Latest Odisha News

BREAKING NEWS

Yearly Archives

2022

ଶେଷ ଓଭରରେ ମ୍ୟାଚ୍ ଜିତାଇଲେ କୋହଲି, ହାରିଲା ପାକିସ୍ତାନ

ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିପକ୍ଷ ରୋମାଞ୍ଚକର ମ୍ୟାଚକୁ ଭାରତ ୪ ୱିକେଟରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରିଥିଲା । ୨୦ ଓଭରରେ ପାକିସ୍ତାନ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି…

ଝୁମ୍ପୁଡ଼ି ଘରେ କଟୁଛି ଦିନ, ମିଳୁନି ଖଣ୍ଡିଏ ଆବାସ

ଗରିବ ହିତାଧିକାରୀଙ୍କ ପାଇଁ ସରକାର କରିଛନ୍ତି ମାଳ ମାଳ ଯୋଜନା । କିନ୍ତୁ ଏବେବି ଝୁମ୍ପୁଡ଼ି ଘରେ ପାଲ ଟାଣି ଜୀବନ କାଟୁଛନ୍ତି ସୁଶାନ୍ତଙ୍କ ପରିବାର । ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାଦୁଆପଡା ପଞ୍ଚାୟତ କୁସିଙ୍ଗା ଗାଁ ର ସୁଶାନ୍ତ ରାୟଙ୍କ ଘର । ସୁଶାନ୍ତ ଜଣେ…

ବ୍ୟାକଫୁଟରେ ଟିମ୍ ଇଣ୍ଡିଆ, ୩୧ ରନରେ ଖସିଲାଣି ୪ ୱିକେଟ୍

ମେଲବର୍ଣ୍ଣ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନ ସହ ଖେଳୁଛି । ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା…

କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର

ଯାଜପୁର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଆଉ ଦୀପାବଳି ଦିନ ଠାରୁ ଆରମ୍ଭ ହୁଏ କାଳୀପୂଜା । ପବିତ୍ର ଦୀପାବଳିକୁ ନେଇ ବେଶ୍‌ ଚଳଚଞ୍ଚଳ ଯାଜପୁର ସହର । ଗତ ୨ ବର୍ଷ ହେବ କଟକଣା ମଧ୍ୟରେ କାଳିପୂଜା ହୋଇନଥିବା ବେଳେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହେବ । ଏଥିପାଇଁ ସହରର ୪୫ ଟି…

ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଛି ସୃଷ୍ଟ ଲଘୁଚାପ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଉ କିଛି ଘଣ୍ଟାରେ ଗଭୀର ଅବପାତ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ବାତ୍ୟା ରିକର୍ଭ କରି…

କୂଳ ଖାଉଛି ନାଗାବଳୀ, ନଦୀ ଗର୍ଭରେ ବିଲୀନ ହେବ କି ୬ ଗାଁ ?

ରାୟଗଡ଼ା: ନାଗାବଳୀ ନଦୀକୁ ନେଇ ଚିନ୍ତାରେ ୬ ଖଣ୍ଡ ଗାଁ । ଦିନକୁ ଦିନ ନାଗାବଳୀ କୂଳ ଖାଇବାରେ ଲାଗିଛି । ଅସରାଏ ବର୍ଷା ହେଲେ ରାୟଗଡ଼ା ଉପକଣ୍ଠ ନାଗାବଳୀ ନଦୀ କୂଳରେ ଥିବା ଚେକାଗୁଡ଼ା, ରାଣିଗୁଡ଼ା, ଗୁରୁମଗୁଡ଼ା, ଅଣ୍ଟାରିଗୁଡ଼ା, ଖଇରଗୁଡ଼ା ଏବଂ ମାରିଗୁଡ଼ା ଗ୍ରାମବାସୀ ଶାନ୍ତିରେ ଶୋଇ…

ନୂଆପଡ଼ାର ରାସ୍ତା କଡ଼ରେ ମେଲିଛି ଆତର ପସରା   

ନୂଆପଡ଼ା: ଅନେକ ଲୋକଙ୍କର ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ ରହିଥାଏ  । ଏଥିମଧ୍ୟରୁ  ଆତ ଫଳଟିକୁ ସମସ୍ତେ ବେଶ୍‌ ପସନ୍ଦ କରିଥାଆନ୍ତି । ଆତ ଫଳ ହେଉଛି ରସାଳ ଫଳ । ଆତ ଔଷଧିୟ ଗୁଣ ଯୁକ୍ତ ଫଳ ବୋଲି ମଧ୍ୟ ଚିକିତ୍ସା ବିଜ୍ଞାନ କହିଥାଏ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ…

ପାଦ ଛୁଇଁବା ବେଳେ ମହିଳାଙ୍କୁ ଚାପୁଡ଼ା ମାରିଲେ ବିଜେପି ମନ୍ତ୍ରୀ

ବେଙ୍ଗଳୁରୁ: ମହିଳାଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମନ୍ତ୍ରୀ । କର୍ଣ୍ଣାଟକ ବିଜେପି ସରକାରରେ ମନ୍ତ୍ରୀ ଥିବା ଭି ସୋମନ୍ନା ଜଣେ ମହିଳାଙ୍କୁ ଚାପୁଡ଼ା ମାରିଛନ୍ତି । ଶନିବାର କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନା ଚମରାଜନଗର ଜିଲ୍ଲାର ହଙ୍ଗଲା ଗାଁକୁ ଜମି ପଟ୍ଟା ବଣ୍ଟନ ପାଇଁ…

T20 World Cup: ଟସ୍ ଜିତି ପାକିସ୍ତାନ ବିପକ୍ଷରେ ଭାରତର ବୋଲିଂ ନିଷ୍ପତ୍ତି

ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ଆଜି ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛି । ମେଲବର୍ଣ୍ଣରେ ଖେଳା ଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ରୋହିତ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ।…

ସ୍କୁଟି ଉପରେ ରୋଗୀ ସେବା ଘଟଣା, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆପଡା : ଖଡିଆଳ ବିଜ୍ଞାପିତ ପରିଷଦରେ କାର୍ଯ୍ୟରତ ହୋମିଓ ପ୍ୟାଥି ଡାକ୍ତର ସିଦ୍ଧାର୍ଥ ମହାପାତ୍ର ପରିଷଦ କାର୍ଯ୍ୟାଳୟ ପରିସର ରେ ସ୍କୁଟି ଉପରେ ରୋଗୀ ସେବା କରୁଥିଲେ । ରୋଗୀ ସେବା ପାଇଁ ପରିଷଦ ପକ୍ଷରୁ ଡାକ୍ତରଙ୍କୁ ସ୍ଥାନ ଦିଆଯାଇ ନ ଥିବା ନେଇ କିଛି ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ…