Latest Odisha News

BREAKING NEWS

Yearly Archives

2022

ଚୀନକୁ ଟକ୍କର ଦେବେ ଆଇଟିବିପି ଜବାନ, ବିନା ଅସ୍ତ୍ରଶସ୍ତ୍ରରେ ଚାଲିଛି କଡା ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଚୀନ ବର୍ଡର ନିକଟରେ ନିୟୋଜିତ ଆଇଟିବିପି ଜବାନ ବିନା ଅସ୍ତ୍ରଶସ୍ତ୍ରରେ କଠିନ ପ୍ରଶିକ୍ଷଣ ନେଉଛନ୍ତି । ଏଥିରେ ଭାରତୀୟ ଜବାନ ସିଦ୍ଧହସ୍ତ ହେଲେ ଚୀନ ସେନାକୁ ସଠିକ ଜବାବ ଦେଇପାରିବେ । ତୁଷରପାତ, ବରଫ ଝଡ, ହିମ ସ୍ଖଳନ ଓ ଅମ୍ଳଜାନ ଅଭାବ ପରିସ୍ଥିତିରେ କିପରି ଶତ୍ରୁକୁ ସାମ୍ନା…

ମତଦାନ ପାଇଁ ପ୍ରସ୍ତୁତ ଧାମନଗର, ସକାଳ ୭ଟାରୁ ୨୫୨ ବୁଥରେ ପଡ଼ିବ ଭୋଟ୍

ଭଦ୍ରକ: ରାତି ପାହିଲେ ଭୋଟ୍ ଦେବେ ଧାମନଗରବାସୀ । ବାଛିବେ ସେମାନଙ୍କ ମନପସନ୍ଦର ନେତା । କଡ଼ା ସୁରକ୍ଷା ବଳୟ ଭିତରେ ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତ ଗ୍ରହଣ କରାଯିବ । ସବୁ ବୁଥରେ ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ୧୦୦୮ ଜଣ ପୋଲିଂ ଅଫିସର ମୁତୟନ କରାଯାଇଥିବା…

କୋହଲି ଭାଙ୍ଗିଲେ ରେକର୍ଡ, ଶୀର୍ଷରେ ସୂର୍ଯ୍ୟକୁମାର

ଆଡିଲେଡ: ଆଜି ଟି୨୦ ବିଶ୍ୱକପରେ ଭାରତ ପାଇଁ ସବୁ କିଛି ଭଲ ହୋଇଛି କହିଲେ ଭୁଲ ହେବନି । ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଥିବା ବେଳେ ବିରାଟ କୋହଲି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଟି୨୦ର‌୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି…

ଚାଷ ଜମିରେ ଯୁବକଙ୍କୁ ଦଳିଦେଲା ଦନ୍ତା

କାମାକ୍ଷାନଗର : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବସୁଲେଇ ଗାଁରେ ହାତୀ ଆତଙ୍କ । ୩୩ ଟି ହାତୀକୁ ଦେଖି ଗାଁଲୋକେ ଛାନିଆ । ଏହାସହ ଚାଷ ଜମିରେ ଜଣେ ଯୁବକଙ୍କୁ ଦଳି ଦେଇଛି ଦନ୍ତା । ମୃତ ଯୁବକ ଜଣକ ବସୁଲେଇ ଗାଁର ରାମ ବେହେରା । ରାମ ନିଜ ଘର…

ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଧାମନଗର : ରାତି ପାହିଲେ ଧାମନଗର ଉପନିର୍ବାଚନ । ଭୋଟ୍ ପଡିବା ପୂର୍ବରୁ ବୁଥ୍ ରିଗିଂ ନେଇ ଆଶଙ୍କା କରିଛି ବିଜେପି । ସ୍ୱଚ୍ଛ ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରୁ ଗୁଣ୍ଡା ମାନେ ଆସି ବୁଥ୍ ଗୁଡିକୁ ରିଗିଂ କରିଥିଲେ । ଜିଲ୍ଲା ପ୍ରଶାସନ ଅବାଧ ଓ ନିରପେକ୍ଷ ଭୋଟିଂ…

ଚିହ୍ନି ପାରିବେ କି ଏହି ଫଟୋ କାହାର ?

