Latest Odisha News
Yearly Archives

2022

ଭ୍ୟାକ୍ସିନ ୱାରରେ ନାନା ପାଟେକର !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ସଫଳତା ପରେ ଏବେ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମ ଦି ଭ୍ୟାକ୍ସିନ ୱାରର ଶୁଟିଂରେ ବ୍ୟସ୍ତ ଅଛନ୍ତି । କରୋନା ମହାମାରୀ ସମୟରେ କିପରି ଭ୍ୟାକ୍ସିନକୁ ନେଇ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଉପରେ ଆଧାରିତ । ଭ୍ୟାକ୍ସିନ ନ କରାଇ…

ପୁନର୍ଗଠିତ ହେଲା ବିଜେଡି ମିଡିଆ ଟିମ୍; କିଏ ରହିଲା, କିଏ ଗଲା ?

ଭୁବନେଶ୍ୱର: ବିଜେଡି  ମିଡିଆ ଟିମର ପୁନର୍ଗଠନ ହୋଇଛି । ଦୀର୍ଘ ୩ବର୍ଷ ପରେ  ଏହାର ପୁନର୍ଗଠନ କରିଛି ଦଳ । କିଛି ନେତା ଏଥିରୁ ବାଦ ପଡିଥିବାବେଳେ କେତେ ନୂଆ ମୁହଁ ଦେଖିବାକୁ ମିଳିଛି । ନୂଆ ଟିମରେ ଜାତୀୟ ମୁଖପାତ୍ର ଭାବେ ମୋଟ ୫ଜଣ, ମୁଖପାତ୍ର ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୯ଜଣ ରହିଛନ୍ତି…

କେଉଁ ଦେଶରେ ସବୁଠୁ ଆଗ ପାଳିତ ହୁଏ ନୂଆବର୍ଷ ?

ଭୁବନେଶ୍ୱର:  ଆଉ ମାତ୍ର କେଇ ଘଣ୍ଟା ପରେ ବିଦାୟ ନେବ ୨୦୨୨ ।  ୨୦୨୩କୁ ସ୍ୱାଗତ କରିବ ଦେଶ ।  ରାତି ୧୨ଟାରେ ସାରା ବିଶ୍ୱ ନୂଆ ବର୍ଷକୁ କରିବ ସ୍ୱାଗତ । ହେଲେ ଏ ରାତି ୧୨ଟା କେଉଁ ଦେଶରେ କେତେବେଳେ ଆସେ  ଜାଣନ୍ତି ?  ବିଶ୍ୱର ସବୁ ଦେଶରେ ନୂଆ ବର୍ଷ ପାଳନ କରିବାର ସମୟ ଭିନ୍ନ  । ତେବେ…

ବିଏସଏଫର ସ୍ନିଫର ଡଗ ଜନ୍ମ କଲା ୩ ଛୁଆ, କେୟାରଟେକର ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଭାରତ-ବାଂଲାଦେଶ ସୀମା ନିକଟରେ ଜଗୁଥିବା ଏକ ମହିଳା ସ୍ନିଫର ଡଗ ପ୍ରେଗ୍ନେଂଟ ହୋଇଛି । ବିଏସଏଫ ନିୟମ ମୁତାବକ ଡ୍ୟୁଟିରେ ଥିବା କୁକୁରକୁ ପ୍ରେଗ୍ନେଂଟ ହୋଇପାରିବେ ନାହିଁ । ଯଦି କୌଣସି କାରଣରୁ ଏହା ହୁଏ ତାହାହେଲେ କୁକୁରର କେୟାରଟେକରଙ୍କୁ ଦଣ୍ଡିତ କରାଯିବ । ଏବେ ବିଏସଏଫ ଏ ନେଇ…

ହିମବୀର ଥାଉ ଥାଉ LAC ପାଇଁ ଚିନ୍ତା ନାହିଁ-ଶାହ

ବେଙ୍ଗାଲୁର: ଭାରତ-ଚୀନ ସୀମାରେ ଦୁଇ ଦେଶ ସେନାଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଘଟଣାକୁ ନେଇ ଦେଶ ଭିତରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଗୃହମନ୍ତ୍ରୀ ତାହାର ପ୍ରତିକ୍ରିୟା ରଖିଛନ୍ତି ।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର…

