Latest Odisha News

BREAKING NEWS

Yearly Archives

2022

ପଦ୍ମପୁର ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ ? ତୁଟୁନି ଅଡ଼ୁଆ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି, କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ହେଲେ ବିଜେଡି ହାତରେ ଥିବା ଏ ଆସନ ପାଇଁ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରିନି । ଯାହାକୁ ନେଇ ନାନା ଚର୍ଚ୍ଚା ହେଉଛି । ଅନେକ କହୁଛନ୍ତି ଦଳ ଭିତରେ ଏକାଧିକ ଆଶାୟୀ ବିଜେଡି ପାଇଁ ପଦ୍ମପୁରରେ,…

ଟି୨୦ ବିଶ୍ୱକପ କ୍ରିକେଟ: ଶୀର୍ଷଙ୍କ ସୂଚୀ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୨ର ପୂର୍ଣ୍ଣଛେଦ ପଡିଛି । ପାକିସ୍ତାନକୁ ୫ ୱିକେଟରେ ହରାଇ ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଇଂଲଣ୍ଡ ପୂର୍ବରୁ ୨୦୧୦ରେ ଟାଇଟଲ ହାସଲ କରିଥିଲା । ଆସନ୍ତୁ ନଜର ପକାଇବେ ଏହି ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ…

ସରକାରୀ ଜମିକୁ ନେଇ ଗୁଳିମାଡ଼, ଯୁବକ ମୃତ

ରାଉରକେଲା: ସରକାରୀ ଜମି ଜବର ଦଖଲକୁ ନେଇ ଗୁଳି ଫୁଟିଲା, ଜୀବନ ଗଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ । ରବିବାର ସକାଳେ ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମି କବଜା କରିବାକୁ ଯାଇ ଗଣ୍ଡଗୋଳ ହୋଇଥିଲା । ଅଞ୍ଚଳନରୁ ଚୁନୁ ଓରାମ ନାମକ ଯୁବକ…

ଲିଭରପୁଲ ଫୁଟବଲ କ୍ଲବ କିଣିବା ପାଇଁ ମୁକେଶ ଅମ୍ବାନୀଙ୍କ ଜୋରଦାର ଉଦ୍ୟମ, ଦେବାକୁ ପଡିବ ୩୮ ହଜାର କୋଟି

ଲଣ୍ଡନ: ଭାରତର ସଫଳ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଇଂଲିଶ ପ୍ରିମିୟର ଲିଗର ଫୁଟବଲ ଟିମ ଲିଭରପୁଲକୁ କିଣିବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦି ମିରରରେ ପ୍ରକାଶିତ ଖବର ଅନୁସାରେ ମୁକେଶ ୨୦୧୦ରୁ ଏହି ଟିମକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି ।…

ବିବାହ ନାଁରେ ବଡ଼ବଡ଼ିଆଙ୍କୁ ଲୁଟୁଥିଲେ, ଭୁବନେଶ୍ୱରରୁ କର୍ଣ୍ଣାଟକର ମହିଳାଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ

ଭୁବନେଶ୍ୱର: ବିବାହ ପ୍ରସ୍ତାବ ଦେଇ ମିଳାମିଶା ପରେ ବଡ଼ ବଡ଼ିଆଙ୍କୁ ଲୁଟ୍ । ଫିଲ୍ମର କାହାଣୀ ପରି ଲାଗୁଥିବା ଏ ଘଟଣାର ପ୍ଲଟ ରଚୁଥିଲେ କର୍ଣ୍ଣାଟକର ୪୨ ବର୍ଷୀୟା ମହିଳା ପ୍ରୀତି ଦେଶାଇ । ଭୁବନେଶ୍ୱରରେ ନିଜକୁ ଆଇଟି ପ୍ରଫେସନାଲ୍ ପରିଚୟ ଦେଇ ରହୁଥିଲେ । ଆଉ ବଡ଼ ବଡ଼ିଆଙ୍କୁ ଟାର୍ଗେଟ୍…

୨୦୨୪ରେ ଶ୍ରୀଲଙ୍କାରେ ଆୟୋଜିତ ହେବ ୧୯ ବର୍ଷରୁ କମ ବିଶ୍ୱକପ

କଲମ୍ବୋ: ୨୦୨୪ରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଶ୍ରୀଲଙ୍କାରେ ଆୟୋଜିତ ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୪ରୁ୨୭ ପର୍ଯ୍ୟନ୍ତ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ରେ ମାଲେସିଆ-ଥାଇଲାଣ୍ଡରେ ୧୯ ବର୍ଷରୁ କମ ମହିଳା ବିଶ୍ୱକପ ଏବଂ ୨୦୨୭ରେ…

ଖୁବ ଶୀଘ୍ର ଆରମ୍ଭ ହେବ ଆରଆରଆରର ସିକ୍ୱେଲ

ମାଡ୍ରାସ: ଏସଏସ ରାଜମୌଲୀଙ୍କ ଆରଆରଆର ଦେଶ ବିଦେଶରେ ଧୂମ ମଚେଇବା ସହ ଚମତ୍କାର ବ୍ୟବସାୟ କରିଥିଲା । ଜୁନିୟର ଏନଟିଆର ଓ ରାମଚରଣ ଅଭିନୀତ ଏହି ଫିଲ୍ମର ସିକ୍ୱେଲ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ରାଜମୌଲୀ ଏବେ ଆରଆରଆରକୁ ଓସ୍କାର ଦୌଡରେ ସାମିଲ…

୨ କୋଟିରେ ବିକ୍ରି ହେଉଛି ଗାଁ, ଗାଁରେ ଅଛି ହୋଟେଲଠୁ ସୁଇମିଂ ପୁଲ

ଜାଗା ଖୋଜୁଛନ୍ତି ? ପାଉ ନାହାନ୍ତି କି ? ଏଠି ଗାଁ ବିକ୍ରି ହେଉଛି । ଦାମ ବି ବେଶି ନୁହେଁ । ମାତ୍ର ୨ କୋଟି । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କଥାଟି କିନ୍ତୁ ବିଲକୁଲ ସତ । ଭଲ ଜାଗା ଖଣ୍ଡେ କିଣି ଘର ତିଆରି କରିବା ପାଇଁ ମୋଟା ଅଙ୍କର ଅର୍ଥ ଦରକାର । ହେଲେ  ମାତ୍ର ୨ କୋଟିରେ ଗାଁ…

ପ୍ରଶଂସକଙ୍କ ମନୋଭାବ ସହ ଖେଳୁଛନ୍ତି କି ସାନିଆ-ଶୋଏବ

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ଘଟିବାକୁ ଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ଜୋରସୋରରେ ଖବର ପ୍ରକାଶ ପାଇଛି । ରବିବାର ଉଭୟ ଏକତ୍ର ଏକ ଟକ ଶୋ କରିବାକୁ ଯାଉଛନ୍ତି । ଏହାର ନାମ ଦି ମିର୍ଜା ମଲିକ ଶୋ ରଖାଯାଇଛି । ଏହା…

ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟଥର ପାଇଁ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିଅନ୍

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଧୂଳିସାତ୍ ହୋଇ ଯାଇଛି ପାକିସ୍ତାନର ସ୍ୱପ୍ନ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା ହୋଇଛି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୪୯…