ସବୁ ମନେ ରହିବା ଅଭିଶାପ ପାଲଟିଛି ଏହି ମହିଳାଙ୍କ ପାଇଁ…
ବ୍ରିସବେନ: ଭଲ ସ୍ମରଣଶକ୍ତି ପାଇଁ ଆମେ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଥାଏ । ମାତ୍ର ଅଷ୍ଟ୍ରେଲିଆର ୩୧ ବର୍ଷୀୟ ରେବେକା ଶାରାକା କିଛି ଭୁଲିବା ପାଇଁ ବିକଳ ହେଉଛନ୍ତି । ୨୦୦୪ ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ତାଙ୍କର ମନେ ରହିଛି । କଣ ଖାଇଲେ, ପିନ୍ଧିଲେ ସବୁ କିଛି…