେହି ପ୍ରକଳ୍ପ ହୋଇନପାରିଲେ ଉକ୍ତ ଜମିକୁ ଏଲ.ଏ.ଆର.ଆର (LARR) ଆକ୍ଟ-…

ସ୍ନେହଲତାର ଶେଷ ଚିଠି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସ୍ନେହଲତା ସାମନ୍ତରାୟ। ନାଁଟା ହିଁ ଯଥେଷ୍ଟ ବ୍ୟକ୍ତିତ୍ୱକୁ ପରିଚିତ କରାଇବା ପାଇଁ। ହଁ.. ସ୍ନେହଲତା ପ୍ରକୃତରେ ଜୀବନତମାମ ନିଜ ନାଁକୁ ଚରିତାର୍ଥ କରି ଆସିଛି। ବାଟରେ ଚାଲିଯାଉଥିବା ମଣିଷର ପେଟକଥା ଜାଣିପାରେ ସେ। ସେଥିପାଇଁ କୌଣସି…

୫ ହଜାର ବୋତଲ କଫସିରପ୍‌ ଜବତ ,୩ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ପୋଲିସକୁ ସଫଳତା ।ବଲାଙ୍ଗୀରରୁ ବିପୁଳ ପରିମାଣର କଫସିରପ୍‌ ଜବତ । କପ ସିରଫ ମାଫିଆ ସହ ୩ ଜଣଙ୍କୁ ଗରଫ କଲା ବଲାଙ୍ଗୀର ପୋଲିସ । ରାଞ୍ଚିରୁ ବଲାଙ୍ଗୀର ବେଆଇନ କଫସିରଫ ଚାଲଣ ବେଳେ ସଦର ଥାନା ପୋଲିସ ପଛରଚେପା ରାସ୍ତାରେ ଏହି କଫସିରପ୍ ଜବତ କରିଛି ।ଏହି କଫସିରପର…

[ଭିଡିଓ] ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ନିସ୍ତୁକ ମାଡ, ୨ ଗିରଫ

ଭୁବନେଶ୍ୱର: ଦିନ ଦ୍ୱିପହରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ ପୂର୍ବତନ ସରପଂଚ ବାବୁ । ଜଣେ ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ପୂର୍ବତନ ସରପଂଚଙ୍କ ସମେତ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିଥିଲେ । ଘଟଣାର ଭିଡିଓଟି ଭାଇରାଲ୍ ହେବା ପରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । Pregnant…

ହରଭଜନ୍ ସିଂ କୋଭିଡ୍ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା କବଳରେ ପୂର୍ବତନ ଭାରତୀୟ କ୍ରିକେଟର୍ ହରଭଜନ୍ ସିଂ । କୋଭିଡ୍ ରିପୋର୍ଟ୍ ପଜିଟିଭ୍ ବାହାରିବା ପରେ ହରଭଜନ ସିଂ ସଙ୍ଗରୋଧରେ ଘରେ ରହିଥିବା ଜଣାପଡିଛି । I've tested positive for COVID with mild symptoms. I have quarantined myself at home and taking…

ଗାଁକୁ ପହଞ୍ଚୁନି ମୌଳିକ ସୁବିଧା, ତୃତୀୟଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ ବାର୍ଷିକୋଣାବାସୀ

କଳାହାଣ୍ଡି: ଆଜିବି ଗାଁକୁ ପହଞ୍ଚୁନି ମୌଳିକ ସୁବିଧା । ତୃତୀୟ ଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ କଳାହାଣ୍ଡିର ବାର୍ଷିକୋଣାବାସୀ । ଏନେଇ ଥୁଆମୂଳ ରାମପୁର ବିଡ଼ିଓଙ୍କ ଲିଖିତଭାବେ ଜଣାଇଛନ୍ତି ବାର୍ଷିକୋଣା ସମେତ ଗମ୍ଭାରୀଗୁଡ଼ା, ବିରାଗୁଡ଼ା ଓ ମଣ୍ଡିଚୁଆଁ ବାସିନ୍ଦା । ଶିକ୍ଷା,…