Latest Odisha News

BREAKING NEWS

Yearly Archives

2022

ସୋସିଆଲ ମିଡିଆକୁ ଫେରିଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍‌ ବା ଶାହାରୁଖ ଖାନ ପ୍ରାୟ ଚାରି ମାସର ଦୀର୍ଘ ବିରତି ପରେ ଶେଷରେ ସୋସିଆଲ ମିଡିଆକୁ ଫେରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ଭିଡିଓ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଭିଡିଓରେ ତାଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ଶାହାରୁଖଙ୍କ ସହ ନଜର ଆସିଛନ୍ତି।…

[ଭିଡ଼ିଓ] ଓଭରବ୍ରିଜ୍ ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍

କଟକ : ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା କାର୍ । ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ଲାଗିଲା ନିଆଁ ଆଉ ଆଖି ପିଛୁଳାକେ ଜଳିଗଲା ଚଳନ୍ତା କାର୍। ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଲିଙ୍କ୍ ରୋଡ ଓଭରବ୍ରିଜ୍ ଉପରେ। କଟକ ମଙ୍ଗଳାବାଗରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଚଳନ୍ତା କାରରେ…

କଟକରେ ହନିଟ୍ରାପ୍‌ ! ୩ ଅଭିଯୁକ୍ତ ଗିରଫ, ଯୁବତୀ ଫେରାର

କଟକ: କଟକରେ ହନିଟ୍ରାପ୍‌ । ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌ ଓ ବ୍ଲାକ୍‌ମେଲିଂ । କଟକ, ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ଜଣେ ଯୁବ ଇଞ୍ଜିନିୟରଙ୍କୁ ହନି ଟ୍ରାପର ଶୀକାର କରିବା ଅଭିଯୋଗରେ ଲାଲବାଗ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ…

ନିଖୋଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଜାରି

କାମାକ୍ଷାନଗର: ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣକ ହେଲେ ମୁଣ୍ଡେଇଲେ ଗାଁର ବିଶ୍ୱଭୂଷଣ ପଣ୍ଡା । ଗତ ୧୦ତାରିଖରୁ ସେ ନିଖୋଜ ଥିଲେ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଝିଲ୍ଲୀ-ପଥଗଡ଼ ରାସ୍ତାର ଚାଉଳିଆଝରଣ ବ୍ରିଜ ତଳୁ ଉଦ୍ଧାର ହୋଇଛି ମୃତଦେହ । ସୂଚନା ଅନୁସାରେ,…

[ଭିଡିଓ] ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମହିଳା

ଭୁବନେଶ୍ୱର: ବିଳାସମୟ ଯାତ୍ରୀବାହୀ ବସରେ ହଠାତ୍ ଲାଗିଥିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ବସ୍ । ସେହି ବସରେ ଥିବା ଜଣେ ମହିଳା ଜୀଅନ୍ତା ଜଳିଯାଇଥିଲେ । ଅନ୍ୟପଟେ ଜଣେ ପୁରୁଷ ବ୍ୟକ୍ତି ଗଭୀର ଭାବେ ଆହତ ହୋଇଥିବା ସୂଚନା ରହିଛି । ଗତକାଲି ଗୁଜରାଟର ସୁରଟ୍ ସହରରେ ଏପରି ହୃଦୟ ବିଦାରକ…

୨୮ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ୨୮ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସେ କହିଛନ୍ତି। ବିମାନ ଚଳାଚଳ ନିୟାମକ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ ଫେବୃଆରୀ ୨୮,…

ଆଖଣ୍ଡଳମଣୀ-କୁଆଖିଆ ରାସ୍ତା: ଧସିଲା ବନ୍ଧ, ଦବିଲା ରାସ୍ତା

ଭଦ୍ରକ: ବୈତରଣୀ ନଦୀକୁ ଧସିଲା ସୁରକ୍ଷାବନ୍ଧ । ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା । ଭଦ୍ରକ ଜିଲ୍ଲା ଆରଡ଼ି ନିକଟସ୍ଥ ବୋଡ଼କ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷାବନ୍ଧରେ ଫାଟ ସୃଷ୍ଟି ହୋଇଛି । ଏହାର କିଛି ଅଂଶ ନଦୀକୁ ଧସିଯାଇଛି । ଆଖଣ୍ଡଳମଣୀ କୁଆଖିଆ ଜାତୀୟ ରାଜପଥର ଦୁଇଶହ…

ଆମେରିକାକୁ ସମସ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଆମେରିକା ବିମାନ ବନ୍ଦରରେ ୫ଜି ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଏହାର ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଭାରତରୁ ଆମେରିକାକୁ ବିମାନସେବା ବନ୍ଦ କରି ଦେଇଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ ଭାରତରୁ ଆମେରିକାକୁ ଆମର ବିମାନ ସେବା ୧୯ ଜାନୁୟାରୀ…

[ଭିଡିଓ] ମୋଦିଙ୍କୁ ପାକିସ୍ତାନରୁ ଡାକରା, ଆମକୁ ଉଦ୍ଧାର କର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ବାସିନ୍ଦା ସହାୟତା ପାଇଁ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହି ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୁଜାଫରବାଦ…

[ଭିଡ଼ିଓ]ସ୍ୱିମିଂ ପୁଲରୁ ଆବର୍ଜନା ବାହାର କରୁଛି ହଂସ, ବାଣ୍ଟୁଛି ସଚେତନତା ବାର୍ତ୍ତା

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ହେଲେ ପ୍ଲାଷ୍ଟିକ ଯେ କ୍ଷତିକାରକ ମଧ୍ୟ ହୋଇପାରେ ତାହାକୁ ଲୋକେ ବୁଝିବା ଦରକାର । ପ୍ଲାଷ୍ଟିକରେ ତିଆରି ହେଉଥିବା ଜିନିଷକୁ ଖୋଲା ସ୍ଥାନରେ ଜଳାଇ ଦିଆଯାଏ କିମ୍ବା ମାଟିରେ ପୋତି ଦିଆଯାଏ । ହେଲେ ପ୍ଲାଷ୍ଟିକକୁ ଆମେ…