Latest Odisha News
Yearly Archives

2022

ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର 

ପୁରୀ: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ବେଳାଭୂମି ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରେ ଜଣେ ଯୁବତୀ ମୁହଁ ମାଡ଼ି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ  । ମୃତ ଯୁବତୀ ଜଣକ…

ଆରପାରିରେ ଅଭିନେତା ବିକ୍ରମ ଗୋଖଲେ

ନୂଆଦିଲ୍ଲୀ : ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା  । ଗତ ୫ ତାରିଖରେ  ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ…

ଛତିଶଗଡରେ ୪ ମାଓବାଦୀ ନିପାତ, ୩ ରାଇଫଲ୍ ଜବତ

ରାୟପୁର: ଛତିଶଗଡରେ ୪ ମାଓବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏହାସହିତ ସେମାନଙ୍କ ଠାରୁ ୩ଟି ରାଇଫଲ୍ ଜବତ ହୋଇଛି । ନିହତ ୪ ମାଓବାଦୀ ମଧ୍ୟରୁ ୨ଜଣ ମହିଳା । ବିଜେପୁର ପୋମରା ଗାଁରେ ସକାଳ ସାଢେ ସାତଟାରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ…

ଶୋଭିତାଙ୍କ ସହ ବିଦେଶ ଯାତ୍ରା କଲେ ନାଗା, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ । ଶୋଭିତାଙ୍କୁ ଡେଟ୍‌ କରୁଥିବା ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  । ନିକଟରେ ସାଉଥ ସୁନ୍ଦରୀ ସାମନ୍ଥା ରୁଥ ଏବଂ ନାଗାଙ୍କର ଛାଡ଼ପତ୍ର ହୋଇଥିଲା  । ଏନେଇ ନାଗା ଏବଂ ଶୋଭିତାଙ୍କ ଫଟୋକୁ ନେଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛି…

କୁକୁର ଭୁକିଲା ବୋଲି ମାଲିକଙ୍କ ଜୀବନ ନେଇଗଲେ

ନୂଆଦିଲ୍ଲୀ: କୁକୁର ଭୁକିଲା । ହେଲେ ରାଗ ସୁଝାଇଲେ ମାଲିକଙ୍କ ଉପରେ । ଫଳ କାଟିବା ପାଇଁ ଆଣିଥିବା ଛୁରିରେ ମାଲିକଙ୍କ ଗଳାକାଟି ହତ୍ୟା କରିଦେଲେ । ଏବେ ନିଜ ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ରାଜବିନ୍ଦର ସିଂ । ଅଷ୍ଟ୍ରେଲିଆ ପୋଲିସ  ଆସି ଦିଲ୍ଲୀରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ।…

୩୦ ଗ୍ରାମ ବ୍ରାଉନସୁଗର ସହ ମହିଳା ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡକୁ ସଫଳତା । ମେଟୁଆଣି ଗଡିଆ ଅଞ୍ଚଳରେ ଚଢ଼ାଉ ପରେ ମିଳିଛି ୩୦ ଗ୍ରାମ ବ୍ରାଉନସୁଗାର । ବ୍ରାଉନସୁଗର ରଖିଥିବା ମହିଳା ମଧ୍ୟ ଗିରଫ। ମୋବାଇଲ ସ୍କ୍ୱାଡ୍ ଅଧିକାରୀ ସମୀର ରଞ୍ଜନ ମହାନ୍ତି ଆଜି ସକାଳୁ ଯାଜପୁର ରୋଡ୍ ଥାନା ୧୯ନଂ ୱାର୍ଡର ମେଟୁଆଣି…

ସ୍କୁଲ ବନ୍ଦକୁ ବିରୋଧ କରି ଧାରଣାରେ ଅଭିଭାବକ ଓ ଛାତ୍ରଛାତ୍ରୀ

ସୁବର୍ଣ୍ଣପୁର:   ମାସର ଅଧା ଦିନ ବନ୍ଦ ରହୁଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମାରାଡୁଗୋଛା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପାଠପଢା । ଏହାକୁ ନେଇ ଅଭିଭାବକ ଓ ପରିଚାଳନା କମିଟି ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ  ଦେଖାଦେଇଛି । ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଭିଭାବକ ଓ…

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିରୁଦ୍ଧରେ ଅଭିଯୋଗ, କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଠିକ ଭାବରେ ହେଉନଥିବାରୁ ଏକାଡେମୀର କର୍ମଚାରୀମାନେ ଅନୁଷ୍ଠାନର ସଚିବଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଆଣି ହଠାତ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ଫଳରେ ଏକାଡେମୀର କାର୍ଯ୍ୟରେ…

ଜେଲରୁ ପୁଣି ଭାଇରାଲ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ପୁଣି ଅଡୁଆାରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ   । ତିହାର  ଜେଲ ଭିତରେ ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବା ପରେ ଅଡୁଆ ବଢିବାରେ ଲାଗିଛି । ଏବେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସେପ୍ଟମ୍ବର ୧୨ ତାରିଖ ରାତି ପ୍ରାୟ ୮ଟା ସମୟର…

ନେତାଙ୍କ କାନ୍ଦ ଦେଖି ହସୁଛନ୍ତି ଜନତା, ଚାଷୀ ଜଳକା

ଭୁବନେଶ୍ୱର: କାହା  ଆଖିରେ ଲୁହ ନିଜ ଆଖି ଦେଖିଲେ ଆପେ ଓଦା ହୋଇଯାଏ । ସେଥିପାଇଁ କେହି ଜଣେ କାନ୍ଦକୁ ସଂକ୍ରମଣ ବୋଲି କହିଥିଲେ । ହେଲେ ଏ କି ଦୃଶ୍ୟ ! ଅନ୍ୟର କାନ୍ଦ କେବେ ହାସ୍ୟରୋଳ ସୃଷ୍ଟି କରପାରେ ? ହେଲେ ଏଠି ବିଜେଡି-ବିଜପି କାନ୍ଦ ସାରା ରାଜ୍ୟବାସୀଙ୍କୁ ହସାଉଛି ! ହଁ, ରାଜନୀତିରେ…