Latest Odisha News

BREAKING NEWS

Yearly Archives

2022

ରାଜ୍ୟରେ ୧୧ ହଜାରେ ଉପରେ ଦୈନିକ କରୋନା କେସ୍, ଖୋର୍ଦ୍ଧାରୁ କେବଳ ୪ହଜାର

ଭୁବନେଶ୍ୱର: ରାଜ୍ୟରେ ୧୧ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୦୭ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୭୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୭୯ଟି । ୧୮ ବର୍ଷ ଭିତରେ ଆଉ ୯୯୧ ଜଣ ପଜିଟିଭ୍ ବାହାରିଛନ୍ତି । ୨୩ ଜିଲ୍ଲାରେ ଶହେ ଉପରେ ରହିଛି…

ଚଳିତ ବର୍ଷ ୨.୧ କୋଟିରୁ ଅଧିକ ଲୋକ ରହିବେ ବେରୋଜଗାର; ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ହେତୁ ୨୦୨୨ ମସିହାରେ ମଧ୍ୟ ବେକାରି ସମସ୍ୟା ବୃଦ୍ଧି ପାଇବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମହାମାରୀ ଯୋଗୁ କାର୍ଯ୍ୟକ୍ଷେତ୍ରରେ ଦୁଇ ପ୍ରତିଶତ ହ୍ରାସ ଘଟିବ। ଆଇଏଲ୍ଓ…

ଫାଙ୍କା ଗୁଳି ଚଳାଇ ପେଟ୍ରୋଲ ପମ୍ପରୁ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ଖୋର୍ଦ୍ଧା: ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ । କର୍ମଚାରୀଙ୍କୁ ମାଉଜର ଦେଖାଇଲେ । ଫାଙ୍କା ଗୁଳି ଚଳାଇ ଭୟଭୀତ କଲେ । ଏହାପରେ ୨ ଲକ୍ଷରୁ ଅଧିକ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରୁ ସଶସ୍ତ୍ର ଡକାୟତି…

ଆହୁରି ଦୁଇ ଦିନ ଜାରି ରହିବ ପ୍ରବଳ ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଜାଡ଼ରେ କଲବଲ ହେଉଛନ୍ତି ଲୋକେ । ଆଗାମୀ ଦୁଇଦିନ ଯାଏଁ ରାଜ୍ୟର ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ସ୍ଥିତି ଜାରି ରହିବ । ଆସନ୍ତା ଦୁଇ ଦିନ ପରେ ତିନି ଦିନ ରାତି…

ସୁପ୍ରିମକୋର୍ଟର ୧୦ ବିଚାରପତି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣ ବିଚାରପତି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣ ଜଷ୍ଟିସ୍ କେ. ଏମ୍. ଜୋସେଫ୍ ଓ ଜଷ୍ଟିସ ପି.ଏସ୍. ନରସିଂହା ସୁସ୍ଥ ହୋଇ କାର୍ୟ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି । ଏବେ ସୁପ୍ରିମକୋର୍ଟରେ ୩୨ ଜଣ ବିଚାରପତି…

କବିତା : ପ୍ରତାରଣା

ମିନାକ୍ଷୀ ଦ୍ବିବେଦୀ  ଘର ଭିତରେ ଶୂନ୍ଯତା ହିଁ ଶୂନ୍ଯତା କାହାର ସୋର ଶଦ୍ଦ ଟିକେ ବୋଲି ନାହିଁ ଏମିତିକି ଘର ଚଟିଆ ସବୁ ଚୁପଚାପ ।। ଶୁଭୁଛି ଘଡିର ଖାଲି ଟିକ୍ ଟିକ୍ ଶବ୍ଦ । ପରିବ୍ୟାପ୍ତ ମୋ ଛାଇ ସତେ ଯେମିତି ଅନୁସରଣ କରୁଛି ... ହସୁଛି, କାନ୍ଦୁଛି, ନାଚୁଛି.... ପୁଣି....…

ଧାରାବାହିକ ଉପନ୍ୟାସ : ଦେବୀ (୪୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୮ ଦେବୀର ନିରବତା ଆସ୍ତେ ଆସ୍ତେ ସଚଳ ହେଲା। ସେ ଖୁବ୍ ଧିରେ ଦେବକୁ କହିଲା ହଁ ହଁ ପ୍ରେମରେ ଅଛି। ତା ପରେ ଫିକ୍ କରି ହସିଦେଲା। ଦେବ ଭିତରେ ଏକ ବିଚିତ୍ର ଅନୁଭବ ତାକୁ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇ ରହିବାରେ।…

ଭାଷା ଭାଗବତ : ଭାଷାର ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫  ନଦୀ ମାତ୍ରକେ ବଂକାରେଖା ନୂତନ ଜଳ ନେଇ ଏକା ଉପରୁ ତଳକୁ ଖସଇ ସମୁଦ୍ର ସହିତ ମିଶଇ ସିଧା ଅଥବା ଗୋଲାକାର ନ ହୋଇପାରେ ଜଳଧାର ସେମିତି ଜ୍ଞାନର ପ୍ରବାହ ସଂସାରେ ବହେ ଅହରହଃ ଜ୍ଞାନକୁ କରିଲେ ଆବଦ୍ଧ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମନ୍ୱୟ ଓ ସାମ୍ୟବାଦୀ ଚେତନା ଓ ସନାତନ ଧର୍ମର ପ୍ରାଚୀନତା ବିଷୟ ଆଲୋଚନା କରିବା ପରେ, ଶ୍ରୀଜଗନ୍ନାଥ ସଂସ୍କୃତିର ଆଉ ଏକ ମହାନ ଦିଗ ସାମନାକୁ ଆସେ । ତାହା…

ସୀତାପୁର ଜେଲରୁ ନିର୍ବାଚନ ଲଢିବେ ସମାଜବାଦୀ ନେତା ଆଜମ୍

ଉତ୍ତରପ୍ରଦେଶ: ଜେଲରେ ରହି ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ । ଆମାଜ ଖାନ ବର୍ତ୍ତମାନ ସୀତାପୁର ଜେଲରେ ଅଛନ୍ତି । ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ତାଙ୍କୁ ଟିକେଟ୍ ଦେଇଛି ସମାଜବାଦୀ ପାର୍ଟି । ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ମଧ୍ୟ…