Latest Odisha News

BREAKING NEWS

Yearly Archives

2022

ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା

ବ୍ରହ୍ମପୁର: ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏଥିପାଇଁ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ‘ନିର୍ଭୟା କଢି’ ଯୋଜନାର…

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୮୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲାର । ୫୦ ବର୍ଷୀୟ ବ୍ୟକ୍ତି…

ଓମିକ୍ରନ୍ ଚିହ୍ନଟ ପାଇଁ RT-PCR କିଟକୁ ମଞ୍ଜୁରୀ ଦେଲା ICMR

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ମାଡୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଭାରତରେ ବି ସଂକ୍ରମିତଙ୍କ ସଂଖ୍ୟା ୧୮ଶହ ପାର କଲାଣି । ଏଭଳି ସ୍ଥିତିରେ ଓମିକ୍ରନକୁ ଚିହ୍ନଟ କରିବା ପାଇଁ ପ୍ରଥମ କିଟରୁ ମଞ୍ଜୁରୀ ଦେଇଛି ଆଇସିଏମଆର୍ । ଏହାକୁ ଟାଟା ମେଡିକାଲ୍ ପ୍ରସ୍ତୁତ କରିଛି । ଏହାର ନାଁ…

ଓଡିଶା ବିଧାନସଭାକୁ ସମ୍ମାନଜନକ ଇ-ଗଭର୍ଣ୍ଣାନସ୍ ପୁରସ୍କାର

ଭୁବନେଶ୍ୱର: ଓଡିଶା ବିଧାନସଭାକୁ ସମ୍ମାନଜନକ ଇ-ଗଭର୍ଣ୍ଣାନସ୍ ପୁରସ୍କାର । ଓଡ଼ିଶା ବିଧାନସଭାକୁ ସମ୍ମାନଜନକ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍‌ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ବିନା କାଗଜରେ ଡିଜିଟାଲ୍‌ ମୋଡ୍‌ରେ ସୂଚାରୁ ରୂପେ ବିଧାନସଭା କାର୍ଯ୍ୟ…

ମାଡୁଛି କରୋନା: ମେଡିକାଲ କଲେଜର ୧୦୦ ଛାତ୍ରଛାତ୍ରୀ ପଜିଟିଭ୍

ଚଣ୍ଡୀଗଡ଼: ଓମିକ୍ରନ୍ କେସ୍ ପରେ ଦେଶରେ କରୋନା ସଂକ୍ରମଣ ଅଚାନକ ଉପରମୁହାଁ ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ମେଡିକାଲ କଲେଜରେ ପଶିଲାଣି କରୋନା । ପଞ୍ଜାବର ପଟିଆଲାରେ ଥିବା ସରକାରୀ ମେଡିକାଲ୍ କଲେଜରେ ଶହେ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଏକାଥରକେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ…

ଓଡ଼ିଶାରେ କରୋନାର ଲମ୍ବା ଡିଆଁ: ଏକାଥରକେ ୬୮୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମାରିଛି ଲମ୍ବା ଲମ୍ଫ । ଏକାଥରକ ସଂକ୍ରମିତଙ୍କ ସଂଖ୍ୟା ୬୦୦ ପାର । ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୦ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ଶହ ବଢ଼ିଛି । ଆଜି ୧୮ ବର୍ଷ ଭିତରେ ୧୧୯ ଜଣ ସଂକ୍ରମିତ…

ପରପାରିରେ ଶତାୟୁ ଭାଇସ ଆଡମିରାଲ ଏସ୍.ଏଚ୍ ଶର୍ମା, ବୁଧବାର ଶେଷକୃତ୍ୟ

ଭୁବନେଶ୍ୱର: ଭେଟେରାନ ଯୋଦ୍ଧାଙ୍କ ପରଲୋକ । ୧୯୭୧ ଭାରତ-ପାକ୍ ଯୁଦ୍ଧର ନାୟକ ଭାଇସ ଆଡମିରାଲ ଏସ.ଏଚ ଶର୍ମାଙ୍କ ସୋମବାରଦିନ ପରଲୋକ ହୋଇଯାଇଛି । ପାକିସ୍ତାନ ବିରୋଧରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ଅସୀମ ବୀରତ୍ବ ପ୍ରଦର୍ଶନ କରିଥିବା ଶର୍ମାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ…

ତପସ୍ୱିନୀ-ସୁମିତ ବିବାଦ: ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ

ବ୍ରହ୍ମପୁର: କେବେ ତୁଟିବ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ? କେଉଁଠି ରହିବେ ତପସ୍ୱିନୀ ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ । ପୂର୍ବରୁ ଡିସେମ୍ୱର ୨୭ ତାରିଖରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପିଟିସନର ଏକତ୍ର ଶୁଣାଣି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୩ ପୋଲିସ୍ ମୃତ

ବିହାର: ବିହାରର ପାଟନାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ମଙ୍ଗଳବାର ଦିନ ସକାଳୁ ଡ଼କ ଦୁର୍ଘଟଣାରେ ତିନି ଜଣ ପୋଲିସ୍ କର୍ମୀଙ୍କର ମୃତ୍ୟୁ ହୋଇଯାଇଛି । ଏହା ସହିତ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ହାଇୱା  ନିୟନ୍ତ୍ରଣ ହରାଇ ପାଟ୍ରୋଲିଂ କରୁଥିବା ଏକ ପୋଲିସ୍ ଜିପ୍ ଉପରେ ଚଢ଼ିଯାଇଥିଲା । ଯାହାଫଳରେ…

ଦେଶରୁ ଆଜି ୩୭ ହଜାର କରୋନା ପଜିଟିଭ୍, ୧୦% ବଢ଼ିଲା ଦୈନିକ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରଛି ଲମ୍ବା ଲମ୍ଫ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ହଜାର ୩୭୯ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୩ହଜାରରୁ ଅଧିକ । ଅର୍ଥାତ୍ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ସଂକ୍ରମଣ ୧୦ ପ୍ରତିଶତ…