Latest Odisha News

BREAKING NEWS

Yearly Archives

2022

ଇସ୍ରାଏଲର ଏରୋ ଆଂଟି ବ୍ୟାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ତେଲ ଅବୀବ: ରକ୍ଷା କ୍ଷେତ୍ରରେ ଇସ୍ରାଏଲକୁ ଆଜି ବଡ ସଫଳତା ମିଳିଛି । ଏରୋ ୩ ଆଂଟି ବ୍ୟାଲେଷ୍ଟିକ ମିସାଇଲ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ଇସ୍ରାଏଲ ଏୟାରଫୋର୍ସ କିଛି ଦିନ ମଧ୍ୟରେ ଏହାକୁ ସାମିଲ କରିବ ବୋଲି ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଡିଫେନ୍ସ ସିଷ୍ଟମକୁ…

ପ୍ରେମିକ ଦେଇଥିଲା ପ୍ରେମିକାର ମାଆକୁ କିଡନୀ, ପ୍ରତିରୋପଣ ପରେ ପ୍ରେମିକା ଚମ୍ପଟ୍

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକା ପାଇଁ ଅନେକ ଲୋକ ଅପ୍ରତ୍ୟଶିତ ପଦକ୍ଷେପ ନେବାକୁ ପଛାଇନଥାନ୍ତି । ଏମିତି ଅନେକ କାହାଣୀ ଓ ଘଟଣା ରହିଛି ଯେଉଁଠି ପ୍ରେମିକା ପାଇଁ ଜଣେ ପ୍ରେମିକ ତା ଜୀବନକୁ ବି ବାଜି ଲଗାଇଦେଇଛି । ହେଲେ ସମସ୍ତଙ୍କ ପ୍ରେମ କାହାଣୀର ଅନ୍ତ କିନ୍ତୁ ସମାନ ନଥାଏ । ମେକ୍ସିକୋର…

ଏବେ କେବଳ ମାଲିକ ହାତରେ ଫୁଟିବ ବନ୍ଧୁକ

ୱାଶିଂଟନ: ଏବେ କେବଳ ମାଲିକ ହାତରେ ଫୁଟିବ ସ୍ମାର୍ଟ ବନ୍ଧୁକ । ଯାହାକୁ ଚୋର କି ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରି ପାରିବେ ନାହିଁ । ଏହାକୁ ସ୍ମାର୍ଟ ବନ୍ଧୁକ କୁହାଯାଏ । ଏହି ସ୍ମାର୍ଟ ବନ୍ଧୁକ ଦ୍ୱାରା ଘରେ ଶିଶୁଙ୍କ ଅଜାଣତରେ ବନ୍ଧୁକ ଫୁଟିବା ଏବଂ ଆତ୍ମହତ୍ୟା ଭଳି ଅଘଟଣକୁ ଏଡ଼ାଇ…

ୟୁପି ନିର୍ବାଚନ: ସୋନଭଦ୍ରର ୧୧ ଗ୍ରାମ ଶେଷ ଥର ପାଇଁ ଦେବେ ଭୋଟ

ଲକ୍ଷ୍ନୌ: ୟୁପି ନିର୍ବାଚନ ସରଗରମ ଜୋର ଧରିଥିବା ବେଳେ ସୋନଭଦ୍ରର ୧୧ଟି ଗ୍ରାମ କିନ୍ତୁ ଏହାଠାରୁ ଦୂରରେ ରହିଛି । ୟୁପିରାଜନୈତିକ ଦଳ ଏବଂ ନେତାଙ୍କ ଏହି ଗ୍ରାମଗୁଡିକ ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଭୋଟ ଦେବା ପ୍ରତି ଗ୍ରାମବାସୀଙ୍କ ଆଗ୍ରହ ମଧ୍ୟ ନାହିଁ । ୨୦୨୨ରେ ଶେଷ ଥର…

ଯାଜପୁରରେ ପଞ୍ଚାୟତ ନିର୍ବାଚନ ତାତି, କିଏ କରିବ ବାଜିମାତ?

