Latest Odisha News

BREAKING NEWS

Yearly Archives

2022

ରାଜଧାନୀରେ ଚାଞ୍ଚଲ୍ୟ, ମା’କୁ ମାରି ପୋଡ଼ିଦେଲା ପୁଅ

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ମା’କୁ ମାରି ପୋଡି ଦେଲା ପୁଅ । ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ମା’କୁ ହତ୍ୟା କରିଛି ସୈତାନ ପୁଅ । ଭୁବନେଶ୍ବର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ ଘଟିଛି ଏଭଳି ଘଟଣା । ଖବର ପାଇ ବଡ଼ଗଡ଼ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।…

କୋଭିଡ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାରଙ୍କ ଚିଠି

ନୂଆଦିଲ୍ଲୀ: କୋଭିଡ ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୨.୩୮ ଲକ୍ଷ ପଜିଟିଭ୍ କେସ୍ ଆସିଛି । Ministry of Health & Family…

ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ହେଲେ ସନ୍ତୋଷ କୁମାର ଷଡଙ୍ଗୀ

ନୂଆଦିଲ୍ଲୀ: ଓଡିଶା କ୍ୟାଡର୍ ଆଇଏସ୍ ଅଫିସର୍ ସନ୍ତୋଷ କୁମାର ଷଡଙ୍ଗୀ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟ ଅଧିନରେ ବୈଦେଶିକ ବାଣିଜ୍ୟ (ଫରେନ୍ ଟ୍ରେଡ୍‌) ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସଦ୍ୟ ସ୍ଥିତିରେ ସେ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଡିପାର୍ଟମେଣ୍ଟ ଅଫ୍ ସ୍କୁଲ୍ ଏଜୁକେସନ ଆଣ୍ଡ…

[ଭିଡିଓ] ବରଫରେ ଫସିଥିବା ୩୦ ଜଣ ଜଣଙ୍କ ସହ ୧୨ ଗାଡ଼ିକୁ ଉଦ୍ଧାର କଲେ ଭାରତୀୟ ସେନା

ଶ୍ରୀନଗର: ୩୦ ଜଣଙ୍କୁ ନୂଆ ଜୀବନ ଦେଲେ ଭାରତୀୟ ଯବାନ । ଯବାନଙ୍କ ବୀତା ଯୋଗୁଁ ସାଧାରଣ ଲୋକମାନେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଶ୍ରୀନଗରେ । ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବରପପାତ ହେଉଛି । ଚୌକିବାଲ-ଟଙ୍ଗଧର ରାସ୍ତାରେ ମଧ୍ୟ ବରଫ ପଡ଼ିବାର ଦୃଶ୍ୟ…

[ଭିଡ଼ିଓ] ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା: ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଭାରତର ଏକମାତ୍ର ସହର ଭାବେ ରାଉରକେଲା ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ…

ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି, ନିଜ ଜିଲ୍ଲାରେ ସାମିଲ ହୋଇପାରିବେ ନାହିଁ ନେତା ଓ ମନ୍ତ୍ରୀ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ପାଇଁ ଜାରି ହୋଇଛି ଗାଇଡ୍‌ଲାଇନ୍ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏବଂ ଏହି ସମୟରେ ସାଧାରଣତଦନ୍ତ୍ର ଦିବସ ପଡୁଥିବାରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ମାର୍ଗଦର୍ଶିକା ଜାରି…

ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ଵର : ଗତ ବର୍ଷ ଭଳି ଏଥର ମଧ୍ୟ କରୋନା ମହାମାରୀ ପ୍ରକୋପ ମଧ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ । ଏ ନେଇ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନର । ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ  ବିଧି ଲାଗୁ ହୋଇଥିବାରୁ ଏଥର ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର…

ଫଟୋ କହେ କଥା, ବ୍ରାଜିଲର ଶ୍ରବଣ କୁମାର

ଭୁବନେଶ୍ୱର: ରାମାୟଣରେ ନିଜ ପିତାମାତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ଶ୍ରବଣ କୁମାର । ନିଜ ବାପାମାଆଙ୍କୁ ଦୁଇଟି ଟୋକେଇରେ ବସାଇ ସେ କାନ୍ଧରେ ବୋହିନେବା ଭଳି ଅନେକ ଚିତ୍ର ଆମେ ଦେଖିଛୁ । ତେବେ ନିକଟରେ ଏକ ଫଟୋ ବି ଠିକ୍ ସେମିତି କିଛି ମର୍ମ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି…

[ଭିଡ଼ିଓ] ମତଙ୍ଗେଶ୍ୱର ମହାଦେବ ମନ୍ଦିରରେ ମର୍କତ ମଣି ରହସ୍ୟ

ଭୁବନେଶ୍ୱର: ମହାଦେବଙ୍କ ପ୍ରିୟ ହେଉଛି ନାଗ ମଣି । ଶିବଲିଙ୍ଗ ୧୮ଫୁଟ ତଳେ ରହିଛି ନାଗମଣି । ଏହି ମଣି ପୁଣି ମହାଦେବଙ୍କର । ଏଠାରେ ଯାହା ମାନସକି କରିବ ତାହା ପୂରଣ ହୋଇଥାଏ । କୁହାଯାଏ ଏହି ମନ୍ଦିରରେ ମହାଦେବ ଓ ମାଆ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଲୋକଙ୍କ ବିଶ୍ୱାସ ରହିଛି…

ପଂଚାୟତ ନିର୍ବାଚନ ପରିଚାଳନାର ନିରପେକ୍ଷତାକୁ ନେଇ ସନ୍ଦେହ ଘନୀଭୁତ: ଡ. ଲେଖାଶ୍ରୀ

ଭୁବନେଶ୍ୱର: ଦୁର୍ନୀତିଗସ୍ତ ଓ ଭ୍ରଷ୍ଠାଚାରୀ ରାଜ୍ୟ ସରକାରଙ୍କ କାରଣରୁ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି, ଅବ୍ୟବସ୍ଥିତ ଧାନ ମଣ୍ଡି, ପଛୁଆ ଓ ଆଦିବାସୀ ସଂରକ୍ଷଣ ବ୍ୟବସ୍ଥାକୁ…