Latest Odisha News

BREAKING NEWS

Yearly Archives

2022

ବିଜେପିରେ ମିଶିଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଷ୍ଣତା ବଢ଼ିବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପିରେ ମିଶିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂ ଯାଦବ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ ।…

ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା

ଭୁବନେଶ୍ବର : ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା । ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତା ବ୍ୟବସାୟୀକୁ ଧରିଛି ଏସଟିଏଫ । ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ଅଜିତ କୁମାର…

ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢ଼ୁଛି । ୨୪ଘଣ୍ଟାରେ ୧୧,୬୦୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ,…

ଓଡ଼ିଶାରେ ପହଞ୍ଚିଲା ଓମିସିଓର ଟେଷ୍ଟିଂ କିଟ୍, ଓମିକ୍ରନ ଟେଷ୍ଟ ହେବ ସହଜ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଓମିସିଓର ଟେଷ୍ଟିଂ କିଟ୍ । ଏଣିକି ଓମିକ୍ରନ ଟେଷ୍ଟ କରିବା ସହଜ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଆସିଛି କିଛି ପରିମାଣର କିଟ୍ । କିଟ୍ ଆସିବା ପରେ ଏହାର ଡ୍ରାଏ ରନ୍ ଚାଲିଛି । କିଟ୍ ଠିକ ଅଛି କି ନାହିଁ ଟେଷ୍ଟ କରାଯାଉଛି । ଇଣ୍ଟରନାଲ ଷ୍ଟଡ଼ି ପାଇଁ…

କରୋନାର ଏବେ ଅନ୍ତ ନାହିଁ, ଚେତେଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ମହାମାରୀର ଏବେ ଅନ୍ତ ନାହିଁ । ଏଭଳି କଡ଼ା ଚେତାବନୀ ଶୁଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଅଧାନୋମ୍ ଘେବ୍ରିୟସସ୍ । ଅର୍ଥାତ୍ କେବେ କରୋନା ମରିବ କହିବା ମୁସ୍କିଲ । ସେହିପରି ଓମିକ୍ରନ୍ ଭାରିଆଣ୍ଟକୁ ହାଲୁକା ଭାବରେ ନନେବା ପାଇଁ ସାରା ବିଶ୍ୱକୁ ଚେତେଇ…

ଆଉ ନାହାନ୍ତି ବିଶ୍ୱର ବୟସ୍କ ବ୍ୟକ୍ତି, ୧୧୨ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ଦେହାନ୍ତ । ୧୧୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୟସ୍କ ବ୍ୟକ୍ତି ସ୍ପାନିୟାର୍ଡ ସାଟ୍ରୁନିନୋ ଡି ଲା ଫୁଏଣ୍ଟି ଗାର୍ସିଆ । ୧୧୨ ବର୍ଷ ୩୪୧ ଦିନରେ ତାଙ୍କର ପରଲୋକ ହୋଇଛି । ଏନେଇ ଗୀନିଜ୍ ଓ୍ୱାର୍ଲଡ ରେକର୍ଡସ ପକ୍ଷରୁ ସୂଚନା…

ଏହିସବୁ ସ୍ଥାନକୁ ଭ୍ରମଣ ନିଷେଧ; ସତର୍କ କଲା ସିଡିସି

ୱାଶିଂଟନ: ଇସ୍ରାଏଲ, ଅଷ୍ଟ୍ରେଲିଆ, ଇଜିପ୍ଟ, ଆଲବେନିଆ, ଆର୍ଜେଣ୍ଟିନା ଏବଂ ଉରୁଗୁଏ ସମେତ ୨୨ ଟି ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଯାତ୍ରା କରିବା ପାଇଁ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମଙ୍ଗଳବାର ପରାମର୍ଶ ଦେଇଛି। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ…

ଗାଁକୁ ନାହିଁ ଭଲ ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

କେନ୍ଦୁଝର: ପୁଣି ଆସିଲା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର । କେନ୍ଦୁଝର ଜିଲ୍ଲାର ସିଲିପଦା ଗାଁରୁ ଆସିଛି ଏହିଭଳି ଚିତ୍ର । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ହେଲେ ଭାଗ୍ୟର ବିଡ଼ମ୍ବନା ମେଡ଼ିକାଲରେ ଠିକ ସମୟରେ ପହଞ୍ଚି…

ଦେଶରେ ପୁଣି ଅଢ଼େଇ ଲକ୍ଷ ପାର କଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦୁଇ ଦିନ କମିବା ପରେ ଦେଶରେ ପୁଣ ବଢ଼ିଛି ଦୈନିକ କରୋନା କେସ୍ । ଗତକାଲି ଅଢ଼େଇ ଲକ୍ଷ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଥରେ ତିନି ଲକ୍ଷ ମୁହାଁ ହୋଇଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮୨ହଜାର ୯୭୦ ଆକ୍ରାନ୍ତ । ଗତକାଲି ଅପେକ୍ଷା ୪୪ହଜାର ୮୮୯…

ଗଣତନ୍ତ୍ର ଦିବସ ସମାରୋହରେ କରୋନା ପ୍ରଭାବ; ଏଥର ବି ମୁଖ୍ୟ ଅତିଥିଙ୍କ ବିନା ଅନୁଷ୍ଠିତ ହେବ ପରେଡ୍‌

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଦେଖିବାକୁ ମିଳିବ। ଗତ ବର୍ଷ ଭଳି ଏହି ବର୍ଷ ଏଥର ମଧ୍ୟ ମୁଖ୍ୟ ଅତିଥି ଭାବେ କୌଣସି ବିଦେଶୀ ନେତା ରାଜପଥରେ ଆୟୋଜିତ ପ୍ୟାରେଡ୍‌ରେ ଯୋଗ ଦେଇପାରିବେ…