ପୁଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲା ଆମେରିକା
ୟୁକ୍ରେନ-ରୁଷ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ନେଇ ପୁଣି ଆମେରିକା ପ୍ରଶଂସା କରିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ “ଆଜିର ଯୁଗ ଯୁଦ୍ଧ ନୁହେଁ” ବାର୍ତ୍ତା ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି ଆମେରିକା।…