Latest Odisha News

BREAKING NEWS

Yearly Archives

2022

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଗା ଦୋକାନରୁ ଲୁଟ୍

କାମାକ୍ଷାନଗର: ଫାଙ୍କା ଗୁଳିମାଡ଼ ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲୁଗା ଦୋକାନ । ମଙ୍ଗଳବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସ୍ଥିତ ଲଳିତା କ୍ଲଥ ଷ୍ଟୋରରୁ ଲୁଟ୍ ହୋଇଛି । ୬ ଜଣ ଦୁର୍ବୃତ୍ତ ରାତି ପ୍ରାୟ ୧୦ଟା ସମୟରେ ବାଇକରେ ଆସି ପାଟିତୁଣ୍ଡ କରିଥିଲେ । ଫାଙ୍କା ଗୁଳି…

ଏକତରଫା ପ୍ରେମ ଆାଉ ଧର୍ମ ପାଇଁ ଚାଲିଗଲା ଯୁବତୀଙ୍କ ଜୀବନ

ଲକ୍ଷ୍ନୌ: ଏକ ତରଫା ପ୍ରେମ, ତା ସାଙ୍ଗକୁ ଜବରଦସ୍ତି । ଆଉ ଶେଷରେ ପ୍ରେମିକାକୁ ୪ ମହଲା କୋଠାରୁ ଠେଲି ଦେବା ପରେ କାହାଣୀ ଶେଷ । ପ୍ରେମ ଆାଉ ଧର୍ମ ଭିତରେ ବଳି ପଡିଗଲା ବିଚରା ନୀରିହ ଝିଅଟିଏ । ପ୍ରେମର କାହାଣୀ ସିନା ଏଇଠି ଶେଷ ହୋଇଗଲା, କିନ୍ତୁ ଆରମ୍ଭ ହୋଇଗଲା ଅପରାଧର କାହାଣୀ । ଏ…

ବିଶ୍ବର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ବର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି? ଏଭଳି ବିଲଡିଂ ଯାହା ପବନ  ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ…

ପୌର ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିଦେଲେ ଲେଡି ଚେୟାରମ୍ୟାନ, ଭିଡିଓ ଭାଇରାଲ

ଯାଜପୁର:ରାଗିଗଲେ ପୌରାଧ୍ୟକ୍ଷା ମାଡମ୍ । ଚାମ୍ବରକୁ ଡାକି  ପୌର ନିର୍ବାହୀ ଅଧିକାରୀଙ୍କୁ ମନ ଇଚ୍ଛା ଗାଳି ଦେଲେ । ସେତିକି ନୁହେଁ, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଥିଲେ ପୌରାଧ୍ୟକ୍ଷା। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ।…

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି

ପଦ୍ମପୁର: ମିଳିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି  । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ପ୍ରତିଶ୍ରୁତି ମିଳିଛି । ୨୦୨୩ ଡିସେମ୍ୱର ୩୧ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ । ତେବେ ବିଜେଡି ନିଜର ଇସ୍ତାହାରରେ ଏହାକୁ ସ୍ଥାନିତ କରିବା । ତାପରେ ହିଁ…

ଜହ୍ଲାଦ ପ୍ରେମିକକୁ ଧରା ପକାଇ ଦେଲା ମୋବାଇଲ ଫୋନ

ନୂଆଦିଲ୍ଲୀ:ସାରା ଦେଶରେ  ଚହଳ ପକାଇ ଦେଇଛି ଶଦ୍ଧା ମର୍ଡର କେସ । ଖୁବ ସୁଚିନ୍ତିତ ଉପାୟରେ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟି ଫିଙ୍ଗି ଦେବାକୁ ବସିଥିଲେ । ପାଦେ ପାଦେ ଜଗିରଖି କାମ କରୁଥିଲା ଅଫତାବ । ପ୍ରମାଣ ନଷ୍ଟ ହେବା ପରେ ହୁଏତ ଅଫତାବଙ୍କୁ ଧରିବା ପୋଲିସ ପାଇଁ…

ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ଥରୁଛି କୋରାପୁଟ ଜିଲ୍ଲା । କୋରାପୁଟର ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର ତାପମାତ୍ରା ୬.୪ଡିଗ୍ରୀ ରହିଛି । ତାପଛକୁ ଜି.ଉଦୟଗିରି ୭ ଡିଗ୍ରୀ, ଫୁଲବାଣୀ ଓ କୋରାପୁଟରେ ୧୦ ଡିଗ୍ରୀ ରହିଛି ପାରଦ । କନ୍ଧମାଳର ଦାରିଙ୍ଗବାଡିରେ…

କ୍ୟାପିଟାଲ ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲର ହେବ ଉନ୍ନତିକରଣ । ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳୁ କ୍ୟାପିଟାଲ ହସପିଟାଲକୁ ପରିଦର୍ଶନ କରିଛନ୍ତି । ହସପିଟାଲ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ବୁଲି ତଦାରଖ କରିଛନ୍ତି ୫ଟି ସଚିବ । ଏହା ସହିତ ରୋଗୀ ସେବା  ସୂଚାରୁ ରୂପେ ଚାଲୁଛି କିନାହିଁ…

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ଆମାଜନ ନେଇଛି ବଡ଼ ନିଷ୍ପତ୍ତି । ଟ୍ୱିଟର ଓ ମେଟା ପରେ ଏବେ କର୍ମଚାରୀଙ୍କୁ ‘ଆମାଜନ’ ଦେଲା ବଡ଼ ଝଟକା । କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଇ-କମର୍ସ କମ୍ପାନୀ ।୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଆଯାଇଛି ନିଷ୍ପତି । ବ୍ୟବସାୟରେ…

ଏଲ୍ଏସି ନିକଟରେ ଥ୍ରୀ-ଡି ପ୍ରିଣ୍ଟେଡ୍ ବଙ୍କର୍ ନିର୍ମାଣ କରିବ ଇଣ୍ଡିଆନ ଆର୍ମି

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଲାଗିରହିଛି । ଉଭୟ ପକ୍ଷର ସେନା ଏଲଏସିକୁ ନେଇ ବାରମ୍ବାର ମୁହଁମୁହିଁ ହୋଇଛନ୍ତି । ତେଣୁ ଚୀନ ସୈନ୍ୟକୁ ଚକମା ଦେଇ ଏଲଏସିର ସୁରକ୍ଷା କେମିତି ଚତୁରତାର ସହ କରିହେବ, ସେଥିପାଇଁ ଭାରତୀୟ ସ୍ଥଳସେନା ପକ୍ଷରୁ ଅଭିନବ ଉପାୟ  ଚିନ୍ତା କରାଯାଇଛି ।…