ସଞ୍ଜୟଙ୍କୁ ମିଳିଲା ଜାମିନ
ମୁମ୍ବାଇ: ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶିବସେନା ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ ମିଳିଛି ଜାମିନ । ପାତ୍ରା ଚାଲ ଜମି ଦୁର୍ନୀତି ମାମଲାରେ ୧୦୨ ଦିନ ଜେଲରେ ରହିବା ପରେ ମୁମ୍ବାଇର ପିଏମଏଲଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ମିଳିବା ପରେ ଅତିରିକ୍ତ…