ରିପ୍ଲବିକାନ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ବାନ ଦେଲେ ଏଲୋନ୍ ମସ୍କ
ଓ୍ବାଶିଂଟନ: ଆମେରିକାରେ ଏକ ସପ୍ତାହ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଟ୍ୱିଟର ସିଇଓ ଏଲୋନ୍ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ୍ କଂଗ୍ରେସକୁ ଭୋଟ ଦେବାପାଇଁ ନିଜର ସମର୍ଥନ ଜଣାଇଛନ୍ତି । ଆମେରିକା ଭୋଟରଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ଭୋଟ୍…