ନୂଆଦିଲ୍ଲୀ: ନିକଟରେ ଆମର ଏକ ଅତି ପ୍ରିୟ ଜୀବର କ୍ଲୋଜ ଅପ ଫଟୋ ସମ୍ମୁଖକୁ ଆସିଛି । ଏହି ଫଟୋ ହରର ଫିଲ୍ମର ଦୃଶ୍ୟ ପରି ଲାଗୁଛି । ତେବେ ଏଥିପାଇଁ ଲିଥୁୟାନିୟାର ଫଟୋଗ୍ରାଫର ୟୁଜିନିୟସ କ୍ୱାଲିୟାଉସ୍କାନଙ୍କୁ ୨୦୨୨ ନିକନ ସ୍ମଲ ୱାର୍ଲ୍ଡ ଫଟୋ ମାଇକ୍ରୋଗ୍ରାଫି ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ…

ଝାରସୁଗୁଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଝାରସୁଗୁଡା: ୨୦୨୪ ପାଇଁ ଅଙ୍କକଷା ଆରମ୍ଭ । ଝାରସୁଗୁଡାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି  ।  ଏହି ପଦଯାତ୍ରା ଝଣ୍ଡା ଛକରୁ ଆରମ୍ଭ ହୋଇ ଝାରସୁଗୁଡା ଟାଉନ ପରିକ୍ରମା କରିବା ସହ କାଳିମନ୍ଦିର ରୋଡସ୍ଥିତ ରାଉତରାୟ ବଗିଚାରେ ଏକ ସାଧାରଣ ସଭା ଅନୁଷ୍ଠିତ…

ପୁଣି ଚମକିଲେ କିଙ୍ଗ କୋହଲି, ବାଂଲାଦେଶକୁ ହରାଇ ସେମିର ନିକଟତର ହେଲା ଭାରତ

ଆଡିଲେଡ: ଏଠାରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତ ସେମିର ନିକଟତର ହୋଇଛି । କିଛି ଅବିଶ୍ୱସନୀୟ ଘଟଣା ନ ଘଟିଲେ ଭାରତ ସେମିରେ ପ୍ରବେଶ କରିବ । ବର୍ଷା ଯୋଗୁ ଏହି ମ୍ୟାଚରେ ଡକ୍ୱୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା । ଭାରତ…

ଖୋଲିବ କଳା ଟଙ୍କାର ଚିଠା, ଅର୍ଚ୍ଚନା ନାଗଙ୍କ ସହ ୪ ଜଣଙ୍କ ବିରୋଧରେ ଇଡି ରୁଜୁ କଲା ମାମଲା

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲିଂ ଓ ବ୍ଲାକମନି । କାହାଠୁ କୋଟି କୋଟି ଟଙ୍କା ଆଣିଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ? ମାତ୍ର ୫ ବର୍ଷରେ କେମିତି ହେଲେ କୋଟିପତି ? ଅର୍ଚ୍ଚନା ନାଗ ମାମଲାରେ ଇଡି ରୁଜୁ କରିଛି ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଅର୍ଚ୍ଚନା ନାଗଙ୍କ ସହ ତାଙ୍କ…

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ରାଧା ପାଦଦର୍ଶନ ପାଇଁ ଲମ୍ବା ଧାଡ଼ି

୨ ବର୍ଷ ପରେ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ । ଭକ୍ତଙ୍କ ଗହଳିରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ନଟବର ବେଶରେ ଦର୍ଶନ ଦେଉଛନ୍ତି ହଟିଆ ଠାକୁର । ମାଆ ରାଧାଙ୍କ ପାଦଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଝଟକୁଥିବା ଅଳଙ୍କାର…