Latest Odisha News

BREAKING NEWS

Yearly Archives

2022

ପାଣି ସିଙ୍ଗଡ଼ା ଶରୀର ପାଇଁ ଲାଭଦାୟକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଅନେକ ଭଲ। ଥଣ୍ଡା ପାଗରେ ମିଳୁଥିବା ଏହି ଖାଦ୍ୟ ଅତ୍ୟନ୍ତ ଲାଭଦାୟକ। ଲୋକମାନେ ଉପବାସ ସମୟରେ ଏହା ଖାଇଥାନ୍ତି। ଖୁବ କମ୍‌ ଲୋକ ଜାଣନ୍ତି କି ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଖୁବ୍‌ ଭଲ। ଏହାକୁ କଞ୍ଚା ଚୋବାଇ ବା ସିଝାଇ ଖାଇ ହୁଏ।…

ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ୍ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡ଼ିତ ଏକ ବେସରକାରୀ ସଂସ୍ଥା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ୍ କରି ଦେଇଛନ୍ତି । ଫରେନ୍ କଣ୍ଟ୍ରିବ୍ୟୁସନ୍ ଆକ୍ଟ ଅନୁସାରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ନେଇଛି । ସଂଗଠନ…

ବଲିଉଡ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଜାୟରା ୱସିମ, କିଭଳି ବିତାଉଛନ୍ତି ନିଜ ଜୀବନ ?

ମୁମ୍ବାଇ: ଜାୟରା ୱସିମ୍ ଖୁବ୍ କମ୍ ବୟସରେ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀ ଆମୀର ଖାନଙ୍କ ଫିଲ୍ମ 'ଦଙ୍ଗଲ' ରେ ଡେବ୍ୟୁ କରିଥିଲେ। ଆଜି ଜାୟରା ୱାସିମ ତାଙ୍କର ୨୨ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତ୍ରୀ ବହୁ ପୂର୍ବରୁ ଅଭିନୟ ଜଗତକୁ ସବୁଦିନ ପାଇଁ ବିଦାୟ…

ବିଗ୍ ବସ୍ ୧୬ରେ ପ୍ରିୟଙ୍କାଙ୍କ ସହ ଅଙ୍କିତଙ୍କ ସମ୍ପର୍କକୁ ନେଇ ଖୁଲାସା

ମୁମ୍ବାଇ: ବିଗ୍ ବସ୍ ୧୬ ରେ ଦିନକୁ ଦିନ ରମାଞ୍ଚକର ହେଉଛି। ଏଠାରେ କ୍ୟାପଟେନସିପରେ ଯେଉଁ ବ୍ୟକ୍ତି ଥାନ୍ତି ତା ସପକ୍ଷରେ ବାକି ପ୍ରତିଯୋଗୀମାନେ କଥା ହୁଅନ୍ତି। ଗତ ଦିନ ୱିକେଣ୍ଡ ୱାର ଥିଲା। ଏଥର ଏହାକୁ କରନ ଜୋହର ଆୟୋଜନ କରିଥିଲେ। ସଲମାନ ଖାନଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଯୋଗୁଁ କେବଳ ଏହି…

ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଇଥିବାରୁ ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା

ପାରାଦୀପ: ବିଭିନ୍ନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ ଚିକିତ୍ସାଳୟରେ ତ୍ରୁଟି ଦେଖିବାକୁ ମିଳିଥାଏ  । ତ୍ରୁଟିପୂର୍ଣ୍ଣ ରିପୋର୍ଟ ଏବଂ ଚିକିତ୍ସା ରେ ରୋଗୀର ମୃତ୍ୟୁ ହେଉ କିମ୍ବା ବିକଳାଙ୍ଗ ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି l ଏହିଭଳି ଘଟଣାରେ ଆବେଦନର ରାୟ ଶୁଣାଇଛନ୍ତି ଜଗତସିଂହପୁର…

