Latest Odisha News

BREAKING NEWS

Yearly Archives

2022

ରାଜ୍ୟରେ ସଂକ୍ରମଣ ତଳମୁହାଁ ,ଲକ୍ଷଣ ଦେଖାଦେଲେ ଟେଷ୍ଟ କରାନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଗାଇଡ ଲାଇନ ଅନୁସାରେ ଟେଷ୍ଟିଂ ଚାଲିଛି । ଆକ୍ଟିଭ କେସରେ ଓଡିଶା ଅଷ୍ଟମ ସ୍ଥାନରେ ରହିଛି । ସର୍ଭେଲାନ୍ସ ଟେଷ୍ଟିଂ ମଧ୍ୟ ରାଜ୍ୟରେ ଭଲ ଅଛି ।…

[ଭିଡ଼ିଓ] ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥରପାଇଁ ଅନୁଷ୍ଠିତ ହୋଇଯାଇଇଛି ତାଇକୋଣ୍ଡୋ ପ୍ରତିଯୋଗିତା ।  ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଆୟୋଜକ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ,ବରଗଡ,ବଲାଙ୍ଗୀର, ଝାରସୁଗୁଡା ସହିତ ପଶ୍ଚିମ ଓଡିଶାର…

ଖୋର୍ଦ୍ଧାରୁ ବିପୁଳ ପରିମାଣର ଦେଶୀ ମଦ ଜବତ ,ଜଣେ ଗିରଫ

ଖୋର୍ଦ୍ଧା : ପୁଣି ଅବକାରୀ ବିଭାଗ ହାତରେ ଦେଶୀ ମଦ । ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗୋଟିଏ କାର ,ଗୋଟିଏ ବାଇକ ଓ ଟ୍ରକକୁ ଜବତ କରାଯାଇଛି ।ଅବକାରୀ ବିଭାଗ ଖବର ପାଇ ଚଢାଉ କରିଥିଲା ।ଏହି ଚଢାଉ ସମୟରେ ୮ଶହ…

[ଭିଡ଼ିଓ] ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ଉଚ୍ଛେଦ

ପୁରୀ:  ଦୀର୍ଘ ଦିନର ବିବାଦର ଅବସାନ ଘଟିଛି। ବେଆଇନ୍ ଭାବେ କରାଯାଉଥିବା କୋଣାର୍କ ଚନ୍ଦ୍ରଭାଗା ନିକଟରେ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର  ଶେଷରେ ଉଚ୍ଛେଦ ହୋଇଛି । ଏହି ନିର୍ମାଣ ବେଆଇନ୍ ହୋଇଥିବା ବେଳେ ସ୍ଥାନୀୟ ଲୋକେ ବି ଏହାକୁ ବିରୋଧ କରିଆସୁଥିଲେ। ଆଜି ଶେଷର ଏହି ନିର୍ମାଣ ବନ୍ଦ…

ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ପୁଣି ପୁରୀ ବାସୀଙ୍କୁ ମିଳିବ ମୋ ବସ୍ ସେବା ।  ଶୁକ୍ରବାରଠାରୁ ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ। ଏ ନେଇ କ୍ରୁଟ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀକୁ ୫୧ ନମ୍ବର ରୁଟ୍‌ରେ ସାଧାରଣ ଓ ୫୦ ନମ୍ବର ରୁଟ୍‌ରେ ଏକ୍ସପ୍ରେସ୍‌ ବସ୍…

ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକାରେ ପୁଣି ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟ ହେବାରେ ଲାଗିଛନ୍ତି । ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।ଆମେରିକାର ଡାଟା ଇଣ୍ଟିଲିଜେନ୍ସି ଦ୍ୱାରା ପ୍ରକାଶିତ ମର୍ନିଂ କନ୍ସଲ୍ଟ୍ ପଲିଟିକାଲ୍ ଇଣ୍ଟେଲିଜେନ୍ସ ସର୍ଭେ ଅନୁସାରେ ନରେନ୍ଦ୍ର ମୋଦି ବିଶ୍ୱର…

ଉଦ୍ଧାର ହେଲା ବିରଳ କଇଁଛ, ଦେଖିବାକୁ ଲୋକଙ୍କ ଭିଡ଼

ପାରାଦ୍ୱୀପ: ଉଦ୍ଧାର ହୋଇଛି ବିରଳ କଇଁଛ । ପାରାଦ୍ୱୀପ ବଡ଼ ଗ୍ରାମରୁ ଏହି କଇଁଛ ଉଦ୍ଧାର ହୋଇଛି । କଇଁଛର ଉପର ଓ ତଳ ଭାଗରେ ପଟି ପଟି ହୋଇ କ୍ରସ ଚିହ୍ନ ରହିଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । କଇଁଛଟିକୁ ଛୋଟ ପିଲାମାନେ ଖେଳୁଥିବାବେଳେ ଦେଖିଥିଲେ । ଏହା ଦୁଇରୁ ତିନି ମାସର…

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ: ପୁଣି ନବୀନ ନମ୍ବର ଓ୍ୱାନ୍

ଭୁବନେଶ୍ୱର: ପୁଣି ନବୀନ ନମ୍ବର ଓ୍ୱାନ୍ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ୱୋକଙ୍କ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ଦେଶରେ ସବୁଠୁ ଅଧିକ । ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଇଣ୍ଡିଆ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୈତୃକ ସମ୍ପତିରେ ଝିଅଙ୍କ ରହିଛି ସମାନ ଅଧିକାର

ନୂଆଦିଲ୍ଲୀ:ମାନ୍ୟବର ସୁପ୍ରିମକୋର୍ଟ ପୈତୃକ ସମ୍ପତି ଉପରେ ଝିଅଙ୍କ ଅଧିକାର ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୈତୃକ ସମ୍ପତିରେ ଝିଅଙ୍କ ସମାନ ଅଧିକାର ରହିଛି । ଏହା ହିନ୍ଦୁ ପର୍ସନାଲ ଲ ଓ ହିନ୍ଦୁ ଉତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ । ୧୯୫୬ ପୂର୍ବରୁ ଯଦି ବି ବାପାଙ୍କ ମୃତ୍ୟୁ…

ରାଜଧାନୀରେ ଘନ କୁହୁଡି ଯୋଗୁଁ ବିମାନ ସେବା ବ୍ୟାହତ

ଭୁବନେଶ୍ୱର : ଘନ କୁହୁଡି ବଳୟ ଭିତରେ ରାଜଧାନୀ । ଏନେଇ ବିମାନ ଚଳାଚଳ ବ୍ୟାହାତ ହୋଇଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡି ପରିଲକ୍ଷୀତ ହୋଇଥିଲା ,ଭୁବନେଶ୍ୱର ବିମାନ ବନ୍ଦର ଘନ କୁହୁଡି ବଳୟ ଭିତରେ ରହିଥିଲା ।ଫଳରେ ନୂଆଦିଲ୍ଲୀରୁ ଆସୁଥିବା ବିମାନ ଭୁବନେଶ୍ୱରରେ ଅବତରଣ…