୨୦୨୨ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ନାମ ଘୋଷଣା କଲା ବିସିସିଆଇ

ମୁମ୍ବାଇ: ୨୦୨୨ରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା କ୍ରିକେଟରଙ୍କ ନାମ ଘୋଷଣା କରିଛି ବିସିସିଆଇ । ଟୁଇଟ କରି ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ଦିନିକିଆ କ୍ରିକେଟରେ ଶ୍ରେୟାଶ ଆୟାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି । ଆୟାର ୧୭ଟି…

ଋଷବଙ୍କ ବିରୋଧରେ ଲାଗିବ କି ଓଭର ସ୍ପିଡିଂ ମାମଲା ?

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହୋଇ କ୍ରିକେଟର ଋଷବ ପନ୍ତ ଗତକାଲିଠାରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଋଷବଙ୍କ ଦୁର୍ଘଟଣା ଖୁବ ଭୟଙ୍କର ଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲା ପନ୍ତଙ୍କ ଜୀବନ । ଦୁର୍ଘଟଣାକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଛି । ଋଷବ କାରରେ ଏକୁଟିଆ ଥିଲେ । ଗାଡିର…

ଚାକିରି ନାଁରେ ଠକୁଥିଲା, ଉତ୍ତରପ୍ରଦେଶରୁ ବାନ୍ଧିଲା ରାଜ୍ୟ ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଉତ୍ତରପ୍ରଦେଶରୁ ଓଡିଶାକୁ ଲମ୍ୱିଥିଲା ଠକେଇର ଚେର । ଚାକିରି କରାଇଦେବା ନାଁରେ ଆଶାୟୀଙ୍କୁ ଠକୁଥିଲେ । ତିନି ମାସ ତଳୁ ଠକେଇ ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା ରାଜ୍ୟ ଅପରାଧ ଶାଖା (EOW) । ଶେଷରେ ଉତ୍ତରପ୍ରଦେଶର ଅଲିଗଡରୁ ଏହି ଜବ୍ ଫ୍ରଡ୍ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ…

ଅଲ ନସ୍ର ସହ ଚୁକ୍ତି ପରେ ରୋନାଲ୍ଡୋ ହେଲେ ବିଶ୍ୱର ସବୁଠାରୁ ଧନୀ ଖେଳାଳି

ରିୟାଦ: ପର୍ତୁଗାଲ ଫୁଟବଲ ଟିମର ଅଧିନାୟକ କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବର ଅଲ ନସ୍ର କ୍ଲବ ସହ ୨ବର୍ଷ ୬ମାସ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ରୟଟର୍ସ ଅନୁସାରେ ରୋନାଲ୍ଡୋଙ୍କୁ ଏ ନେଇ ୧୭୭୫ କୋଟି ଟଙ୍କା ପ୍ରଦାନ କରାଯିବ । ୩୭ ବର୍ଷୀୟ ରୋନାଲ୍ଡୋ ଏଥିସହ ସବୁଠାରୁ ଧନୀ ଖେଳାଳି ପାଲଟି…

ଦିଲ୍ଲୀ ପୋଲିସକୁ ଘାରିଛି ନୂଆବର୍ଷ ପାର୍ଟି ଭୟ, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ୱାଗତ କରିବାକୁ ଚଳଚଞ୍ଚଳ ହୋଇଉଠିଛି ଦେଶର ରାଜଧାନୀ ଦିଲ୍ଲୀ । ୨ ବର୍ଷ ପରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ମିଳିଥିବାରୁ ରାସ୍ତାଘାଟ ଗହଳି ହେବାର ଆଶଙ୍କା ରହିଛି । ତେଣୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ବ୍ୟାପକ ପୋଲିସ ମୁତୟନ…