ଆଇପିଏଲକୁ ଫେରିବା ସଙ୍କେତ ଦେଲେ ଡିଭିଲର୍ସ !
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ପ୍ରଶଂସକମାନେ ନିରାଶ ହୋଇ ପଡିଥିଲେ । ତେବେ ଆଜି ବିଶ୍ୱର ଏହି ମହାନ ଖେଳାଳି ପରୋକ୍ଷରେ ଆଇପିଏଲ ଓ ଆରସିବିକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି ।
ସଣ୍ଡେ ଟାଇମ୍ସକୁ…