Latest Odisha News

BREAKING NEWS

Yearly Archives

2022

ପୁଣି ବଢ଼ିଲା ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଏସ୍.କେ ମିଶ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢିଲା । ୨୦୨୦ରେ  ପ୍ରଥମ ଥର ପାଇଁ ତାଙ୍କ କାର୍ଯ୍ୟକାଳ ବର୍ଷେ ପାଇଁ ବଢାଯାଇଥିଲା । ଆସନ୍ତାବର୍ଷ ଏହି ପଦବୀରେ ସେ ୫ବର୍ଷ ପୂରଣ କରିବେ । କାର୍ଯ୍ୟକାଳ ବୃଦ୍ଧି ପୂର୍ବରୁ ଇଡି ମୁଖ୍ୟଙ୍କ…

ଆଜି ନ୍ୟୁଜିଲାଣ୍ଡ- ଭାରତ ପ୍ରଥମ ଟି-20

ୱେଲିଂଟନ: ଆଉ କିଛି ସମୟ ପରେ  ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପ୍ରଥମ ଟି-20 । ଭାରତୀୟ ସମୟ ମଧ୍ୟାହ୍ନ 12ଟାରେ ମ୍ୟାଚ ଆରମ୍ଭ ହେବ । ଆଜିର ମ୍ୟାରେ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ପଡ଼ିଆକୁ ଓହ୍ଲାଇବେ ।  ସିନିୟର ଖେଳାଳି ବିଶ୍ରାମ ନେଉଥିବାରୁ  ରୋହିତ ଓ…

ଭାରତ ଛୁଇଁବ ନୂଆ ଶିଖର, ଆଜି ଲଞ୍ଚ ହେବ ବିକ୍ରମ-ଏସ୍

ଚେନ୍ନାଇ : ମହାକାଶ ଅଭିଯାନରେ ଭାରତ ଆଜି ଛୁଇଁବ ନୂଆ ଶିଖର । ଶ୍ରୀହରିକୋଟାରୁ ଲଞ୍ଚ ହେବ ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ ।  ଆଜି ପୂର୍ବାହ୍ନ ସାଢେ ୧୧ଟାରେ ମହାକାଶକୁ ପ୍ରେରଣ ହେବ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବଙ୍କୁ ଖାଇବାକୁ ବାଢ଼ି ନିଜ ପାଇଁ ଖାଇବା ବାଢିଲା ବେଳେ ଦୁଇ ଥର ମିସ୍ କଲ୍ ହୋଇ କଟି ଯାଇଥିଲା । ସମ୍ଭବ ବିରକ୍ତି ଭରା ଗଳାରେ ଗେର ଗେର ହୋଇ କହୁଥିଲେ ,"ଯେତେବେଳେ ଦେଖ ଖାଲି ଫୋନ ଆଉ କଣ କିଛି କାମ ଅଛି ମାଡାମ୍ ଙ୍କର…

ଭୀମ ପୃଷ୍ଟି ପାଇଲେ ‘ଅକ୍ଷୟ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ଓଡ଼ିଶା ସିନେକ୍ରିଟିକ ଆସୋସିଏସନ୍, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଅକ୍ଷୟ ସଙ୍ଗୀତ ସନ୍ଧ୍ୟା…

ଚିଙ୍ଗୁଡ଼ି ଡାଲମା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ 'ଚିଙ୍ଗୁଡ଼ି ଡାଲମା'  ଡାଲି ଓ ପରିବା ସହିତ ଚିଙ୍ଗୁଡ଼ିର ସମିଶ୍ରଣରେ ଯେଉଁ ବ୍ୟଞ୍ଜନ ପ୍ରସ୍ତୁତ ହୁଏ ତାହା ନିରାମିଷ ସହିତ ଆମିଷର ଏକ ମିଶ୍ର ସ୍ୱାଦ ପ୍ରଦାନ କରିଥାଏ । ଗାଁ ଗହଳିରେ ଭୋଜି ବା ଯନ୍ତାଳ ଅବସରରେ ଯେଉଁ ଚିଙ୍ଗୁଡ଼ି ମହୁର ପ୍ରସ୍ତୁତ କରାଯାଏ…

ଭାଷା ଭାଗବତ : କାହିଁକି ? ପ୍ରଶ୍ନର ଉତ୍ତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଖି ଥି ଧି.... ତଳ ଚିହ୍ନ ଇ-କାର ସଭିଏଁ କରଂତି ସ୍ବୀକାର ତ୍କ ତ୍ନ ତ୍ପ ତ୍ମ ତ୍ସ ତଳେ ସମଚିହ୍ନ କାହିଁକି ନୁହଂତି ଇ-କାର ? ' କାହିଁକି ? ' ପ୍ରଶ୍ନର ଉତ୍ତର କାହାକୁ କେବେ ନ ପଚାର କେହି ବି କେବେ ଦେବେନାହିଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କଳ୍ପ ବଟ ନିକଟରେ ରହିଛନ୍ତି ବଟ ଅବକାଶ ବା ବଟ ପତିତପାବନ। ଏହା ହିଁ ଶ୍ରୀମନ୍ଦିରର ବିଶେଷତ୍ୱ, ଆମେ ପତିତପାବନ ମୂର୍ତ୍ତି ସିଂହଦ୍ୱାର ଗୁମୁଟରେ ଦର୍ଶନ କଲେ। ପୁଣି…

ଧରାପଡିଲା ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍, ପାରୋଲରେ ଆସି ଥିଲା ଫେରାର

ଭୁବନେଶ୍ୱର: ରାଜଧାନୀରେ ଛିନତାଇ କରି ଆତଙ୍କ ଖେଳାଇଥିବା ଶିବା, ମୁନା ଏବଂ  ସୈରବ ମୁଲା ଗିରଫ। କମିଶନରେଟ ପୋଲିସ ନଜରରେ ଥିବା ଏହି ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ରାଜଧାନୀରେ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଲୁଟପାଟ କରୁଥିଲା। ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଏହି ଅପରାଧୀକୁ ଗିରଫ…

ଘରେ ପୋଷା କୁକୁର ରଖିବା ନେଇ ଖୁବଶୀଘ୍ର ବିଏମସି ଆଣିବ ଗାଇଡଲାଇନ୍

ଭୁବନେଶ୍ୱର: ନିକଟରେ ରାଜଧାନୀ ଉପକଣ୍ଠରେ ଥିବା ତପସ୍ୱିନୀ କଲୋନୀରେ କୁକୁର ରଖିବାକୁ ନେଇ ବିବାଦ ଦେଖାଦେଇଛି। ଏକ ଆମେରିକା ପ୍ରଜାତିର ପୋଷା କୁକୁର ଜଣେ ସ୍କୁଲ ଛାତ୍ରଙ୍କୁ କାମୁଡି ଲହୁଲୁହାଣ କରିବା ପରେ ଏହାକୁ ନେଇ କଲୋନୀରେ ବିବାଦ ଦେଖାଦେଇଛି। ମାମଲା ଥାନାରେ ଯାଇ ପହଞ୍ଚିଛି। ଏହାକୁ…