ଓମିକ୍ରନ୍ ବିପଦ ପରେ ଫ୍ରାନ୍ସରୁ ଆଉ ଏକ ଭାରିଆଣ୍ଟ୍ ଚିହ୍ନଟ
ଦିଲ୍ଲୀ: କରୋନା ଓ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରୁ ଆଉ ଏକ ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ ମାନେ ଏହାକୁ ବି.୧.୬୪୦.୨ ରୁପେ ଚିହ୍ନଟ କରିଛନ୍ତି ।
ଏହି ଭାରିଆଣ୍ଟରେ…