Latest Odisha News

BREAKING NEWS

Yearly Archives

2022

ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ବିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ ସମନ୍ୱିତ ଭୌତିକ ଚିକିତ୍ସା ସେବା । ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି ହସ୍ପିଟାଲ ପରିସରରେ ଏକ ଆଧୁନିକ ଭୌତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଛି ।…

ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲା, ୧୦ ଦିନ ପରେ ଧରାପଡ଼ିଲା ଅଭିଯୁକ୍ତ

କୋରାପୁଟ : ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଜୟପୁର ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ କୁସୁମପୁଟର ମୀନ ବାରିକ । ପାଡୁଆ ଜଙ୍ଗଲରୁ…

ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଲୋକପ୍ରିୟତା ପାଉଛି ବିଡିଏର ଟାଉନ୍ ପ୍ଲାନିଂ ସ୍କିମ୍

ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଲୋକପ୍ରିୟତା ପାଉଛି ବିଡିଏର ଟାଉନ୍ ପ୍ଲାନିଂ ସ୍କିମ୍ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ବୈଠକରେ…

ଶାର୍ଦ୍ଦୁଳଙ୍କୁ ୭ ୱିକେଟ: ଦକ୍ଷିଣ ଆଫ୍ରିକା ୨୨୯ରନରେ ଅଲଆଉଟ

ଜୋହନ୍ସବର୍ଗ: ଶାର୍ଦ୍ଦୁଳ ଠାକୁରଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଦକ୍ଷିଣ ଆଫ୍ରିକାକୁ ୨୨୯ ରନରେ ଭାରତ ଅଲଆଉଟ କରିଦେଇଛି । ଶାର୍ଦ୍ଦୁଳ ଏକାକୀ ୭ ୱିକେଟ ହାସଲକାରୀ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ…

ପୁରୀରେ ଚାଞ୍ଚଲ୍ୟ ଖେଳାଇଲା ରହସ୍ୟମୟ ପାରା

ପୁରୀ : ପୁରୀରେ ଚାଞ୍ଚଲ୍ୟ ଖେଳାଇଲା ରହସ୍ୟମୟ ପାରା । କିଛି ଦିନ ପୂର୍ବରୁ ରାଉରକେଲାରେ ଦେଖାଯାଇଥିବା ପାରା ଏବେ ପୁରୀ ମାଳତୀପାଟପୁର ପାଖରେ ଦେଖାଦେଇଛି । ଏହି ପାରାର ଗୋଡରେ ଦୁଇଟି ରିଙ୍ଗ୍ ଲାଗିଥିବା ବେଳେ ସେଥିରେ କିଛି ନମ୍ବର ଲେଖା ହୋଇଛି । ଏପରିକି ପାରାଙ୍କ ପାଟିରେ କିଛି କେମିକାଲ…

କରୋନା କବଳରେ କୋଲକାତା, ୮୦ ପୋଲିସ କର୍ମଚାରୀ ସଂକ୍ରମିତ

ଭୁବନେଶ୍ୱର: କୋଲକାତାରେ କରୋନା ଖେଳୁଛି ମୃତ୍ୟୁର ଖେଳ । ଗତକାଲି ଶତାଧିକ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଖବର ଚାଂଚଲ୍ୟ ସୃଷ୍ଟି କରିଥିଲା । ଆଜି ଅତ୍ୟଧିକ ସଂଖ୍ୟାରେ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହେବା ଘଟଣା ପଶ୍ଚିମବଙ୍ଗ ପ୍ରଶାସନକୁ ଚିନ୍ତାରେ ପକାଇଛି । କରୋନା କବଳରେ…

ଓମିକ୍ରନ ମୂଷା ମାଧ୍ୟମରେ ମଣିଷ ଶରୀରରେ ପଂହଚିଛି : ଚୀନ ବୈଜ୍ଞାନିକ

ବେଜିଂ: କରୋନା ମହାମାରୀର ନୂତନ ଭ୍ୟାରିଆଂଟ ଓମିକ୍ରନ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଚୀନର ରିସର୍ଚ୍ଚ ସାଇନ୍ସ ଡାଇରେକ୍ଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଗବେଷକମାନେ ଗବେଷଣା କରି କହିଛନ୍ତି ଯେ, ଓମିକ୍ରନ ମୂଷାଙ୍କ ଶରୀରରେ ମ୍ୟୁଟେଟ ହୋଇ ମଣିଷ ପାଖକୁ ଆସିଛି । ଏହାକୁ ହୋଷ୍ଟ…

୧୦ ଦିନ ମଧ୍ୟରେ ସରକାରୀ, ବେସରକାରୀ ଓ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ…

ଓଡ଼ିଶାର ୭ଟି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୩ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରାଯାଇଛି । ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି ଏବଂ ଗଞ୍ଜାମ ଜିଲ୍ଲା…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ବର : ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍ ବିଲ୍ଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ଭୁବନେଶ୍ବର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ ।…