Latest Odisha News

BREAKING NEWS

Yearly Archives

2022

ଇରାନ ଫୁଟବଲ ଖେଳାଳି ଅଲୀ ଦେଇଙ୍କ ପତ୍ନୀ ଓ ଝିଅକୁ ଦେଶ ବାହାରକୁ ଛଡାଗଲା ନାହିଁ

ତେହେରାନ: ଇରାନର ଷ୍ଟାର ଫୁଟବଲ ଖେଳାଳି ଅଲୀ ଦେଇ ମଙ୍ଗଳବାର ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଦେଶ ବାହାରକୁ ଛଡା ଯାଉ ନ ଥିବା ନେଇ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସୋମବାର ଅଲୀଙ୍କ ପତ୍ନୀ ତେହେରାନରୁ ଦୁବାଇ ପାଇଁ ଫ୍ଲାଇଟ ଟିକେଟ କରିଥିଲେ । ବିମାନ ଉଡିବା ପରେ ହଠାତ ଏହାର ରୁଟ ବଦଳାଯାଇ…

ଡିସେମ୍ବର ୩୧ରୁ ଏହି ୪୭ଟି ଫୋନରେ ଆଉ ଚାଲିବନି ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ଦିନ କେଇଟା ପରେ ନୂଆ ବର୍ଷ ଆସିବ । କାନ୍ଥରେ ଲାଗିଥିବା କ୍ୟାଲେଣ୍ଡର ବଦଳିବା ସହ ହ୍ୱାଟ୍ସଆପ୍ ଆଉ ଆପଣଙ୍କ ଫୋନରେ କାମ କରିବନି । ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏଣ୍ଡ୍ରୟଡ୍ ଓ ଆଇଫୋନର କେତେକ ମଡେଲରେ ଆଉ ଚାଲିବ ନାହିଁ ।…

ଟି୨୦ରୁ ବ୍ରେକ ନେବେ କୋହଲି

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟି୨୦ରୁ ବ୍ରେକ ନେବେ । ସେ ଏ ନେଇ ବିସିସିଆଇକୁ ପତ୍ର ଲେଖିଛନ୍ତି । ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଅଧିକରୁ ଅଧିକ ମନୋନିବେଶ କରିବା ପାଇଁ କୋହଲି ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ସମ୍ପୂର୍ଣ୍ଣ କିମ୍ବା କେତେ ଦିନ…

୧୦୨ ସନ୍ତାନ ଜନ୍ମ ପରେ ବୁଦ୍ଧି ପଶିଲା, କଲେ ପରିବାର ନିୟୋଜନ

ନୂଆଦିଲ୍ଲୀ: ହୁ ହୁ ବଢୁଛି ଜନସଂଖ୍ୟା । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ  କାର୍ଯ୍ୟକାରୀ ହୋଇଛି ପରିବାର ନିୟନ୍ତ୍ରଣ ଯୋଜନା ।  ହେଲେ ଏହାର ବ୍ୟତ୍ରିକମ ହେଉଛନ୍ତି ମୁସା ହସାହୟା  ।  ତାଙ୍କର ୨ ବା ୪ ପତ୍ନୀ ନୁହଁନ୍ତି, ୧୨ ଜଣ ପତ୍ନୀ । ଆଉ ସନ୍ତାନ ସଂଖ୍ୟା ଶୁଣିଲେ…

ଚର୍ଚ୍ଚାରେ ଡିମିଟ୍ରିଙ୍କ ଭବିଷ୍ୟବାଣୀ: ଆମେରିକାରେ ଗୃହଯୁଦ୍ଧ, ଏସିଆ ହେବ ସବୁଠାରୁ ବଡ ଷ୍ଟକ ମାର୍କେଟ

ମସ୍କୋ: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଡିମିଟ୍ରି ମେଡଭେଡେଭଙ୍କ ଭବିଷ୍ୟବାଣୀ ଏବଂ ଚର୍ଚ୍ଚାର କାରଣ ସାଜିଛି । ୨୦୨୩ ପାଇଁ ସେ କରିଥିବା ଭବିଷ୍ୟବାଣୀ ଭିତରେ ଆମେରିକାର ଗୃହଯୁଦ୍ଧଠାରୁ ଆରମ୍ଭ କରି ଏସିଆରେ ସବୁଠାରୁ ବଡ ଷ୍ଟକ ମାର୍କେଟ ହେବ ରହିଛି । ଡିମିଟ୍ରିଙ୍କ ଭବିଷ୍ୟବାଣୀ ୧.…

ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ରାୟଗଡ଼ାର ଏକ ହୋଟେଲରେ ୨ ଋଷୀୟ ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଥିଲା । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ…

ପଞ୍ଚାୟତ କାର୍ଯ୍ୟାଳୟରେ ଓଲଟା ଝୁଲୁଛି ଜାତୀୟ ପତାକା

ଢେଙ୍କାନାଳ: ଜାତୀୟ ପତାକାକୁ ଅସମ୍ମାନ ।  ଜାତୀୟ ପତାକାକୁ ଝାଲର କରି ଟଙ୍ଗା ଯାଇଛ ଦରଜା ଓ କବାଟରେ  ।   ଓଲଟା ମାଳ କରି ଝୁଲା ଯାଇଛି । ଗୋଟିଏ ବା ଦୁଇ ଦିନ ନୁହେଁ, ଦୀର୍ଘ ଦିନ ହେଲା ଏହି ମାଳ ଏଠାରେ ଝୁଲୁଥିବାବେଳେ କାହାର ଏଥିପ୍ରତି ନଜର ନାହିଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି…

କୋଭିଡ୍ ନାଜାଲ୍ ଭ୍ୟାକ୍ସିନ ଇଙ୍କୋଭାକ୍ ପାଇଁ ସ୍ଲଟ : କୋଓ୍ୱିନ ପୋର୍ଟାଲରେ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଜାନୁଆରୀରୁ ଘରୋଇ ସ୍ତରରେ ମିଳିବ ନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍ । ଯାହାର ମୂଲ୍ୟ ରହିବ ୮୦୦ ଟଙ୍କା । ତା ସହିତ ଟ୍ୟାକ୍ସ ବି ଦେବାକୁ ପଡିବ । କୋଓ୍ୱିନ ପୋର୍ଟାଲରେ ଏବେ ସ୍ଲଟ ବୁକିଂ ଆରମ୍ଭ ହେଲାଣି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଛି ନାଜାଲ ଭ୍ୟାକ୍ସିନ ଇଙ୍କୋଭାକ୍…

ବିଜେପିର ୨୦୨୪ ବ୍ଲୁ-ପ୍ରିଣ୍ଟ, କି ମନ୍ତ୍ର ଦେବେ ନଡ୍ଡା ?

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାର ୨୧ଲୋକସଭା ଆସନରୁ ୮ଟି ହାତେଇ ଥିଲା । ୨୪ରେ ସେହି ସଂଖ୍ୟା ବଢ଼ାଇବାକୁ ଗୋଟି ଚାଳନା ଆରମ୍ଭ କରିଛି ବିଜେପି । ୩ ମାସ ବ୍ୟବଧ୍ୟାନରେ ଜେପି ନଡ୍ଡା ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଜେପି ନଡ୍ଡା କନ୍ଧମାଳ ଓ…