ଆଉ ଅଳ୍ପ ସମୟ ପରେ ଭାରତ-ପାକ ମ୍ୟାଚ: ମେଘୁଆ ପାଗ, ବର୍ଷା ଆଶଙ୍କା କମିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପର ସବୁଠାରୁ ହାଇ ଭୋଲେଟେଜ ମୁକାବିଲା ଦେଖିବା ପାଇଁ ଇନ୍ଦ୍ର ଦେବତା ବି ବୋଧ ହୁଏ ଚାହୁଁଛନ୍ତି । ଗତ କାଲି ୯୦ ପ୍ରତିଶତ ବର୍ଷା ଆଶଙ୍କା ଥିବା ବେଳେ ଆଜି ଏହା ୧୫ ପ୍ରତିଶତ ଖସି ଆସିଛି । ପାଗ ମେଘୁଆ ଥିଲେ ମଧ୍ୟ ମ୍ୟାଚ ହେବା ସମ୍ଭାବନା ବୃଦ୍ଧି ପାଇଛି । ୧ ଲକ୍ଷ…

ଶସ୍ତା ବଜେଟରେ ସୁନ୍ଦର ପ୍ରାକୃତିକ ସ୍ଥାନ ବୁଲିବାକୁ ଚାହାଁନ୍ତି କି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ନିଜ ଲୋକଙ୍କ ସହ ଭଲ ମୁହୂର୍ତ୍ତ ବିତେଇବାକୁ ଚାହାଁନ୍ତି ତେବେ ଯାତ୍ରା କରିବା ଏକ ଭଲ ବିକଳ୍ପ। ଏହା ଆପଣଙ୍କ ମଧ୍ୟରେ ଦୂରତାକୁ ଦୂର କରିବା ସହିତ ପ୍ରେମ ସମ୍ପର୍କରୁ ଆହୁରୀ ମଜବୁତ କରେ। କିନ୍ତୁ ବେଳେ ବେଳେ ଅଧିକ ବଜେଟ ହେତୁ ଲୋକେ ବୁଲିବାକୁ ଯାଇ ପାରନ୍ତି…

କନ୍ନଡ଼ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: କନ୍ନଡ ଚଳଚ୍ଚିତ୍ର 'କାନ୍ତାରା' କ୍ରମାଗତ ଭାବରେ ବକ୍ସ ଅଫିସରେ ନିଜ ଦବଦବା ଜାରି ରଖିଛି। ଚଳଚ୍ଚିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ରୋଜଗାର କ୍ଷେତ୍ରରେ ମଧ୍ୟ ଏହି ଚଳଚ୍ଚିତ୍ର ଭଲ ଆୟ କରୁଛି। ଗୋଟିଏ ପଟେ ଯେଉଁଠାରେ ଲୋକମାନେ ସିନେମାରେ 'କାନ୍ତାରା' ଦେଖିବା…

ଫିଲ୍ମ ‘ଦୃଶ୍ୟମ ୨’ ସହିପାରେ କ୍ଷତି ! ମୂଳ ଚଳଚ୍ଚିତ୍ରର ହିନ୍ଦୀ ଡବ୍ ପାଇଁ ଚାଲିଛି ଯୋଜନା

ମୁମ୍ବାଇ: ଅଜୟ ଦେବଗାନଙ୍କ ଫିଲ୍ମ 'ଥ୍ୟାଙ୍କ୍ ଗଡ଼' ପରେ ଏବେ ତାଙ୍କର ଅନ୍ୟ ଚଳଚ୍ଚିତ୍ର ପାଇଁ ବିପଦ ବଢବାରେ ଆଶଙ୍କା ରହିଛି। ଫିଲ୍ମ 'ଥ୍ୟାଙ୍କ୍ ଗଡ଼' ଗତ କିଛି ଦିନ ଧରି ବିବାଦ ଘେରରେ ରହିଆସିଛି। ଏହି ଚଳଚ୍ଚିତ୍ରଟି ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ…

ଅନୁବାଦ ଗଳ୍ପ : ଦର୍ପଣ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୫ ମୂଳ ପଞ୍ଜାବୀ: ଗୁରୁଦେବ ସିଂହ ରୂପାନା  ଯୁବକଟି ସିନା ଦେଖିବାକୁ ପତଳା, ହେଲେ ପୂରା ଖେଳୁଆଡ଼ ଚେହେରା । ବୟସ ପଚିଶ ପାଖାପାଖି ହେବ । ଦେହର ରଙ୍ଗ ମାଜିଲା ତମ୍ବା ପରି ଦାଉଦାଉ । ତା’ ନାଁ ଡେନିସ୍ । ସେ ପ୍ୟାରିସରୁ ଆସିଥିଲା ବିଂଶ…