ଯାଜପୁର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଗାଁଗାଁରେ ଛକ ବଜାରରେ ପୋଷ୍ଟର ବ୍ୟାନର ଲାଗି ସାରିଛି । ସିଟ୍ ହାତେଇବା ପାଇଁ ନେତାଙ୍କ ପ୍ରତିଶ୍ରୁତି ସାଙ୍ଗକୁ ଦେଖିବାକୁ ମିଳିଛି ସଭାକାର୍ଯ୍ୟ ଓ ବାଇକ୍ ର୍ୟାଲି । ପଞ୍ଚାୟତ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ…

ମର୍ମନ୍ତୁଦ ଦୁର୍ଘଟଣା, ବାଇକ-ଟ୍ରକ ଧକ୍କାରେ ୨ ଯୁବକ ମୃତ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ । ଭଦ୍ରକ-ଚାନ୍ଦବାଲି ରାସ୍ତା ଇଚ୍ଛାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ତିହିଡ଼ି ଥାନା ବୋଡ଼କ ଗାଁର ଦୁଇ ଯୁବକ । ସୂଚନା ଅନୁସାରେ, ଦୁଇ ଯୁବକ ଏକ ବାଇକ ଯୋଗେ ଘରକୁ ଯାଉଥିଲେ…

ମାତିଲେ ସାଇବର୍ ଠକ, ୧୦ ଦେଇ ଲୁଟିନେଲେ ୧୩ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର୍ ଠକ । ଲୁଟ କରିବାର ନିଆରା ଶୈଳୀ । ମୋବାଇଲ ନମ୍ବର ପୋଟାଲ୍ କରିବା ନାଁରେ ୧୦ ଦେଇ ଲୁଟିନେଲେ ୧୩ ଲକ୍ଷ ଟଙ୍କା । ଭୁବନେଶ୍ୱର ଶୈଳଶ୍ରୀବିହାର ଅଂଚଳରେ ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି ୧୦ଟଙ୍କା ଦେଇ ସାଇବର ଠକ ଲୁଟିନେଇଛନ୍ତି…

ଟିକାକରଣର ୬ ମାସ ପରେ କମୁଛି ଇମ୍ୟୁନିଟି ଲେବଲ୍‌!

ନୂଆଦିଲ୍ଲୀ: ଏସିଆନ୍ ହେଲଥ କେୟାର ଫାଉଣ୍ଡେସନ୍ ସହିତ ହାଇଦ୍ରାବାଦର AIG ହସ୍ପିଟାଲ୍ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାର ଫଳାଫଳ ପ୍ରକାଶ କରିଛି। ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୩୦% ବ୍ୟକ୍ତିଙ୍କ ଟିକାକରଣର ୬ ମାସ ପରେ ରୋଗ ପ୍ରତିରୋଧକ ସ୍ତର ହ୍ରାସ ପାଇଛି। ସଂପୂର୍ଣ୍ଣ ଟୀକାକରଣ…

ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ମିଳିଲାନି ସୁଯୋଗ, ପ୍ରତିବାଦ କରିବ ବିଜେଡ଼ି

ଭୁବନେଶ୍ୱର: ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି ସୁଯୋଗ ଦେଲାନି କେନ୍ଦ୍ର, ପ୍ରତିବାଦ କରିବ ବିଜେଡି । ଜାନୁଆରୀ ୨୬ରେ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରିବାର ସୁଯୋଗ ନମିଳିବା ଦୁଃଖର କଥା । ଏହାର ପ୍ରତିବାଦ କରାଯିବ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି…

ଟେନିସ୍‌କୁ ଅଲବିଦା କହିଲେ ସାନିଆ ମିର୍ଜା, ୨୦୨୨ ଶେଷ ସିଜିନ୍‌

ଭୁବନେଶ୍ୱର: ସନ୍ୟାସ ଘୋଷଣା କଲେ ଭାରତର ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା । ଚଳିତବର୍ଷ ଅଷ୍ଟ୍ରେଲିଆନ୍ ଓପନରେ ଆଜି ସେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ମହିଳା ଡବଲ୍ସ ମ୍ୟାଚରେ ପରାଜିତ ହେବା ପରେ ଚଳିତବର୍ଷ ସାନିଆ ଶେଷ…