ବିଜୟ ହଜାରେ ଟ୍ରଫି: ବରୋଦା ନିକଟରୁ ଓଡିଶାର ଶୋଚନୀୟ ପରାଜୟ
ମୁମ୍ବାଇ: ଡିୱାଇ ପାଟିଲ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଗୁରୁବାର ଓଡିଶା ଶୋଚନୀୟ ଭାବେ ବରୋଦା ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ବରୋଦା ୫୦ ଓଭରରେ ୭ ୱିକେଟ ହରାଇ ୨୮୪ ରନ କରିଥିଲା । ପ୍ରତ୍ୟୁଷ କୁମାର ୬୯, ବିଷ୍ଣୁ ସୋଲାଙ୍କି ୬୯ ଓ ଭାନୁ ପାନିଆ ୫୫ ରନର…